ଶାସ୍ତ୍ରର ଅନୁସାରେ ମଣିଷ ର ଖରାପ ସମୟ ଆରମ୍ଭ ହୋଇଲେ ସେ ମଣିଷ କୁ ଏହି ସମୟ ତାଳି ତଳାନ୍ତ କରି ଦେଇ ଥାଏ । ତେବେ ଏହା ପାଇଁ ଅନେକ କଷ୍ଟ ପାଇ ଥାଏ ମଣିଷ । କୁହାଯାଏ କି ଦୁନିଆରା ସବୁ ଠାରୁ ବଡ ବ୍ୟାଧି ଓ କଷ୍ଟ ହେଉଛି ଦାରିଦ୍ରତା । ଯେତେବେଳେ ଜଣେ ମଣିଷ କିଛି କରିବା ଅପାଇନ ଚାହୁଁ ଥିବା ଓ ସେ ଏହାକୁ କରିବା ନି ଏହା ପାଇଁ ତା ମନରେ ଖୁବ ଅବଶୋଷ ରହିବା କି ସେ କାଇଁ ଏହି ଭଳି କିଛି କାମ କରୁଛି ଯାହା ତାକୁ ଦରକାର ସେ ତାକୁ ତ ପାଇ ପାରୁନି କିନ୍ତୁ ସେ ଆଜି ଯେଉଁ କାମ କରୁଛି ତାହା ତାକୁ ପସନ୍ଦ ନୁହେଁ ।
ଆଜି ଆମେ କହିବା ର ଅର୍ଥ ହେଉଛି କି ଆମେ ଯଦି ଏହି କିଛି ଖରାପ ସମୟରେ ଫଶୀ ଯାଇ ଥାଉ କେବଳ ଭଗବାନ ଙ୍କ ସ୍ମରଣ ମାତ୍ରେ କି ଆମେ ନିଜକୁ ସାନ୍ତ କରାଇ ପାରିବା ଏହା ସହ ଆମେ ଆଉ ଏକ କାମ ମଧ୍ୟ କରାଇ ପାରିବା କି ଆମେ ନିଜ କର୍ମ କୁ ଛାଡିବା ନି ଏହାର କାରଣ ହେଉଛି କି ଆମେ ଯଦି ଏହାକୁ ଛାଡି ଦେବା ତ ଆମେ ନିଜ ଭାଗ୍ୟକୁ ବଦଳାଇ ପାରିବ ଆଣି । ଏହା ମଧ୍ୟ ଉଲ୍ଲେଖ ଅଛି କି ଧର୍ମ ଅପେକ୍ଷା କର୍ମ ବହୁତ ଭଲ ହୋଇ ଥାଏ ।
ଏହା ସହ ଆପଣ ଯଦି କେବେ ଭି କିଛି ଖରାପ ସ୍ମାୟରେ ଟକି ଯାଇ ଛନ୍ତି ଓ ଏହା ମଧ୍ୟ ରୁ ଆପଣ ବାହାରିବା ପାଇଁ ଚାହୁଁ ଥାନ୍ତି ତେବେ ଆପଣ କଣ କରିବା ଦରକାର ଆସନ୍ତୁ ଜାଣିବା । ଆପଣ ଯଦି ଏହି ଭଳି କିଛି କାମ କରିବେ ତ ଏହା ଆପଣଙ୍କ ପାଇଁ ଏକ ଉପାୟ ଆମେ ନେଇ ଆସିଛୁ ଏହା କିନ୍ତୁ ସମୟ ଉପରେ ନିର୍ଭର କରେ । ଆମେ ଜାଣିଛେ ଏହି ଦୁନିଆ ମରଣ ଶୀଳ ହୋଇ ଥାଏ । ଯଦି ଆମେ ଜନ୍ମ ନେଇଛୁ ତାହେଲେ ଆମେ ନିଶ୍ଚିତ ଭାବେ ମା-ରି-ବା ହିଁ ମା-ରି-ବା ।
ଆଜି ନ ହେଲେ ଆମେ କିଛି ଦିନ ପରେ ମା-ରି-ବା କିନ୍ତୁ ଅମରିବା ନିଶ୍ଚିତ ଭାବେ ହୋଇ ଥାଏ । ଆଜି ଆମେ କହିବ ଆକି ଯଦି କେହି ଭି ବ୍ୟକ୍ତି ମାରି ଆଇ ଥାଏ ଓ ତାର ସାବା ଯାତ୍ରା ଆପଣଙ୍କ ପାଖ ଦେଇ ଜୀବ ଅସମୟରେ ଆପଣ ଏକ କାମ କରିବେ କି ଦୁଇ ହାତ ଯୋଡି ଭଗବାନ ଶିବ ଙ୍କୁ ଆରଧନା କରିବେ ଓ ଏହା ସହ ତାଙ୍କୁ ମନେ ମନେ ସୁମରଣା ଅକରିବେ କି ଆପଣ ଏହି ବ୍ଯକ୍ତିର ଆତ୍ମା କୁ ଶାନ୍ତି ଦିଅନ୍ତୁ ଓ ଏହାର ସଦଗତି କରାନ୍ତୁ । ଆପଣ ଯଦି ଏହା ଅକରିବେ ତେବେ ଭଗବାନ ଶିବ ମଧ୍ୟ ଆପଣଙ୍କ ମନ ସ୍କାମନା କୁ ପୂରଣ କରିବେ । ଏହା ଖୁବ ଭଲ ହୋଇ ଥାଏ । ଆଜି ଆମେ କହି ଥିବା ଅକାମ କରିବା ଅବ୍ୟକ୍ତି ର ନିଶ୍ଚିତ ଭାବେ ଜୀବନ ଖୋଲି ଯାଇ ଥାଏ ।