ଆସନ୍ତା ଶନିବାର ସକାଳୁ ହଟାତ ଚମିକି ଉଠିବ ଏହି ରାଶିର ଭାଗ୍ୟ, ମିଳିବ ବଡ ଖୁସି ଖବର

କାର୍ତ୍ତିକ ମାସର ଅମବାସ୍ୟା କୁ ସମସ୍ତେ ଦୀପାବଳି ରୂପେ ଜାଣିଛନ୍ତି । ଏହି ଦିନ ମା ଶ୍ୟାମାକାଳିଙ୍କ ର ପୂଜା ଅର୍ଚ୍ଚନା କରାଯାଏ । ଦୀପାବଳି ଦିନ ପ୍ରତେକ ଲୋକ ଦୀପ ଜାଳି ଧର୍ମ ଉପରେ ଧର୍ମ ର ଓ ଅନ୍ୟାୟ ଉପରେ ନ୍ୟାୟ ଓ ଅସତ୍ୟ ଉପରେ ସତ୍ୟ ର ବିଜୟ ହୋଇଥାଏ । ତେବେ ଏହି ଭଳି ପବିତ୍ର ଦିନ ରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଗ୍ରହ ମାନଙ୍କର ପରିବର୍ତ୍ତନ ହେବ । ଏହି ଆଗାମୀ ଦିନ ଠାରୁ 9 ନଭେମ୍ବର ପରେ ଏବେ ଏମାନେ ଭାଗ୍ଯବାନ ହେବେ । ଏହି ଦିନ ପରେ ମଙ୍ଗଳ, ବୁଧ ଓ ଶୁକ୍ର ଏହି ୩ ଟି ରାଶି ତୁଲା ରାଶି ରେ ରହିବେ ।

ତେଣୁ ତୁଲା ରାଶି ର ବ୍ୟକ୍ତିଙ୍କ ର ଭାଗ୍ୟ ବଦଳିବାକୁ ଯାଉଛି । ଏମାନଙ୍କ ର ଏବେ ବହୁତ ଭଲ ସମୟ ଅଛି । କେବଳ ତୁଲା ରାଶି ନୁହେଁ ଏହା ଛଡା ଆଉ କିଛି ରାଶୀଙ୍କ ପାଇଁ ମଧ୍ୟ ଏହି ଦୀପାବଳି ଦିନ ଠାରୁ ଭଲ ସମୟ ଆରମ୍ଭ ହେବାକୁ ଯାଉଛି । ତେବେ ଆଜି ଆମେ ଜାଣିବା କେଉଁ କେଉଁ ରାଶୀଙ୍କର ଭାଗ୍ୟ ପରିବର୍ତନ ହେବାକୁ ଯାଉଛି ।

ମେଷ ରାଶି – ଚଳିତ ବର୍ଷ ଟିରେ ଆପଣ ବହୁତ କଷ୍ଟ ଓ ଦୁଃଖ ପାଇଛନ୍ତି । କିନ୍ତୁ ଏହି ଦୀପାବଳି ଓ ଏହାର ପରବର୍ତୀ ସମୟରେ ଆପଣଙ୍କ ଭାଗ୍ୟ ବଦଳିଯିବ । ଆପଣଙ୍କୁ ଧନ ପ୍ରାପ୍ତି ଯୋଗ ଅଛି । ଯଦି ଆପଣ ନୂଆ ଘର କିଣିବାକୁ ଚାହୁଁଛନ୍ତି ତେବେ ଏହା ଉତ୍ତମ ସମୟ ଅଟେ ।

ବୃଷ ରାଶି – ଆପଣଙ୍କ ର ଏହି ମାସଟି ମିଶ୍ରିତ ରହିବ । ଆପଣ ବହୁତ ଚିନ୍ତା ରେ ରହିବେ । ଆପଣଙ୍କୁ ଆକସ୍ମିକ ଧନ ପ୍ରାପ୍ତି ର ଯୋଗ ମଧ୍ୟ ଅଛି । ଆପଣ ନିଜ ପ୍ରତିଷ୍ଠା କୁ ନେଇ ସଚେତନ ରହିବେ । ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିବାର ସମ୍ଭାବନା ଅଛି ।

ମିଥୁନ ରାଶି -ଏହି ରାଶିର ସ୍ୱାମୀ ଯେହେତୁ ସ୍ୱୟଂ ବୁଧ ଦେବ । ତେଣୁ ଏହି ରାଶୀଙ୍କର ଜୀବନ ଆଲୋକିତ ହେବାକୁ ଯାଉଛି । ଶନିଙ୍କ କୃପା ରୁ ଏମାନଙ୍କୁ ସମ୍ମାନ ମିଳିବ । ଗୁରୁଗ୍ରହଙ୍କ ଯୋଗୁଁ ଏମାନଙ୍କୁ ପ୍ରତିଷ୍ଠା ମିଳିବ । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ସାମାନ୍ୟ ଖରାପ ରହିପାରେ ।

କର୍କଟ ରାଶି – ଏମାନଙ୍କୁ ଧନ ପ୍ରାପ୍ତି ର ଯୋଗ ଅଛି । ବ୍ୟବସାୟ ଓ କ୍ୟାରିର କ୍ଷେତ୍ର ରେ ବହୁତ ଉନ୍ନତି ହେବ । ଜଦି ଆପଣ କ୍ୟାରିଅରକୁ ନେଇ କିଛି ବିଚାର କରିଛନ୍ତି ତେବେ ଏହା ଉପଯୁକ୍ତ ସମୟ ଅଟେ ।

କନ୍ୟା ରାଶି – ଆପଣଙ୍କୁ ଏହି ସମୟରେ ସାବଧାନତା ରହିବାକୁ ପଡିବ । ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନକାରାତ୍ମକ ରହିବ । ଅକାରଣରେ ଆପଣଙ୍କ ମନ ଅଶାନ୍ତି ଓ ଦୁଃଖ ରେ ରହିବ । ତେଣୁ ଆପଣ ଅଯଥା କଥାକୁ ଅଣଦେଖା କରନ୍ତୁ । ଶ୍ରମ ଓ ପରିଶ୍ରମ ରେ ଆପଣ ବହୁତ ଉନ୍ନତି କରିପାରିବେ ।

ତୁଳା ରାଶି – ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ରହିବ । ଆର୍ଥିକ ଲାଭ ହେବ । କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ସହକର୍ମୀ ଙ୍କ ସହ ସମ୍ପର୍କ ମିଶ୍ରିତ ରହିବ ।

ବିଛା ରାଶି- ଏହି ସମୟ ଟି ଆପଣଙ୍କ ପାଇଁ ମିଶ୍ରିତ ରହିବ । ଉଚ୍ଚ ଶିକ୍ଷାରେ ଭଲ ପଦବୀ ମିଳିବାର ସଂଯୋଗ ଅଛି ।

ଧନୁ ରାଶି – ଆପଣ ମାନେ ନିଜ ସ୍ୱାସ୍ଥ୍ୟ ଓ ମାନସିକ ଚିନ୍ତା ରେ ନିୟନ୍ତ୍ରଣ ରଖିବେ । ବ୍ୟବସାୟ ରେ ଉନ୍ନତି ହେବ ।

ମକର ରାଶି -ଯେଉଁମାନଙ୍କ ବିବାହ ବିଳମ୍ବ ହେଉଛି ସେମାନଙ୍କ ବିବାହ ବହୁତ ଶୀଘ୍ର ହୋଇଯିବ । କାର୍ଯ୍ୟ ଓ ବ୍ୟବସାୟ କ୍ଷେତ୍ର ରେ ଉନ୍ନତି ହେବ । ଓ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ ।

Leave a Reply

Your email address will not be published. Required fields are marked *