28 ତାରିଖ ସକାଳୁ ଏହି ରାଶିର ହଟାତ ଚମକି ଉଠିବ ଭାଗ୍ୟ, ମିଳିବ ବଡ ଖୁସି ଖବର

ଆମ ଶସ୍ତ୍ର ଅନୁସାରେ ବାଣୀ ଓ ବୁଦ୍ଧି ର ଗ୍ରହ ବୁଦ୍ଧ ଙ୍କୁ କୁହା ଯାଏ । ତେବେ ସେ ନିଜର ସ୍ଥାନ ପରିବର୍ତ୍ତନ କରିବା ପାଇଁ ଯାଉଛନ୍ତି । ଯାହା ଦ୍ଵାରା ଆମେ ଆମର ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିବା ପାଇଁ ଯାଉଛି । ଏହି ଚଳନ ପାଇଁ କିଛି ରାଶି ଉପକୃତ ହେବା ପାଇଁ ଯାଉଛନ୍ତି । ଏହି ସମୟରେ ବୁଦ୍ଧ ଗ୍ରହ ନିଜ ଉଚ୍ଚ ରାଶି କନ୍ୟା ରାଶିରେ ପ୍ରବେଶ କରିବା ପାଇଁ ଯାଉଛନ୍ତି ଓ ଯାହା ଦ୍ଵାରା ପରେ ସେପ୍ଟେମ୍ବର 22 ପରେ ସେ ତୁଳା ରାଶି ରେ ପ୍ରବେଶ କରିଛନ୍ତି ।

ଏହି ଚଳନ 28 ଅଗଷ୍ଟ ରୁ ଆରମ୍ଭ ହେବା ପାଇ ଯାଉଛି । ନିଜ ରାଶିରେ ଗୋଚର କରି ଥିବାରୁ ଏହି ସମୟ କନ୍ୟା ରାଶି ପାଇଁ ଭଲ ଥିବା ବେଳେ ଆଉ 6 ଟି ରାଶି ପାଇଁ ମଧ୍ୟ ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିବ । ବୁଦ୍ଧ ର ଗୋଚର ଆପଣଙ୍କ ପାଇଁ ଖୁବ ଶୁଭ ଅଟେ । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି – ଆପଣ ଭଲ ପରିଣାମ ପାଇବେ । ଭାଗ୍ୟ ଆପଣଙ୍କ ସାଥାରେ ସବୁ ବେଳେ ରହିବ । ଆପଣ ଯଦି ଚାକିରି କରୁଛନ୍ତି ତେବେ ଆପଣଙ୍କ ଉଚ୍ଚ ପଦାକୁ ଯାଇ ପାରିବେ । ଆପଣ ନିଜ ପରିବାର ସହ ଭଲ ସମୟ ବିତାଇବେ । ଆପଣ ଏହି ସମୟରେ ଯାହା କିଣିବା ପାଇଁ ଯୋଜନା କରୁଛନ୍ତି ଆପଣ ତାହା କିଣି ପାରିବେ ।

ସିଂହ ରାଶି – ଆପଣ ଚାହୁଁ ଥିବା ଜାଗାରେ ଆପଣ ନିଶ୍ଚିତ ଭାବେ ଘର ଆପଣ କରି ପାରିବେ । ଆପଣ ଯଦି ବିବାହ କରିବା ପାଇ ପାତ୍ର କିମ୍ବା ପାତ୍ରୀ ଦେଖୁଛନ୍ତି ତେବେ ଏହି ସମୟ ଖୁବ ଭଲ ଅଟେ ।

କନ୍ୟା ରାଶି – ଏହି ରାଶିର ଲୋକମାନେ ନିଜ ପରିବାସ ସହ ଆନନ୍ଦ ରେ ରହିବେ । ଚାକିରି ପାଇବା ପାଇଁ ଚେଷ୍ଟା କରୁ ଥିବା ଲୋକମାନେ ନିଶ୍ଚତ ଭାବେ ଚାକିର ପାଇବେ । ଯେଉଁ ମାନେ ବ୍ୟାପାର କରୁଛନ୍ତି ସେମାନେ ଖୁବ ଧନ ଲାଭ କରିବେ । ଆପଣ ମାନଙ୍କ ପାଇଁ ମଧ୍ୟରୁ ଯେଉଁ ମାନେ ଧନ ଉଧାର ଦେଇଥିବେ ସେମାନେ ଏହି ସମୟରେ ଏହା କୁ ପାଇ ଯିବେ ।

ମିଥୁନ ରାଶି – ଏହି ରାଶିର ଲୋକମାନେ ସୌଭାଗ୍ୟ ଲାଭ କରିବେ ଯେଉଁ ମାନେ କାମ କରୁଛନ୍ତି ସେମାନେ ପ୍ରମୋଶନ ପାଇବେ । ଯେଉଁ ମାନେ ବ୍ୟବଶାୟ କରୁଛନ୍ତି ସେମାନେ ଲାଭ ବାନ ହେବେ । ପରିବାର ରେ ସୁଖ ଶାନ୍ତି ଲାଗି ରହିବ ।

ତୁଳା ରାଶି – ଆପଣ ଖୁବ ଲାଭ ରେ ରହିବେ ଏହି ସମୟରେ ଆପଣ ଯାହା ଚାହିଁବେ ତାହା ଆପଣ ପାଇ ପାରିବେ । ଯେଉଁ ମାନେ ନିଜ ମାତା ପିତାଙ୍କ ସେବା କରୁଥିବେ ସେମାନେ ଖୁବ ଭଲ ଖୁଶି ପାଇବା ପାଇଁ ଯାଉଛନ୍ତି ନିଜ ଜୀବନରେ ।

ଧନୁ ରାଶି – ଏହି ରାଶିର ଲୋକ ମାନେ ସବୁ ବେଳେ ସବୁ ବେଳେ ସବୁ କାମରେ ଆଗରେ ଥାନ୍ତି । ଆପଣ ମଧ୍ୟ ଏହି ସମୟରେ ସବୁ ସୁବିଧା ପାଇବେ କିନ୍ତୁ ଆପଣ ନିଜର ଅଳସୁଆମୀ ଛାଡିକି କର୍ମ ରେଧ୍ୟାନ ଦିଅନ୍ତୁ ଦେଖିବେ ଏହି ସମୟରେ ଆପଣ ରାଜା ଭଳି ଜୀବନ ଜାପାନ କରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *