J ନାମ ଥିବା ଲୋକ ଏହାକୁ ଥରେ ଅବଶ୍ୟ ଦେଖନ୍ତୁ

ଆମ ଶାସ୍ତ୍ରରେ ଅନେକ କିଛି ଲେଖା ଅଛି କି କେଉଁ ଭଳି ଆମେ ଆମ ସ୍ଵଭାବ ଓ ଆମ ଜୀବନୀ ବିଶୟରେ ଜଣା ପଡିବ । ଆମର ଜାତକ ରୁ ଆମେ ଏହା ବିଷୟରେ ଜାଣି ପାରୁ କିନ୍ତୁ ସମୁଦ୍ର ଶସ୍ତ୍ର ଅନୁସାରେ ଆମେ କାହାର ନାମ ଅନୁସାରେ କିଏ କଣ ଓ କେଉଁ ସ୍ଵଭାବର ଅଟେ । ଆଜି ଆମେ “J” ନାମର ପ୍ରଥମ ମହିଳା ଓ ପୁରୁଷ ମାନେ କିଭଳି ଅଟନ୍ତି । ଦୁନିଆରେ ବହୁ ପ୍ରକାର ଲୋକମାନେ ଅଛନ୍ତି ଯେଉଁ ମାନଙ୍କ ନାମ ଇଂରାଜୀ ଅକ୍ଷର “J” ରୁ ଆରମ୍ଭ ହୋଇଛି ।

ସେମାନେ ଆଜି ବିଭିନ ପ୍ରକାର ଜାଗାରେ ନିଜର ନାମ କୁ ଖୁବ ଭଲ ଭାବେ ପ୍ରସାର ମଧ୍ୟ କରି ସାରିଛନ୍ତି । ଯଦି ଅଭିନୟ ଦୁନିଆ ଦେଖିବା ତ ଜନିଲେବର, ଜାକେଳିନ, ଜନ ଆବ୍ରାହମ, ଜାକି ସରଫ ଇତ୍ୟାଦି । ସବୁ ବ୍ୟକ୍ତିଙ୍କ ପ୍ରଥମ ଅକ୍ଷର ର କିଛି ମୂଲ୍ୟ ଅଛି ।

ଯଦି ଆପଣଙ୍କ ମଧ୍ୟରୁ କେହି “J ” ନାମର ଅଛନ୍ତି ତେବେ ସେମାନେ ଆଜି ନିଜ ବିଷୟରେ ବହୁ କିଛି ଜାଣି ପାରିବେ । ଏହି ନାମର ବ୍ୟକ୍ତି ଙ୍କ ମୁହଁ ସବୁ ବେଳେ ହସ ହସ ହୋଇ ଥାଏ । ଏମାନେ ଦେଖିବା ପାଇଁ ଜେଭଳି ସୁନ୍ଦର ହୋଇ ଥାନ୍ତି ସେହି ଭଳି ଏମାନଙ୍କ ମନ ମଧ୍ୟ ହୋଇଥାଏ । ଏମାନେ ଖୁବ ସରଳ ଓ ସାନ୍ତ ମନ ର ହୋଇ ଥାନ୍ତି । ଏମାନେ ଯାହା ସହ ସମ୍ପର୍କ ରଖନ୍ତି ସେମାନଙ୍କ ସହସେହି ସମ୍ପର୍କ କୁ ଏମାନେ ସବୁ ବେଳେ ଜାରି ରାଖୀ ଥାନ୍ତି ।

ଏମାନେ ଦେଖିବା ପାଇଁ ସୁନ୍ଦର ସହ ସୁନ୍ଦର ମନ ପାଇଁ ମଧ୍ୟ ଅନେକ ଲୋକ ଆଙ୍କ ଆଡକୁ ଟାଣି ହୋଇ ଚାଲି ଆସି ଥାନ୍ତି । ଏମାନେ ଖୁବ ଜିଦିଆ ସ୍ଵଭାବର ହୋଇ ଥାନ୍ତି ଏମାନେ ଯାହା ପାଇବା ପାଇଁ ଚାହାଁନ୍ତି ଯଦି ତାହା ତାଙ୍କୁ ନମିଳେ ସେମାନେ ସେହି ଜିନିଷ କୁ ନିଜର କରନ୍ତି କିନ୍ତୁ ସେମାନେ ଏହାକୁ ନିଜ ବୁଦ୍ଧି ବଳରେ କରି ଥାନ୍ତି । ଏମାନଙ୍କ ଜୀବନରେ କେବେ ଭି ଧନର ଅଭାବ ନଥାଏ ଏମାନେ ସବୁ ବେଳେ ସମ୍ମାନ, ଶାନ୍ତି ଓ ଖୁଶିରେ ବଞ୍ଚି ଥାନ୍ତି ଏମାନେ କେବେ ଭି କିଛି ଅଭାବ ଜାଣି ନଥାନ୍ତି । ଏମାନେ ଜୀବନକୁ ଖୁବ ଆନନ୍ଦମୟ କରି ବଞ୍ଚି ଥାନ୍ତି ।

ଏମାନେ ପୁରୁଣା ପରମ୍ପରା ସହ ନିଜକୁ ଚାଲେଇବା ପାଇଁ ଭଲ ପାଇ ନଥାନ୍ତି ଏମାନେ ସବୁ ବେଳେ ସ୍ଵତନ୍ତ୍ର ରହିବା ପାଇଁ ଭଲ ପାଇ ଥାନ୍ତି ଓ ଏମାନେ ସବୁ ବେଳେ ଅନ୍ୟ ମାନଙ୍କୁ ମଧ୍ୟ ଏହି ଉପପଦେଶ ଦେଇଥାନ୍ତି । ଏମାନେ ସବୁ ବେଳେ ସଚେତନ ରହି ଥାନ୍ତି ଓ ଏମାନେ ସବୁ ବେଳେ ନିଜ ଆଖ ପାଖରେ ହେଉଥିବା ସବୁ ଘଟଣା କୁ ନଜର ରଖନ୍ତି । ଏବେ ଆସନ୍ତୁ ଜାଣିବା ଏମାନଙ୍କ କ୍ଯାରିୟର ବିଷୟରେ ଏମାନେ ସବୁ ବେଳେ ନିଜ କାମକୁ ଖୁବ ଭଲ ଭାବେ କରି ନିଜ ଚାକିରି ରେ ଉପରେ ଥାନ୍ତି । ଏମାନେ କାମ ହାତକୁ ନେବା ସମୟରେ ଏହାକୁ ଭଲ ଭାବେ କରିବାର ପ୍ରତିଜ୍ଞା କରି ଦେଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *