2022 ମସିହା August ମାସ ଆରମ୍ଭ ହେବା ମାତ୍ରେ କୁମ୍ଭ ରାଶି ବ୍ୟକ୍ତି ହୋଇଯାନ୍ତୁ ସାବଧାନ! ଆସୁଛି ବଡ ସଙ୍କଟ, ସବୁ କାମ ଛାଡି ଦେଖନ୍ତୁ ମହାଭବିଷ୍ୟବାଣୀ

ବନ୍ଧୁଗଣ ନମସ୍କାର । ଆଜିର ସୂଚନା ଅନୁସାରେ ୨୦୨୨ ମସିହାର ଅଗଷ୍ଟ ମାସରେ କୁମ୍ଭ ରାଶି ଥିବା ବ୍ୟକ୍ତି ବିଶେଷ ମାନଙ୍କର ଭାଗ୍ୟଫଳ କହିବାକୁ ଯାଉଛୁ । । କୁମ୍ଭ ରାଶିର ସ୍ଵାମୀ ଗ୍ରହ ଶନିଦେବ ଅଟନ୍ତି । ଯେପରି ଭଗବାନ ଶନିଙ୍କୁ ନିଜ ପିତା ମାତାଙ୍କର ସହଯୋଗ ମିଳିନଥିଲା । ସେହିପରି ଭାବରେ ଏହି କୁମ୍ଭ ରାଶି ଥିବା ବ୍ୟକ୍ତି ମାନଙ୍କର ତାଙ୍କ ବାପା, ମା, ଭାଇ, ଭଉଣୀ ଠାରେ ଏତେ ଭଲ ସମ୍ପର୍କ ନଥାଏ । କୁମ୍ଭ ରାଶି ଥିବା ଲୋକମାନେ ପ୍ରାୟ ବିଦେଶରେ ରହି ନିଜର କ୍ଯାରିଅର ଗଢି ଥାନ୍ତି। ଏହି ରାଶିର ଲୋକମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ।

ନିଜର ପରିଶ୍ରମର ବଳରେ ନିଜର ଭାଗ୍ୟ ଗଢିଥାନ୍ତି । ଏମାନଙ୍କୁ କେହି ମିଛ କହି ଖସିଯାଇପାରିବେନି, କାରଣ ଏବେ ବହୁତ ଚତୁର ହୋଇଥାନ୍ତି । ଏହି ଅଗଷ୍ଟ ମାସର ପ୍ରଥମରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ କୁମ୍ଭ ରାଶିର ଲୋକଙ୍କ ପାଇଁ ଭଲ ରହିବ।   ସେମାନଙ୍କ ସ୍ଵାସ୍ଥ ଅବସ୍ତା ବହୁତ ଭଲ ରହିବା ସହିତ ଊର୍ଜାବାନ ମଧ୍ୟ ରହିବେ । ସଙ୍ଗୀତ ପ୍ରତି ଅଧିକ ରୁଚି ରହିବ ।

ମା ମହାଲକ୍ଷ୍ମୀ ଏହି ରାଶିଥିବା ଲୋକଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ଥିବାରୁ ସେମାନଙ୍କ ଆର୍ଥିକ ସମସ୍ଯା ସଂପୂର୍ଣ୍ଣ ଭାବେ ଦୂର ହେବ । ଭଲ କ୍ଷେତ୍ରରେ ଚାକିରି କରିବାର ସୁଯୋଗ ପ୍ରାପ୍ତ ହେବ । ମା ଲକ୍ଷ୍ମୀ ଆପଣଙ୍କ ଉପରେ ଧନର ବର୍ଷା କରାଇବେ । ସବୁ ଦିଗରୁ ଧନ କମେଇବାର ଅବସର ପ୍ରାପ୍ତ ହେବେ । ବ୍ୟାଙ୍କରୁ ଯଦି ଲୋନ ଆଣିବା ପାଇଁ ଇଚ୍ଛା କରୁଥିଲେ, ବହୁତ ଶୀଘ୍ର ହିଁ ଲୋନ ପାଇପାରିବେ ।

ଆପଣଙ୍କୁ କୌଣସି କ୍ଷେତ୍ରରୁ ଶୁଭ ସମାଚାର ମିଳିପାରେ । ପରିବାର ସହିତ ନଇ, ସମୁଦ୍ର କିମ୍ବା କୋଣସି ତୀର୍ଥ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଜାଗା କିଣିବାର ଶୁଭ ସମୟ ବହୁତ ଶୀଘ୍ର ଆସୁଛି ।ଏହି ଅଗଷ୍ଟ ମାସରେ  ବିଦ୍ୟାର୍ଥୀ ମାନଙ୍କର ପାଠ ପଢା ପ୍ରତି ଅନିଚ୍ଛା ପ୍ରକାଶ କରିବେ । ଯେତେ ପଢିଲେ ବି ପାଠ ପଢାରେ ମନ ଲାଗିବ ନାହିଁ । ଏହି ମାସରେ ଆପଣ ଅଯଥା ଖର୍ଚାନ୍ତ ହେଇପାରନ୍ତି ।

ନିଜର ଆୟ, ବେୟ ଉପରେ ସଂଯମତା ରକ୍ଷା କରନ୍ତୁ । ପ୍ରତ୍ଯେକ କାର୍ଯ୍ୟରେ କିଛି ନା କିଛି ଅସୁବିଧାର ସାମ୍ନା କରିବାକୁ ପଡିବ। ଆପଣଙ୍କର କାହା ସହିତ ବଡ ବିବାଦ ଲାଗିପାରେ । ନିଜର ସନ୍ତାନ ପ୍ରତି ଧ୍ୟାନ ଦିଅନ୍ତୁ । ତାଙ୍କୁ କୌଣସି କାର୍ଯ୍ୟରେ ପଇସା ନିବେଶ କରିବାକୁ ଦିଅନ୍ତୁ ନାହିଁ । ନହେଲେ କ୍ଷତି ସହିବାକୁ ପଡିବ।

ବିଦ୍ୟାର୍ଥୀ ମାନେ ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ମା ସରସ୍ବତୀଙ୍କୁ ବନ୍ଦନା କରି ପାଠ ପଢନ୍ତୁ, ଏକାଗ୍ରତାର ବୃଦ୍ଧି ହେବା ସହିତ ସ୍ମରଣ ଶକ୍ତି ବଢିବ । ଏହି ମାସରେ ପ୍ରେମୀ ଯୁଗଳ ମାନଙ୍କର ପ୍ରେମରେ କିଛି ବାଧା ସୃଷ୍ଟି ହେଇପାରେ, କିନ୍ତୁ ସମୟ ସହିତ ପ୍ରେମ ସମ୍ପର୍କ ଆଗ ଭଳି ମଧୁର ହୋଇଯିବ । ଆପଣଙ୍କ ଜୀବନ ସାଥିର ସ୍ଵାସ୍ଥ ଅବସ୍ତା ଭଲ ନ ରହିପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ମନ ଲାଗି ରହିବ । ନିଜ କାମରେ ବହୁତ ଉନ୍ନତି କରିବେ ।

ଶନିବାର ଦିନ କଳା କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ । ଶନିବାର ଦିନ ଭଗବାନ ଶନିଙ୍କର ଚାଳିଶା ପାଠ କରନ୍ତୁ, ଆପଣଙ୍କର ମଙ୍ଗଳ ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ ଲାଇକ୍ କରିବା ସହିତ କମେଣ୍ଟ କରିକି ଜଣାନ୍ତୁ।

Leave a Reply

Your email address will not be published. Required fields are marked *