ବାଛନ୍ତୁ ନିଜ ଜନ୍ମ ମାସ ଓ ଜାଣନ୍ତୁ ଆପଣଙ୍କ Lover ଆପଣଙ୍କ ପାଇଁ କେତେ ଚିନ୍ତା କରୁଛନ୍ତି- Love Quiz

ବନ୍ଧୁଗଣ ଆପଣଙ୍କ ଲଭର ଆପଣଙ୍କର କେତେ ଚିନ୍ତା କରୁଛନ୍ତି କଣ ଆପଣ ଜାଣିବାକୁ ଇଚ୍ଛା କରୁଛନ୍ତୁ କି ? ତେବେ ଆପଣ ନିଜ ଜନ୍ମ ମାସ ଚୟନ କରନ୍ତୁ । ଜାନୁଆରୀ ଠାରୁ ଆରମ୍ଭ କରି ଡିସେମ୍ବର ମାସ ଭିତରେ ଆପଣଙ୍କ ଜନ୍ମ ମାସ ଯେଉଁ ମାସ ଥା ଚୟନ କରନ୍ତୁ । ନିଜ ଜନ୍ମ ମାସ ଚୟନ କରି ଆପଣ ଜାଣି ପାରିବେ ଆପଣଙ୍କ ଲଭର ଆପଣଙ୍କ ପାଇଁ କେତେ ଚିନ୍ତା କରୁଛନ୍ତି । ତେବେ କଣ ଆପଣ ଜବାବ ଜାଣିବା ପାଇଁ ରେଡି ଅଛନ୍ତି । ତେବେ ଆସନ୍ତୁ ଆରମ୍ଭ କରିବା ମଜାଦାର ଓ ଇନଷ୍ଟ୍ରେଟିଙ୍ଗ ଲାଭ କୁଇଜ ଗେମ ।

୧- ଜାନୁଆରୀ : ଯଦି ଆପଣଙ୍କ ଜନ୍ମ ମାସ ଜାନୁଆରୀରେ ତେବେ ଆପଣଙ୍କ ଲଭର ନିଜ ଜୀବନ ଆପଣଙ୍କ ନାଁରେ କରି ଦେଇଛନ୍ତି । ଆପଣ ବୁଝି ଯାଆନ୍ତୁ ସେ ଆପଣଙ୍କୁ କେତେ ଭଲ ପାଇବା ସହ ଆପଣଙ୍କର ଚିନ୍ତା କରୁଛନ୍ତି ।

୨- ଫେବୃଆରି : ଯେଉଁ ମାନଙ୍କର ଜନ୍ମ ମାସ ଫେବୃଆରିରେ ତେବ ଆପଣଙ୍କୁ କେହି ଖରାପ ନଜରରେ ଦେଖିଲେ ବା ଟଚ କରିଲେ ତାର ୱାଟ ଲଗାଇବାକୁ ଡେରି କରନ୍ତି ନାହି ଆପଣଙ୍କ ଲଭର । ଏତେ ଚିନ୍ତା କରନ୍ତି ସେ ଆପଣଙ୍କର ।

୩- ମାର୍ଚ୍ଚ : ଯେଉଁ ମାନଙ୍କର ଜନ୍ମ ମାସ ମାର୍ଚ୍ଚରେ ତେବେ ଆପଣଙ୍କୁ କଣ୍ଟା ଲାଗିଲେ ଆପଣଙ୍କ ଲଭରକୁ କଷ୍ଟ ହୋଇଥାଏ ଏତେ ଭଲ ପାଇଥାନ୍ତି ସେ ଆପଣଙ୍କୁ ।

୪- ଏପ୍ରିଲ : ଯେଉଁ ମାନଙ୍କର ଜନ୍ମମାସ ଏପ୍ରିଲରେ ଆପଣଙ୍କର ଛୋଟରୁ ଛୋଟ ଖୁସି ପାଇଁ ଆପଣଙ୍କ ଲଭର କିଛି ବି କରିବାକୁ ରେଡି ରହିଥାନ୍ତି ।

୫- ମେ : ଯେଉଁ ମାନଙ୍କର ଜନ୍ମମାସ ମେ ରେ ଆପଣଙ୍କର ଲଭର ଆପଣଙ୍କ ଜୀବନର ସବୁ ଦୁଖ କଷ୍ଟ ନିଜର କରିବାକୁ ରେଡି ରହିଥାନ୍ତି ଏତେ ଭଲ ପାଇଥାନ୍ତି ସେ ଆପଣଙ୍କୁ ।

୬- ଜୁନ : ଯେଉଁ ମାନଙ୍କର ଜନ୍ମମାସ ଜୁନରେ ଆପଣଙ୍କର ସବୁ ଇଚ୍ଛା ପୂରଣ କରିବା ପାଇଁ ରେଡି ରହିଥାନ୍ତି ଏତେ ପ୍ରେମ କରିଥାନ୍ତି ସେ ଆପଣଙ୍କୁ ।

୭- ଜୁଲାଇ : ଯେଉଁ ମାନଙ୍କର ଜନ୍ମମାସ ଜୁଲାଇରେ ଆପଣଙ୍କ ଲଭର ଗୋଟେ ଦିନ ଆପଣଙ୍କ ସହ କଥା ନ ହେଲେ ତାଙ୍କର ଅବସ୍ଥା ଖରାପ ହୋଇଥାଏ ଏତେ ଚିନ୍ତା କରିଥାନ୍ତି ସେ ଆପଣଙ୍କର ।

୮- ଅଗଷ୍ଟ : ଯେଉଁ ମାନଙ୍କର ଜନ୍ମମାସ ଅଗଷ୍ଟରେ ଆପଣଙ୍କର କିଛି ହୋଇଗଲେ ତାଙ୍କର ଧଡକନ ବନ୍ଦ ହୋଇଯାଏ ଏତେ ଭଲ ପାଇଥାନ୍ତି ସେ ଆପଣଙ୍କୁ ।

୯- ସେପ୍ଟେମ୍ବର : ଯେଉଁ ମାନଙ୍କର ଜନ୍ମମାସ ସେପ୍ଟେମ୍ବରରେ ସେ ଆପଣଙ୍କ ପାଇଁ କାହା ସହ ବି ଝଗଡା କରିପାରନ୍ତି ଏତେ ଚିନ୍ତା କରନ୍ତି ସେ ଆପଣଙ୍କର ।

୧୦- ଅକ୍ଟୋବର : ଯେଉଁ ମାନଙ୍କର ଜନ୍ମମାସ ଅକ୍ଟୋବରରେ ଆପଣଙ୍କ ଆଖିରେ କେବେ ବି ଲୁହ ଆସିବାକୁ ଦେବେ ନାହିଁ ଏତେ ଚିନ୍ତା କରନ୍ତି ଆପଣଙ୍କ ଲଭର ।

୧୧- ନଭେମ୍ବର : ଯେଉଁ ମାନଙ୍କର ଜନ୍ମମାସ ନଭେମ୍ବରରେ ଦୁନିଆରେ ସେ ଆପଣଙ୍କର ସବୁଠାରୁ ଅଧିକ ଚିନ୍ତା କରିଥାନ୍ତି ।

୧୨- ଡିସେମ୍ବର : ଯେଉଁ ମାନଙ୍କର ଜନ୍ମମାସ ଡିସେମ୍ବରରେ ନିଜ ଜୀବନ ଠାରୁ ଅଧିକ ପ୍ରେମ କରିଥାନ୍ତି ସେ ଆପଣଙ୍କୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *