ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ ଆପଣଙ୍କ କଣ ପସନ୍ଦ ନୁହେଁ- Astrology Quiz

ପ୍ରତେକ ଲୋକଙ୍କୁ କିଛି ନା କିଛି ଜିନିଷ କିମ୍ବା କିଛି ବ୍ୟକ୍ତିଙ୍କ ସ୍ଵଭାବ ଉପରେ ଖୁବ ରାଗ ଚିଡେ । ଏହା କହିବା ଆମ ପାଇଁ ଟିକେ କଷ୍ଟ କି ଆମେ କେଉଁ ଜିନିଷ କିମ୍ବା କେଉଁ ଜାଗା ଉପରେ କିମ୍ବା କେଉଁ ବ୍ୟକ୍ତିଙ୍କ ଉପରେ ଆପଣଙ୍କୁ ରାଗ ଚିଡେ । ତେବେ ଯଦି ଆମେ ଦେଖିବା କୁ ଯିବା ଜାଣି ପାରିବା କି ପ୍ରତେକ ବ୍ୟକ୍ତି ଅଲଗା ଅଲଗା ପରିବେଶରେ ସେମାନେ ବଡ ହୋଇ ଥାନ୍ତି

ଓ ଅଲଗା ପରିସ୍ଥିତି ଦେଇ ସେମାନେ ଏଠାକୁ ଆସିଥାନ୍ତି । ତେବେ ଯଦି ଆପଣ ଜାଣିବା ପାଇଁ ଯାଉଛନ୍ତି କି ଆପଣ କଣ ପାଇଁ ଚିଡନ୍ତି ତେବେ ଆସନ୍ତୁ ଜାଣିବା ଏହାର କାରଣ ରାଶହି ଅନୂସାରେ । ମେଷ ରାଶି – ଯେଉଁ ମାନେ ବସିଥିବା ସମୟରେ ଗୋଡ ହଲାଇ ଥାନ୍ତି ସେଭଳି ଲୋକଙ୍କୁ ଆପଣ ଖୁବ ଅଧିକ ରାଗନ୍ତି । ଏହା ସହ ଯେଉଁ ମାନେ ପଶୁ ମାନଙ୍କୁ ପିଞ୍ଜରାରେ ବନ୍ଦ କରନ୍ତି, ଯେଉଁ ମାନେ ନାଚିବା ନଯାଣି ଥାନ୍ତି, ଯେଉଁ ମାନେ ଠିକ ସେ ଡ୍ରେସ ପିନ୍ଧି ନଥାନ୍ତି ସେମାନେ ଆପଣଙ୍କୁ ପସନ୍ଦ ନୁହେଁ ।

ବୃଷ ରାଶି – ଯେଉଁମାନେ ଟିକେ କଥାରେ ରାଗି ଯାନ୍ତି, ଯେଉଁ ମାନେ ଖୁବ ବେଢଙ୍ଗ ଡ୍ରେସ ପିନ୍ଧି ଥାନ୍ତି, ଯେଉଁ ମାନେ ଶରୀରରେ ପର୍ଫ୍ଯୁମ କିମ୍ବା ସେଣ୍ଟ ପକେଇ ନଥାନ୍ତି, ଯେଉଁ ମାନେ ସର୍ବଜାନିକ ବାହାନ ବ୍ୟବହାର ନ କରନ୍ତି ସେମାନ ଙ୍କୁ ଏହି ରାଶିର ଲୋକମାନେ ଖୁବ ବିରକ୍ତ ହୋଇ ଥାନ୍ତି ।

ମିଥୁନ ରାଶି – ଯେଉଁ ମାନେ ଖୁସି ମଜା କରନ୍ତି ସେଭଳି ଲୋକଙ୍କୁ ଆପଣ ଖୁବ ପସନ୍ଦ କରନ୍ତି । ଯେଉଁ ମାନେ ଖାଇବା ର ଢଙ୍ଗ ଜାଣି ନଥାନ୍ତି, ଯେଉଁ ମାନେ ଅନ୍ୟ ଉପରେ ଅଯଥା କଥାରେ ରାଗନ୍ତି, ଯେଉଁ ମାନେ ବାହାରକୁ ଯିବା ସମୟରେ ଭଲ କପଡା ପିନ୍ଧିନ୍ତି ନି ସେଭଳି ଲୋକଙ୍କ ଉପରେ ଏହିର ଆଶିର ଲୋକମାନେ ଖୁବ ଅଧିକ ରାଗି ଥାନ୍ତି ।

କର୍କଟ ରାଶି – ଆପଣଙ୍କୁ ସମୟ ଆଗରୁ ଯାଇ ପହଞ୍ଚିବା ଲୋକ ମାନେ, ଅଧିକ ଶବ୍ଦ କରୁଥିବା ଚଳଚିତ୍ର ଆପଣଙ୍କୁ ପସନ୍ଦ ନୁହେଁ, ଆପଣ ପିଲା ମାନଙ୍କ ଉପରେ ମଧ୍ୟ ଖୁବ ଭଲ ପିଲା ଙ୍କୁ ପସନ୍ଦ କରନ୍ତି କାରଣ ଆପଣଙ୍କୁ ଏଭଳି ପିଲା ପସନ୍ଦ ଯେଉଁ ମାନେ ଆପଣଙ୍କ କାମ ଖୁବ ଜଲ୍ଦି କରିଦେବ । ଆପଣଙ୍କୁ ଗରମ ଡ୍ରେସ କିମ୍ବା ଗରମ ପରିସ୍ଥିତି ମଧ୍ୟ ପସନ୍ଦ ନୁହେଁ ।

ସିଂହ ରାଶି – ଆପଣଙ୍କୁ ଏଭଳି ଲୋକ ପସସଣ୍ଡ ନୁହେଁ ଯେଉଁ ମାନେ ଆପଣଙ୍କ ଠାରୁ ଅଧିକ ଭଲ କାମ କରନ୍ତି କିମ୍ବା ଆପାଣଙ୍କ ଠାରୁ ଅଧି ଯୋଗ୍ୟତା ରଖିଛନ୍ତି । ଆପଣଙ୍କୁ ବର୍ଷା ଦିନ ବିଲକୁଲ ଭି ପସନ୍ଦ ନୁହେଁ । ଏହା ସହ ଆପଣ ଙ୍କ ତାରିଫ ଣ କରୁଥିବା ଲୋକଙ୍କୁ ଆପଣ ଭଲ ପାନ୍ତି ନାହିଁ ।

କନ୍ୟା ରାଶି – ଏହି ରାଶିର ଲୋକମାନେ ଖୁବ ବୁଝିବାର ହୋଇଥାନ୍ତି । ଯେଉଁ ମାନେ ସଠିକ ଭାବେ ଖାଇବା ଖାଇ ନଥାନ୍ତି, ଯେଉଁ ମାନେ ଭଲ ଡ୍ରେସ ପିନ୍ଧି ନଥାନ୍ତି, ଯେଉଁ ମାନେ ସମୟ ଥିବା ସୁଧା କାମ କରି ନଥାନ୍ତି । ଏଭଳି ଲୋକଙ୍କୁ ଆପଣ ଖୁବ ନାପସନ୍ଦ କରିଥାନ୍ତି ।

ତୁଳା ରାଶି – ଏହି ରାଶିର ଲୋକମାନେ ଯାହାକୁ କଲ କରିଥାନ୍ତି ଓ ସେମାନେ ପରେ ତାଙ୍କୁ କଲ କରି ନଥାନ୍ତି ଏଭଳି ଲୋକମାନେ ଆପଣଙ୍କୁ ପସନ୍ଦ ନୁହଁନ୍ତି । ଯେଉଁ ମାନେ ସାର୍ବଜନୀକ ସ୍ଥଳ କୁ ଅସନା କରିଥାନ୍ତି ସେମାନଙ୍କୁ ଆପଣ ଖୁବ ବିରକ୍ତ ହୁଅନ୍ତି । ଏହା ସହ ଯେଉଁ ମାନେ କାମ ସଠିକ ଭାବେ ଣ କରି ବାହାନା କରନ୍ତି ଏଭଳି ଲୋକ ଆପଣଙ୍କୁ ପସନ୍ଦ ନୁହେଁ ।

ବିଛା ରାଶି – ସେହି ଭଳି ଲୋକଙ୍କ ଉପରେ ଆପଣ ରାଗି ଥାନ୍ତି ଯେଉଁ ମାନେ ନିଜ ଜିନିଷକୁ ଛାଡିକି ଆପାଣଙ୍କ ଜିନିଷ ବ୍ୟଭାର ପାଇଁ ନେଇ ଥାନ୍ତି ଓ ଏହାକୁ ପରେ ଦେଇ ନଥାନ୍ତି । ଏହା ଛଡା ସିଂହ ରାଶି ଭଳି ଆପଣ ଯେଉଁ ରାଶି ମାନେ ଆପଣଙ୍କ ପାଖରୁ ଅଧିକ କ୍ଷମତା ଶାଳି ଅଟନ୍ତି ସେମାନଙ୍କ ଉପରେ ଆପଣ ଖୁବ ବିରକ୍ତ ହୁଅନ୍ତି ।

ଧନୁ ରାଶି – ଯେଉଁ ମାନେ ସାର୍ବଜାନୀକ ବାହନ ଚଳାଇ ଥାନ୍ତି ସେମାନେ ଆପଣଙ୍କୁ ପସନ୍ଦ ନୁହଁନ୍ତି । ଯେଉଁ ମାନେ ଆପଣଙ୍କୁ ଅପେକ୍ଷା କରେଇ ଥାନ୍ତି ସେଭଳି ଲୋକଙ୍କ ଉପରେ ଆପଣ ଅଧିକ ରାଗି ଥାନ୍ତି । ଏହା ସହ ଯେଉଁ ମାନେ ନିଜ ଜୀବନରେ କିଛି ଭି କାମ କରିବା ପାଇଁ ଦରିଥାନ୍ତି ଓ ପଛକୁ ପାଦ ନେଇ ଯାଇଥାନ୍ତି ସେଭଳି ଲୋକ ଆପଣଙ୍କ ପସନ୍ଦ ନୁହେଁ ।

ମକର ରାଶି – ଏହି ରାଶିର ଲୋକଙ୍କୁ ନିଜ କାମ ସମୟ ମଧ୍ୟରେ ଣ କରୁଥିବା ଲୋକ ମାନେ ପସନ୍ଦ ନୁହେଁ । ଏହା ସହ ଯେଉଁ ମାନେ କମ କଥା କୁହନ୍ତି ସେଭଳି ଲୋକ ଆପଣଙ୍କ ପସନ୍ଦ ନୁହଁନ୍ତି ।

କୁମ୍ଭ ରାଶି – ଯେଉଁ ମାନେ ମିଛ କୁହନ୍ତି, ଅନ୍ୟର ବିଶ୍ଵାସରେ ବିଶ ଦେଇ ଥାନ୍ତି ଓ ନିଜ କୁ ଉପରକୁ ଉଠାଇବା ପାଇଁ କିଛି ଭି କରନ୍ତି ସେହାଳି ଲୋକଙ୍କୁ ଆପଣ ପସନ୍ଦ କରନ୍ତିନି

ମୀନ ରାଶି – ଏହି ରାଶିର ଲୋକମାନେ ଧୀରେ ଧୀରେ କାମ କରନ୍ତି, ଅସାମାଜିକ କାମରେ ନିଜକୁ ବ୍ୟସ୍ତ ରଖନ୍ତି ଓ ନିଶା ଦ୍ରବ୍ଯର ସେବନ କରି ଥାନ୍ତି ସେହି ଭଳି ଲୋକ ଆପଣଙ୍କୁ ପସନ୍ଦ ନୁହେଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *