ଆଜି ପରଠାରୁ ୧୦ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନବର୍ଷା କରିବେ ଶନିଦେବ

ସୂର୍ଯ୍ୟ ଙ୍କ ପୁତ୍ର ଶନି ଦେବ ଙ୍କୁ ନ୍ୟାୟର ଦେବ ବୋଲି କୁହାଯାଏ । ଶନିଙ୍କ ଗତି ମଣିଷ ଜୀବନରେ ଏବଂ ଗ୍ରହମାନଙ୍କ ଗତିରେ ବହୁତ ମହତ୍ୱପୂର୍ଣ୍ଣ ଅଟେ । ଶନି ସବୁ ମଣିଷଙ୍କ ଜୀବନ ଓ କର୍ମ ଉପରେ ନଜର ରଖନ୍ତି । ତାହାର କର୍ମ ଅନୁଶାରେ ଶୁଭଫଳ ଦିଅନ୍ତି ତା ସହ ଖରାପ କର୍ମ ପାଇଁ ଦଣ୍ଡ ମଧ୍ୟ ଦିଅନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ମାନଙ୍କ ଅନୁଶାରେ ନଜର ଗତି ପରିବର୍ତ୍ତନ କରନ୍ତି । ଜାତକଙ୍କ ଜୀବନରେ ଖୁସି ଆଣିଥାଏ କିନ୍ତୁ ଶନିଙ୍କ କୁଦୃଷ୍ଟି ରହିଲେ ବିପତ୍ତି ଆସି ଥାଏ । ଆଜିଠାରୁ ୧୦ ବର୍ଷ ପର୍ଯ୍ୟନ୍ତ ଶନିଙ୍କ କୃପଦ୍ରୁଷ୍ଟି ଗୋଟିଏ ରାଶି ଉପରେ ଭଲ ଅଛି । ରାଶି ଟି ହେଲା କୁମ୍ଭ । ଏହି ରାଶି ର ଜାତକଙ୍କ ବ୍ୟକ୍ତିତ୍ୱ ବହୁତ ଆକର୍ଷଣୀୟ ଓ ମଜବୁତ ଅଟେ । ଏମାନେ ଚତୁର ଓ ଚାଲାକ ସ୍ୱଭାବର ।

ଏମାନଙ୍କୁ ବହୁତ ଜଲ୍ଦି ରାଗ ଓ ନକାରତ୍ମକ ଚିନ୍ତାଧାରା ଆସିଯାଏ । ଏମାନେ ବହୁତ ସ୍ୱପ୍ନ ଦେଖନ୍ତି କିଛି ସ୍ୱପ୍ନ କୁ ନିଜର ଲକ୍ଷ୍ୟ ମଧ୍ୟ କରି ଦିଅନ୍ତି । ଜାଣନ୍ତୁ ଶନି ଙ୍କ କୃପା ଦୃଷ୍ଟି ରେ କୁମ୍ଭ ରାଶି ର ଜାତକଙ୍କୁ କଣ ଲାଭ ହେବ, ଏହି ରାଶି ଙ୍କ ସ୍ୱାମୀ ହେଲେ ଶନି । ଏମାନଙ୍କୁ ବହୁତ ଲାଭ ମିଳିବ । କାମ ଜାଗାରେ କୌଣସି କଠିନ ପରିସ୍ଥିତି ରେ ଆପଣ ବୁଦ୍ଧିମାନ ଭାବେ କାମ କରିବେ । ଜୀବନ ସାଥୀର ଚିନ୍ତାଧାରା ଆପଣଙ୍କ ହୃଦୟକୁ ଛୁଇଁବ ।

ରୋଜଗାର ର ଅବସର ମିଳିବ । ସବୁକାର୍ଯ୍ୟ ସୁବିଚାର ଓ ସଫଳ ସହ ପୂର୍ଣ୍ଣ ହେବ । ଅଚାନକ ଧନପ୍ରାପ୍ତି ଯୋଗ ଅଛି । ଧନ ପ୍ରାପ୍ତି ର ନୂଆ ମାର୍ଗ ଖୋଲିବ । ନୂଆ ଗାଡି କିଣି ପାରନ୍ତି । ଆପଣ ଯେତେ ପର କୁ ସାହାର୍ଯ୍ୟ କରିବେ ସେତେ ଆପଣଙ୍କ ଜୀବନ ସୁଖମୟ ହେବ ଓ ଶନି ଙ୍କ କୃପା ଦୃଷ୍ଟି ରହିବ । ପଇସା ଜନିତ ସମସ୍ୟା ଦୂର ହେବ । ବ୍ୟାପାର ରେ ଲାଭ ମିଳିବ । ପରିବାର, ବନ୍ଧୁ, ଆତ୍ମୀୟ ସଜନ ଙ୍କ ଠାରୁ ପ୍ରଶଂସା ମିଳିବ ।

ସମ୍ପତିରେ ନିବେଶ କରିବା ଦ୍ୱାରା ଆପଣଙ୍କୁ ଲାଭ ମିଳିବ । ଜୀବନ ସମ୍ବନ୍ଧିତ ନିର୍ଣ୍ଣୟ ନେବାବେଳେ ଘରଲୋକଙ୍କ ସହାୟତା ନିଅନ୍ତୁ । ନିବେଶ କରିଥିବା ପଇସାରେ ମଧ୍ୟ ଲାଭ ହେବ । ଯଦି କିଛି ଭୁଲ ବୁଝାମଣା ଥାଏ ତାହା ମଧ୍ୟ ଦୂର ହେଇଯିବ । ସନ୍ତାନ ଙ୍କ ଠାରୁ କିଛି ଭଲ ଖବର ପାଇବେ । ସେମାନଙ୍କ କ୍ୟାରିୟର ମଧ୍ୟ ଭଲ ରହିବ । ସନ୍ତାନ ପ୍ରାପ୍ତି ହେବ ସବୁ କାର୍ଯ୍ୟ ସଫଳ ହେବ । ଯାତ୍ରା ଯୋଗ ଅଛି ।

ବନ୍ଧୁ ବା ପରିବାର ଲୋକ ଙ୍କ ସହ ଯାତ୍ରା କରିବା ଯୋଗ ଅଛି । ଆପଣଙ୍କୁ ନୂଆ କର୍ଯ୍ୟ ବା ନୂଆ ଅବସର ମିଳିବ । ଆପଣ ଯାହା ଚାହିଁବେ ତାହା କରିବାରେ ଆପଣ ସଫଳ ହେବେ । ଏହି ରାଶି ର ଲୋକମାଙ୍କ ଉପରେ ୧୦ ବର୍ଷ ଯାଏଁ ଶନିଙ୍କ କୃପା ଦୃଷ୍ଟି ରହିବ । ଯଦି ଆପଣ ସମାଜ କଲ୍ୟାଣ ପାଇଁ କିଛି କାର୍ଯ୍ୟ ବା ଗରିବ ଲୋକଙ୍କୁ ସାହାର୍ଯ୍ୟ କରନ୍ତି, ଦାନ ଆଦି କରନ୍ତି, ତେବେ ଆପଣ ଆହୁରି ଶନିଙ୍କ ଆର୍ଶୀବାଦ ପାଇବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *