ବାଛନ୍ତୁ ନିଜ ଜନ୍ମ ବାର ଓ ଜାଣନ୍ତୁ ଗୋଟେ ରାଜର କଥା- Astro Quiz

ଆମେ ମାନେ ଜାଣିଛେ କି ଆମେ ଯେଉଁ ରାଶି କିମ୍ବା ଯେଉଁ ଦିନରେ ଜନ୍ମ ହୋଇ ଥାଉ ଆମର ସେହି ତିଥି ଅନୁସାରେ ଜାତକ ନିର୍ମାଣ କରାଯାଇ ଥାଏ । କଣ ଆପଣ ଜାଣିଛନ୍ତି କି ଯଦି ଆମେ ଯେଉଁ ବାରରେ ଜନ୍ମ ହୋଇଛୁ ଏହା ଜାଣି ପାରିଲେ ମଧ୍ୟ ଆମେ ଆମର ସ୍ଵଭାବ ଆମର ଭବିଷ୍ୟତ ବିଷୟରେ ସାମ୍ଯକ ଝଲକ ଦେଖି ପାରିବୁ । ଆଜ୍ଞା ହଁ ଏହା ସମ୍ଭବ ଅଟେ ।

ଯଦି ଆପଣ କହିବେ କି ଗୋଟେ ପିଲା ବୁଧ ବାର ଦିନ ଜନ୍ମ ହୋଇ ଛି ତାହାଲେ ଏହା ବୁଧ ଗ୍ରହର ପ୍ରଭାବ ରେ ଜନ୍ମ ବୋଲି କୁହା ଯାଏ । ହିନ୍ଦୂ ଶାସ୍ତ୍ର ଅନୁସାରେ ୪ ଟା ରାତି ପୂର୍ବ ରୁ ଯେଉଁ ମାନେ ଜନ୍ମ ହୋଇ ଥାନ୍ତି ସେମାନେ ପୂର୍ବ ଦିନ ହିସାବରେ ନିଜ ଗ୍ରହକୁ ବାଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ଯଦି ଆପଣ ସୋମ ବାର ଦିନ ଜନ୍ମ ହୋଇଛନ୍ତି ତାହେଲେ ଆପଣ ଜାଣି ରଖନ୍ତୁ କି ଏହାର ସ୍ଵାମୀ ଗ୍ରହ ହେଉଛନ୍ତି ଚନ୍ଦ୍ରମା ।

ତେବେ ଚନ୍ଦ୍ରମା ର ରାଶି ହେଉଛି କର୍କଟ ରାଶି । ଏହି ପାଇଁ ଆପଣଙ୍କ ଉପରେ ଏହାର ପ୍ରଭାବ ମଧ୍ୟ ରହିବ । ଯେଉଁ ମାନେ ଏହି ଦିନ ଜନ୍ମ ହୋଇ ଥାନ୍ତି ସେମାନେ ଖୁବ ସଂବେଦନ ଶୀଳ ହୋଇଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ଲୋକମାନେ ଖୁବ ହସ ଖୁସି ବାଲା ହୋଇ ଥାନ୍ତି । ଏମାନେ କାହାକୁ କେବେବି ମିଛ କହିବା କିମ୍ବା କାହାକୁ କେବେବି ଧୋକା ଦିଅନ୍ତି ନି ତେବେ ଏହି ଦିନ ଜନ୍ମ ହୋଇଥିବା ଲୋକ ମାନଙ୍କ ଉପରେ ଆପଣ ଆଖି ମୁଜିକି ବିଦ୍ଵାଷ କରି ପାରିବେ ।

ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ମାତ୍ର ଗୋଟେ ଅସୁବିଧା ଥାଏ ତାହା ହେଉଛି କି ଏମାନଙ୍କ ମୂଡର କଳ୍ପନା ଆପଣ କେବେବି କରିପାରିବେନି । ମଙ୍ଗଳ ବାର ଦିନ ଜନ୍ମ ହୋଇଥିବା ଲୋକମାନେ ମଙ୍ଗଳ ଗ୍ରହର ପ୍ରଭାବ ଥାନ୍ତି । ଏହି ଦିନ ଜନ୍ମ ହୋଇଥିବା ଲୋକମାନେ ଆକୃଷ୍ଟ ସ୍ଵଭାବର ହୋଇ ଥାନ୍ତି । ଏମାନେ ଖୁବ ଭଲ ନିସ୍ପତି ନେଇ ପାରନ୍ତି । ଏଭଳି ଲୋକମାନଙ୍କୂ ଖୁବ ଲୋକମାନେ ସମ୍ମାନ କରନ୍ତି ।

ଏହା ପରେ ଆସେ ବୁଧ ବାର ଏହି ଦିନ ବୁଦ୍ଧ ଗ୍ରହଙ୍କ ପ୍ରବାହବ ରହି ଥାଏ । ଏହି ଦିନ ଯେଉଁ ମାନେ ଜନ୍ମ ହୋଇ ଥାନ୍ତି ସେମାନେ ଖୁବ ଭଲ କଥା କହି ନିଜ କାମ କରେଇ ପାରନ୍ତି । ସବୁଠାରୁ ବିପଦ କାମ କରିବା ଏହାଙ୍କୁ ଖୁବ ଭଲ ଲାଗେ । ଏମାନଙ୍କ ଚତୁର କଥାରେ ଅନେକ ଲୋକ ଫାଶୀ ଯାଇଥାନ୍ତି । ଏହା ପରେ ହହେଉଛି ଗୁରୁ ବାର ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ଗୁରୁ ଗ୍ରହର ପ୍ରଭାବ ଅଧିକ ଥାଏ ।

ଏହି ଲୋକମାନେ ଜାଣିଛନ୍ତି କିଭଳି ସମୟର ଉପଯୋଗ କରିବେ । ଏହି ଦିନ ଜନ୍ମ ହୋଇଥିବା ଲୋକମାନେ ଖୁବ ଭକା ଭବିଷ୍ୟତ ନେଇ ଜୀବନରେ ଆଗକୁ ବଢି ଥାନ୍ତି । ଏମାନେ ଅଧିକ ବୁଧିଆ ମଧ୍ୟ ହୋଇଥାନ୍ତି । ଶୁକ୍ରବାର ଏହି ଦିନ ଜନ୍ମ ହୋଇଥିବା ଲୋକଙ୍କ ଉପରେ ଶୁକ୍ର ଗ୍ରହର ପ୍ରଭାବ ଥାଏ । ଏମାନେ ଖୁବ ଅଧିକ ଚାଲାଖ ଓ ଅଧିକ ଶାନ୍ତ ସ୍ଵଭାବ ର ହୋଇଥାନ୍ତି ଯେଉଁ ମାନେ ଏଭଳି ସ୍ଵଭାବର ହୋଇ ଥାନ୍ତି ସେମାନେ ସାରକାରୀ କ୍ଷେତ୍ରରେ ଖୁବ ଅଧିକ ଆଗକୁ ଯାଇ ଥାନ୍ତି ।

ଶନି ବାର ଏହି ଦିନ ଯେଉଁ ମାନେ ଜନ୍ମ ହୋଇ ଥାନ୍ତି ଶନି ଦେବଙ୍କ ପ୍ରଭାବ ଥାଏ ସେମାନଙ୍କ ଉପରେ । ଏମାନେ ଅନେକ ସମୟରେ କିଛି ଭଲ କାମ କରିବା ପାଇଁ ନିଜ ପାଦ ଆଗକୁ ନେଇ ଥାନ୍ତି । ଏହା ନୁହେଁ କେବଳ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଏହି ରାଶିର ଲୋକମାନେ ନିଜ କାମ ରେ ଥିବା ଲୋକମାନ ଙ୍କୁ ଖୁବ ଖୁସି ଦେଇ ଥାନ୍ତି । ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ଉପରେ ଭଗବାନ ସୂର୍ଯ୍ୟ ଦେବଙ୍କ ପ୍ରଭାବ ରହିଥାଏ । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଖୁବ ଫୁରତି ଥାନ୍ତି ଏମାନେ ଖୁବ ନ୍ୟାୟ ପ୍ରିୟ ହୋଇଥାନ୍ତି । ଏମାନେ ଖୁବ ଭଲ ଭାବେ ନିଜର ପ୍ରତେକ ସିଚୁଏସନ କୁ ହାଣ୍ଡେଲ କରି ନିଅନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *