ବାଛନ୍ତୁ ଗୋଟେ Letter ଓ ଜାଣନ୍ତୁ କଣ ଆପଣଙ୍କ ସହ ସେ Time Pass କରୁ ନାହାନ୍ତି ତ ? Love Quiz

ଆପଣଙ୍କ ଜୀବନରେ ଅନେକ ସୁଖ ଦୁଃଖ ଆପଣ ଦେଖିଥିବେ । ତେବେ କହିବା ପାଇଁ ଗଲେ ଆମ ସଭିଙ୍କ ଜୀବନରେ କିଛି ନା କିଛି ଭଲ ଓ ଖରାପ ଚାଲିଛି । ମାତ୍ର ଯଦି ଆମେ ଗୋଟେ ଜିନିଷ ଦେଖିବା ଯେତେବେଳେ ଆମେ ନିଜ ଲୋକମାନଙ୍କ ପାଖରୁ ଧୋକା ପାଇ ଥାଉ ।

ସେତେବେଳେ ଆମେ କହି ଥାଉ କି ଆମର ଭାଗ୍ଯର ଦୋଷ ମାତ୍ର ଦେଖିବାକୁ ଗଲେ କିଛି ଭଲ ଓ ଖରାପ ପରିସ୍ଥିତି ଭଳି କିଛି ଭଲ ଓ ଖରାପ ଲୋକ ମଧ୍ୟ ଦୁନିଆରେ ଅଛନ୍ତି । ତେବେ ଆମେ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଆମେ ସେମାନଙ୍କୁ ଜାଣି ତାଙ୍କ ପାଖରୁ ନିଜକୁ ଦୂରେଇ ରଖିବା ହିଁ ଉଚ୍ଚିତ ହେବ । ଦୁନିଆରେ ଏଭଳି ଅନେକ ଲୋକ ମାନେ ଅଛନ୍ତି ଯେଉଁ ମାନେ ଭଲ ପାଇବାର କେବଳ ଅଭିନୟ କରୁଛନ୍ତି ।

ସେମାନେ ନିଜ ସ୍ଵାର୍ଥ ବ୍ଯତୀତ ଆଉ କିଛି ଭାବି ନ ଥାନ୍ତି । ସେମାନେ କେବଳ ଅନ୍ୟ ଲୋକମାନଙ୍କ ସରଳତାର ଫାଇଦା ଉଠାଇ ଥାନ୍ତି । ସେହି ଭଳି ଲୋକମାନେ ନିଜ ଦୁନିଆରେ ସବୁ ବେଳେ ବ୍ୟସ୍ତ ଥାନ୍ତି । କିଭଳି ଅନ୍ୟମାନଙ୍କୁ ତଳେ ପକାଇବେ ତାହା ସବୁ ବେଳେ ଚେଷ୍ଟା କରି ଥାନ୍ତି । ତେବେ ଆମେ ଜାଣି ଭି ନଥାଉ ଏମାନେ ଆମ ଆଖ ପାଖରେ ଥାନ୍ତି । ଯଦି ଆମେ ଦେଖିବା ଭଲ କାରୀ ତ ଆମ ଆଖ ପାଖର ସବୁ ଲୋକମାନେ ଆମକୁ ଭଲ ଲାଗିବେ ।

ମାତ୍ର ଯେତେବେଳେ ଆମ ଜୀବନରେ କିଛି ଅସମୟ କିମ୍ବା କିଛି ସୁଷମୟ ଆସିଥାଏ । ସେତେବେଳେ ଆମେ ଜାଣି ଥାଉ କି ଏହା କେତେ ଦୂର ଠିକ କି ଆମେ ଏଭଳି ବ୍ୟକ୍ତି ସହ ଆମ ସମ୍ପର୍କ କୁ ଆଗକୁ ନେବା । ତେବେ ଆସନ୍ତୁ ଜାଣିବା ଏକ ଖେଳ ମାଧ୍ୟମରେ କି ଆମେ ଭଲ ପାଉଥିବା ମଣିଷ ଟି କିଭଳି ଅଟେ ।

ଆମେ ଆପଣଙ୍କୁ ଦେଇଥିବା ଲଫାପା ମଧ୍ୟରୁ ଆପଣ ଗୋଟେ ବାଛିବେ ଓ ଆମେ ଆପଣଙ୍କୁ କହିବୁ କି ଆପଣଙ୍କ ଜୀବନରେ ଥିବା ମହିଳା କିମ୍ବା ବ୍ୟକ୍ତି କିଭଳି ଅଟନ୍ତି ଓ କଣ ଚିନ୍ତା କରୁଛନ୍ତି । ଆପଣ ଯଦି ବାଛି ଛନ୍ତି କି ତେବେ ସେ ଆପଣଙ୍କ ଚିନ୍ତା କୁ ଖୁବ ସମ୍ମାନ ଦିଅନ୍ତି । ସେ ଆପଣଙ୍କ ମନରେ କଣ ଚାଲିଛି ସେ ତାକୁ ଜାଣିବା ପାଇଁ ଚାହୁଁ ଛନ୍ତି । ସେ ଆପଣଙ୍କ ସହ ସମୟ ପାସ କରୁ ନାହାନ୍ତି ସେ ଆପଣ ଙ୍କୁ ପ୍ରାକୁତରେ ଭଲ ପାଉଛନ୍ତି ।

ଯଦି ଆପଣ ବାଛି ଛନ୍ତି ଦ୍ଵିତୀୟ ଲଫାପା ତାହେଲେ ଆପଣଙ୍କୁ ସେ ଖୁବ ଭଲ ପାନ୍ତି । ତାଙ୍କ ମନରେ କେବଳ ଭଲ ପାଇବା ହି ଅଛି । ତାହାକୁ କେହି ବଦଳେଇ ପାରିବେ ନି କି ଆପଣଙ୍କ ଜାଗା ଆଉ କାହାକୁ ଦେବବେନି । ଆପଣଙ୍କ ମନରେ କେବଳ ସେ ତାଙ୍କୁ ଦେଖିବା ପାଇଁ ଚାହାଁନ୍ତି । ଯଦି ଆପଣ ବାଛି ଛନ୍ତି ତୃତୀୟ ଲଫାପା ତେବେ ସେ ଆପଣଙ୍କୁ ଖୁବ ଷପୋର୍ଟ କରନ୍ତି । ସେ ଆପଣଙ୍କ ଛଡା ଆଉ କାହାକୁ ଭି ଭଲ ପାଇ ପାରିବେନି । ସେ ଆପଣଙ୍କୁ ଖୁବ ଭଲରେ ରଖିବେ ।

ଯଦି ଆପଣ ବାଛି ଛନ୍ତି ଚତୁର୍ଥ ନମ୍ବର ଲିଫାପା ତେବେ ସେ ଆପଣଙ୍କ ସହ ନିଜ ସମ୍ପର୍କ କୁ ଆଗକୁ ନେଇ ଯିବା ପାଈଁ ଚାହାଁନ୍ତି । ସେ ଆପଣଙ୍କ ଆଗରେ ଏହା ପାଈଁ ବିବାହ ପ୍ରସ୍ତାବ ମଧ୍ୟ ରଖିବା ପାଇଁ ଚିନ୍ତା କରୁଛନ୍ତି ।

 

Leave a Reply

Your email address will not be published. Required fields are marked *