Interesting Questions: ଗୋଟେ ____ସ୍ତ୍ରୀ ଲୋକ ____ଶାଢୀ ପିନ୍ଧି ____ଙ୍କୁ ପୂଜା କରିବାକୁ ଗଲା ? ଦାମ ଅଛି ତ ଜବାବ ଦିଅ

ଅନେକ ପ୍ରକାର ଲୋକମାନେ ଆମ ଆଖ ପାଖରେ ଅଛନ୍ତି । କିଛି ଲୋକଙ୍କ ଚିନ୍ତା ଧାରା ଖୁବ ସାଧାରଣ ଥିବା ବେଳେ କିଛି ଲୋକଙ୍କ ଚିନ୍ତା ଧାରା ଖୁବ ତୀକ୍ଷଣ ହୋଇ ଥାଏ । ଆପଣ କହିବେ ଏହା କିଭଳି ହେଲା ଆମେ ଆପଣଙ୍କୁ କହି ରଖିବୁ କି ଆମେ ଏଭଳି କିଛି ପ୍ରଶ୍ନ କରିବୁ ଯାହାର ଉତ୍ତର କେବଳ ବୁଦ୍ଧିମାନ ଲୋକମାନେ ହିନ ଦେଇ ପାରିବେ ।

ଏହା ଛଡା ଆପଣ ମାନେ ଯଦି ଟିକେ ଅତୀତ ଉପରେ ନିଜର ପକେଇବେ ତାହେଲେ ଆପଣ ଖୁବ ଭଲ ଭାବେ ଜାଣି ପାରିବେ କି ଆପଣ କେଉଁ ଜାଗାରେ ଅଛନ୍ତି । ସେତେବେଳେ ଭି ରାଜା ମାନେ ନିଜ ପାଖରେ କିଛି ଏଭଳି ବ୍ୟକ୍ତିତ୍ବ ଲୋକ ମାନଙ୍କୁ ନିଜ ସହ ରଖୁଥିଲେ ଯେଉଁ ମାନେ ବିପଦ ର ଆଶଙ୍କାକୁ ଖୁବ ଆଗରୁ ଜାଣି ଯାଉଥିଲେ ।

ସେମାନେ କଣ ଆମ ପାଖରୁ ଅଲଗା । ଜେଭଳି ଆମ ସହ ପାଠ ପଢୁଥିବା କିଛି ସାଙ୍ଗ ମାନେ ଆଜି ଖୁବ ଅଲଗା ହୋଇ ଗଲେଣି ମାତ୍ର ଆମେ ତ ଏକା ଶ୍ରେଣୀରେ ପଢୁଥିଲୁ ତେବେ ଆମେ ଏତେ ଅଲଗା କିଭଳି ଜାଣିଛନ୍ତି କି କିଛି ନାଇ କେବେଳ ନିଜ ଚିନ୍ତା ଧାରାକୁ ବଦଳାଇ କିଛି ଜିନିଷକୁ ଭଲ ଭାବେ ଶୁଣିବା ଦ୍ଵାରା ଆମେ ମଧ୍ୟ ଖୁବ ଉପରକୁ ଯାଇ ପାରିବୁ । ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ କହିବୁ କି ଆପଣ ପ୍ରକୃତରେ କିଭଳି ।

ଆମେ ଆଜି ଆପଣଙ୍କ ପାଇଁ କିଛି ପ୍ରଶ୍ନ ନେଇ ଆସିଛୁ ଆପଣ ତାହାକୁ ଶୁଣିବେ ଖୁବ ଭଲ ଭାବେ ଚିନ୍ତା କରିବେ । ଏହା ପରେ ଉତ୍ତର ଦେବେ । ଯେଉଁ ପ୍ରଶ୍ନ ଆମେ ଆପଣଙ୍କୁ ପଚାରିବା ପାଇଁ ଯାଉଛୁ ତାହା ଆଉ କିଛି ନୁହେଁ ବରଂ ଏହା ଆମ ସାଧାରଣ ଜ୍ଞାନର ପରୀକ୍ଷା । ହୁଏତ ଆମର ଉତ୍ତର ଆମର ପ୍ରଶ୍ନରେ ହିଁ ରହିଥାଏ । ତେବେ ଆସନ୍ତୁ ଜାଣିବା ପ୍ରଶ୍ନକୁ ।

ପ୍ରଥମ ପ୍ରଶ୍ନ ରାମ ର ପିତାଙ୍କ କାକା ଙ୍କ ପୁତ୍ର ରାମଙ୍କ ସହ କଣ ସମ୍ପର୍କ ରେ ଅଛନ୍ତି ?

ଉତ୍ତର – ଭାଇ

ଦ୍ଵିତୀୟ ପ୍ରଶ୍ନ ମିସ୍ତ୍ରୀ ଘର କରେ, ମିଠା ତିଆରି କରିବା ବାଲା ମିଠା ବନାଏ । ତେବେ କୁହନ୍ତୁ ଏଭଳି କଣ ଅଛି ଯାହା ପ୍ରତେକ ମଣିଷ ନିଜ ଜୀବନରେ ଠାରେ ତିଆରି କରେ ?

ଉତ୍ତର – ବାହାନା

ତୃତୀୟ ପ୍ରଶ୍ନ ଜଜ ର ପୁଅ ଓକିଲ ଅଟେ । ଓକିଲ ର ବାପା ପୋଲିଶ ଅଟେ । ତାହେଲେ କୁହାନ୍ତୂ ଜଜ ଓକିଲ ର କଣ ହେବ ?

ଉତ୍ତର – ମା

ଚତୁର୍ଥ ପ୍ରଶ୍ନ – ବର୍ଷା ଋତୁରେ ୩ ଟି ମହିଳା ଗୋଟିଏ ଛତା ନେଇକି ଯାଇଥିଲେ । ମାତ୍ର ୩ ଜଣ ଙ୍କ ମଧ୍ୟରୁ କେହି ଓଦା ହୋଇ ନଥିଲେ କିଭଳି ?

ଉତ୍ତର – କାରଣ ବର୍ଷା ଋତୁ ଥିଲା ମାତ୍ର ବର୍ଷା ହେଉ ନଥିଲା

ପଞ୍ଚମ ପ୍ରଶ୍ନ-

ଗୋଟେ —– ସ୍ତ୍ରୀ ଲୋକ ——- ଶାଢୀ ପିନ୍ଧି ——-ଙ୍କୁ ପୂଜା କରିବାକୁ ଗଲା ?

ଏଥିରେ ଥିବା ଖାଲି ସ୍ଥାନରେ ମାତ୍ର ଗୋଟିଏ ଶବ୍ଦ ବସି ପାରିବ

ଉତ୍ତର – କାଳୀ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *