ବାଛନ୍ତୁ ଏହା ମଧ୍ୟରୁ 1 କାର୍ଡ ଓ ଜାଣନ୍ତୁ ଆପଣଙ୍କ ସବୁ ଠାରୁ ଖରାପ ଗୁଣ କଣ ଅଟେ- Personality Test

ନମସ୍କାର ବନ୍ଧୁଗଣ । ପ୍ରତ୍ୟକ ମଣିଷର ଶରୀରରେ ୨ଟି ଗୁଣ ଥାୟ ୧ରେ ହାଉଛି ନକରତ୍ମା ୨ରେ ସକରାତ୍ମା । ମଣିଷ ତାହାର ଗୋଟେ ଚେହେରା କୁ ଦୁନିଆ ଆଗରେ ଦେଖାୟ ଓ ଆଉଗୋଟେ ଚେହେରାକୁ ଲୁଚେଇ ରଖିଥାୟ । ଏହି ଲୁଚେଇ ରଖିଥିବା ଚେହେରା ଟି ସମୟ ଆସିଲେ ମଣିଷ ଦେଖେଇଥାୟ । ଏହି କଥା କିନ୍ତୁ ସତ ଗୋଟେ ବ୍ୟକ୍ତି ସଂପୂର୍ଣ୍ଣ ନକରତ୍ମା ନୁହେଁ କି ସଂପୂର୍ଣ୍ଣ ଶକରତ୍ମା ନୁହେଁ । ଗୋଟେ ସମୟରେ ଜଣଙ୍କ ପାଇଁ ଭଲ ହେଇଥିଲା ବେଳେ ସେହି ସମୟରେ ଆଉ ଜଣକ ପାଇଁ ଖରାପ ହୋଇଥାୟ ।

ଆପଣ ହୁଅନ୍ତୁ କି ମୁଁ ହୂୟ ଯଦି ଆମର ଚରିତ୍ର କିମ୍ବା ବ୍ୟକ୍ତିତ୍ବ ରେ ଏମିତି ଏକ ଖାସ କଥା ଅଛି ଯାହାଦ୍ୱାରା ଆପଣା ତାହାକୁ ଅନ୍ଧକାର କହିଥାନ୍ତି । ଯଦି ଆପଣ ନିଜର ବ୍ୟକ୍ତିତ୍ବ ବିଷୟରେ ଜାଣିବାକୁ ଚାହୁଛନ୍ତି ତାହାଲେ ଆପଣଙ୍କୁ ଏହି ୩ଟି କାର୍ଡ ମଧ୍ୟ ରୁ ୧ କାର୍ଡ ଆପଣଙ୍କର କଥା ଜାଣିବାରେ ସାହାଜ୍ଯ କରିବ । ଏମିତିରେ ଏହି ୩ଟି କାର୍ଡ ବିଭିନ୍ନ ଆକୃତିର ହୋଇଥାୟ । କିନ୍ତୁ ଏହି ୩ଟି କାର୍ଡ ମଧ୍ୟ ଯେଉଁ କାର୍ଡ ଟି ଅଧିକ ଆକର୍ଷଣ ହେଉଛି ଏହି କଥା ଆପଣଙ୍କର ଅନ୍ଧକାର ଜୀବନକୁ ଜଣେଇବ ।

ବନ୍ଧୁଗଣ ଯଦି ଆପଣ ପ୍ରଥମ କାର୍ଡ ବାଛୁଛନ୍ତି ତାହାଲେ ଆପଣ ଜାଣିବେ ଆପଣଙ୍କର ଜୀବନରେ ଲୁଚେଇ ଥିବା ସବୁଠାରୁ ଖରାପ କଥା ହେଲା ଆପଣଙ୍କର ଜୀବନରେ ଘଟିଥିବା ସବୁ ଭୁଲ କୁ ନିଜେ ଜିମେଦରୀ ଭାବିବା । ଆପଣଙ୍କ ଜୀବନରେ ବହୁତ ଘଟନା ଘଟିଛି ଆପଣଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଅସଫଳତା ହବାକୁ ପଡୁଛି ଏଥି ପାଇଁ ଆଉ କେହି ନୁହେଁ ଆପଣ ଦାଇ ଅଟନ୍ତି ।

ଏଥି ପାଇଁ କିପରି ପରିସ୍ଥିତି ବଦଳେଇବେ ଆପଣଙ୍କର ଜିମେଦାରି ଅଟେ । ୨କାର୍ଡ କଥା ଯଦି ଆପଣ ଭାବୁଚନ୍ତି ତାହାଲେ ଆପଣ ଭାବେ ଆପଣଙ୍କର ଜୀବନରେ ଘଟୁଥିବା ସମସ୍ତ ଘଟଣାର କାରଣ କଣ ହୋଇଥାୟ । କିନ୍ତୁ ଆପଣ ଏହି କଥାକୁ ମାନନ୍ତି ନାହିଁ । ଆପଣ ନିଜର ଇଛା ଆଉ ସୁବିଧା ଅନୁସାରେ ଦୋଷୀ ବାଛନ୍ତି ।

ଆପଣଙ୍କୁ ବାସ୍ତବିକ ସମସ୍ୟାର ସମାଧାନ କରିବାକୁ ହବ । ଯଦି ଆପଣ ୩କାର୍ଡ ବାଛୁଚନ୍ତି ତାହାଲେ ଆପଣ ନିଜ ଉପରେ ନିଜେ ସବୁଗବେଳେ କନଫିଉଜ ରହୁଚନ୍ତି । ଠିକ ଆଉ ଭୁଲ କଥାକୁ ଭାବିବା ସବୁଠାରୁ ବଡ କଥା ଅଟେ । ଆପଣଙ୍କର ଭିତରେ ହିଂସା , କ୍ରୋଧ , ରାଗ ଆପଣଙ୍କ ଭିତରେ ବହୁତ ମାତ୍ରାରେ ଅଛି ।

ଆପଣ ଜାଣି ପାଉନାହାନ୍ତି କି ଏହି ଭାବନା ଆପଣଙ୍କର କି ଅନ୍ୟମାନଙ୍କ ପାଇଁ ଠିକ ନୁହେଁ । ଆପଣଙ୍କୁ ଠିକ କଉଟା ଭୁଲ କଉଟା ଜାଣିବା ନିହାତି ଦରକାର । ବନ୍ଧୁଗଣ ଆପଣ ଜାଣିଲେ ତ ଏହି କାର୍ଡ ମାଧ୍ୟମରେ ଅକପଣଙ୍କ ଭିତରେ ଥିବା ସବୁଠାରୁ ଖରାପ ଗୁଣ କଣ ହୋଇଥାୟ ।

Leave a Reply

Your email address will not be published. Required fields are marked *