ଆପଣ ଙ୍କ ସ୍ଵାବଭବା କିବଭଳି ହୋଇ ଥାଏ ଆଜି ଆମେ ଆପାଙ୍କୁ କହିବ ପାଇ ଯାଉଛୁ । ଏହା ପାଇଁ ଆମେ ଆପଣଙ୍କୁ କ୍କିହହୀ ଚାବି ର ଚିତ୍ର ଦେଖାଇବୁ ଏହା ମଧ୍ୟରୁ ଆପଣ ଏକ ଚାବି ବାଛିବେ ଯାହା ଦ୍ଵାରା ଆପଣ ଭଲ ପରିଣାମ ପାଇବେ । ଆପଣମାନ ଙ୍କୁ ଆମେ ଆପଣଙ୍କ ସ୍ଵଭାବ ମଧ୍ୟ କହିବୁ ଏହା ଦ୍ଵାରା ତେବେ ଆସନ୍ତୁ ଜାଣିବା ଆପଣଙ୍କ ବିଷୟରେ । ଆପଣ ଙ୍କ ଯଦି ପ୍ରଥମ ଚାବି ବାଛି ଛନ୍ତି ତେବେ ଏହା ଆପଣଙ୍କ ବିଷୟରେ କହୁଛି କି ଆପଣଙ୍କୁ ବୀନା କଥାରେ ଫସିବା କୁ ଭଲ ଲାଗେନୀ ।
ଆପଣ କାହା କଥା କୁ ମାନି ଚାଲିବ ପାଇଁ ପସନ୍ଦ କରନ୍ତି ନି ଆପଣଙ୍କୁ ନିଜ ଜୀବନ ସାଧା ଭାବେ ବଞ୍ଚିବା ପାଇଁ ଭଲ ଲାଗେ । ଯଦି ଆପଣ ଦ୍ଵିତୀୟ ଚାବି ବାଛି ଛନ୍ତି – ତେବେ ଆପଣ ନିଜ କାମକୁ ନିଜେ କରନ୍ତି । ଆପଣ ଏକ ଚମତ୍କାରୀ ଲୋକ ଅଟନ୍ତି ।
ଆପଣ ସବୁ ବେଳେ କିଛି ନୂଆ ନୂଆ କାମ କରିବା ପାଇଁ ଭଲ ପାଇ ଥାନ୍ତି ଏହା ସହ ଆପଣ କିଛି ଭି କାମକୁ ନାଇ କହନ୍ତି ନି । ଆପଣ ମାନେ କାହା ଜାଲରେ ସହଜରେ ପଡି ନଥାନ୍ତି । ନିଜ କୁ କିଭଳି ରଖିବା କଥା ତାହା ଆପଣ ନିଶ୍ଚିତ ଭାବେ ଜାଣି ପାରନ୍ତି । ଆପଣ ମାନେ ଯଦି କିଛି ନୂଆ କାମ ଆରମ୍ଭ କରନ୍ତି ତେବେ ଏହାକୁ ଶେଷ କରିବା ଯାଏ ଲାଗି ରହି ଥାନ୍ତି ।
ତୃତୀୟ ଚାବି – ଏହା ଦେଖାଏ କି ଆପଣ ଆତ୍ମବିଶ୍ବାଶ ରେ ଭାର ପୁର । ଆପଣ କାହା ଆଗରେ କମଜୋର ରୁହନ୍ତି ନି । ଆପଣ ସବୁ ବେଳେ ନିଜ କୁ ଏକ ନିୟମ ରେ ରାଖୀ ଥାନ୍ତି ଓ ସବୁ ବେଳେ ନିଜ ନିୟମ ଅନୁସାରରେ କାମ ମଧ୍ୟ କରି ଥାନ୍ତି । କିନ୍ତୁ ଯଦି ଆପଣ ଙ୍କୁ କେହି ନିଜ କାମରୁ ହଟାଇବା ପାଇଁ ଚାହିଁ ଥାଏ ତେବେ ତାର ଖରାପ ସମୟ ଆରମ୍ଭ ହୋଇ ଯାଇ ଥାଏ ।
ଚତୁର୍ଥ ଚାବି – ଆପଣ ଏକ ଖୁଶି ଓ ଉଷଛାହା ରେ ଋଅହନ୍ତି । ଆପଣ ସବୁ ବେଳେ ଭଲ ଚିନ୍ତା ଆକରୀ ଥାନ୍ତି ନିଜ ପାଇଁ ଭି ଅନ୍ୟମାନଙ୍କ ପାଇଁ ଭି । ଆପଣ ମାନେ ସବୁ ବେଳେ ସାକାରତ୍ମକ ଭାବନା ରଖୀ ଥାନ୍ତି । ଆପଣ ଯେଉଁ ଭି କାମ କରନ୍ତି ତା ମଧ୍ୟରେ ଆପଣ ସବୁ ବେଳେ ସକାରତ୍ମାକ ଭାବନା ରଖି ଥାନ୍ତି ।
ଏହା ପରେ ଆସେ ପଞ୍ଚମ ଚାବି – ଆପଣ ଯଦି ଏହାକୁ ଯଦି ଦେଖୁଛନ୍ତି ତେବେ ଆପଣ ସବୁ ବେଳେ କଳ୍ପନା ବହୁତ ଜିନିଷ କରନ୍ତି । ଆପଣ ନିଜ ଦୁନିଆ ରେ ରହିବା ପାଇଁ ଭଲ ପାଇ ଥାନ୍ତି । ଆପଣଙ୍କୁ ଏହା ପାଇଁ ଅନେକ ଲୋକମାନେ ଭୁଲ ବୁଝି ନେଇ ଥାନ୍ତି କିନ୍ତୁ ଆପଣ ନିଜ ସ୍ଵପ୍ନ ର ଦୁନିଆରେ ରହିବା ପାଇଁ ଭଲ ପାନ୍ତି ।
ଷଷ୍ଠ ଚାବି – ଆପଣଙ୍କ ଏକାଗ୍ରତା ଖୁବ ଭଲ ଥାଏ ଆପଣ ମାନେ ଯାହାଭି କରି ଥାନ୍ତି କିମ୍ବା ଆପଣ ମାନେ ଯାହାଭି ଚିନ୍ତା କରି ଥାନ୍ତି ତାହା ଆପଣ ମାନେ ନିଶ୍ଚିତ ଭାବେ କରି ପାରିବେ । କିନ୍ତୁ ଆପଣ ନିଜ ସୁବିଧାରୁ ବାହାରକୁ ଆସି କିଛି କରିବା ପାଇଁ ପସନ୍ଦ କରନ୍ତି ନି ଅଧିକ ସମୟରେ ।