ଓଲିଉଡ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି ଓଡିଆ କଳାକାର ମାନେ । ଠିକ ସେହିପରି ଟେଲିଭିଜନ ଜଗତର କଳାକାର ମାନେ ମଧ୍ୟ କିଛି କମ ନୁହନ୍ତି । ଟିଭି ସିରିଏଲ ଦେଖିବାକୁ ଲୋକ ମାନେ ଆଗ୍ରହ ପ୍ରକାଶ କରୁଥିବା ବେଳେ ଅନେକ ସାରା ସିରିଏଲ ମଧ୍ୟ ପ୍ରସାରିତ ହେଉଛି । ତେବେ ଏଥିରେ ଅଭିନୟ କରୁଥିବା କଳାକାର ମାନେ ନିଜର ରିୟଲ ଲାଇଫକୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି ।
ଆଜି ଆମେ ଆପଣ ମାନଙ୍କୁ ଅଭିନେତ୍ରୀ ସୋମାଲିନ ତାଙ୍କର ଚତୁର୍ଥୀ ପର ଦିନ ସକାଳୁ ଉଠି କିପରି ପ୍ରତିକ୍ରିୟା ଦେଇଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଟିଭି ଇଣ୍ଡଷ୍ଟ୍ରି ର ଜଣାଶୁଣା ଅଭିନେତ୍ରୀ ସୋମାଲିନ ପରିଡାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ତାଙ୍କର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି ।
ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟକୁ ବହୁତ ସାରା ଭଲ ପାଇବା ଦେବା ସହ ପସନ୍ଦ ମଧ୍ୟ କରିଛନ୍ତି । ତେବେ ଗତ କିଛି ଦିନ ତଳେ ସୋମାଲିନଙ୍କ ବିବାହ ନିଶିତଙ୍କ ସହ ସମ୍ପନ୍ନ ହୋଇଛି । ସେ ତାଙ୍କ ମ୍ୟାରେଜରେ ଖୁବ ସାରା ମଜାମସ୍ତି କରିବା ସହ ଧୂମଧାମ ରେ ବିବାହ ସେଲିବ୍ରେସନ ହୋଇଛି ।
ତେବେ ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ ଯେ ସୋମାଲିନ କିପରି ନିଜର ଚତୁର୍ଥୀ ପର ଦିନ ସକାଳୁ ଉଠିବା ପରେ ଏମିତି ପ୍ରତିକ୍ରିୟା ଦେଇଛନ୍ତି । ସେ ତାଙ୍କ ସ୍ଵାମୀ ନିଶିତଙ୍କ ସହ ରୋମାନ୍ସ କରିବାର ନଜର ଆସୁଛନ୍ତି ଏହି ଭିଡିଓ ରେ ।
ଦୁହେଁ ପରସ୍ପର ସହ ବେଶ ହସ ଖୁସିରେ ଥିବାର ନଜର ଆସୁଛନ୍ତି । ଏହି ଭିଡିଓ ରେ ସୋମାଲିନ କେମିତି ପାଗେଳି ଙ୍କ ଭଳି ପ୍ରତିକ୍ରିୟା ଦେଇଛନ୍ତି ତାହା ଆପଣ ମାନେ ଦେଖି ପାରିବେ । ଦୁହେଁ ନିଜର ମ୍ୟାରେଜ ର ସବୁ ମୂହୁର୍ତ୍ତ ର ଫୋଟୋ ଇ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାର ନଜର ଆସୁଛନ୍ତି ।
ସୋମାଲିନ ଓ ନିଶିତ ପରସ୍ପର ର ହାତ ଧରା ଧରି ହୋଇ ଗୀତ ଗାଇ ଖୁବ ମସ୍ତି କରିବାର ନଜର ଆସୁଛନ୍ତି । ଲାଗୁଛି ଯେମିତି ଦୁହେଁ ଦୁହିଙ୍କ ପାଇଁ ଗଢା ହୋଇଛନ୍ତି । ଆଗକୁ ଏହି ଦୁଇ ଯୋଡି ଏମିତି ହସ ଖୁସିରେ ରହିବା ସହ ଏମାନଙ୍କର ବୈବାହିକ ଜୀବନ ସୁଖମୟ ହେଉ ବୋଲି ଆମର କାମନା ।
ବନ୍ଧୁଗଣ ଆପଣ ମାନଙ୍କର ସୋମାଲିନ ଓ ନିଶିତଙ୍କ ଯୋଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।