ବାଛନ୍ତୁ ଏହା ଭିତରୁ କୌଣସି ଗୋଟେ ପଥର ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା!

ଏମିତିତ ଦୁନିଆରେ ବହୁତ ପଥର ଅଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଏମତି ଏକ ପଥର ଦେଖାଇବାକୁ ଯାଉଛୁ ଯାହାକି ଆପଣ ବାଛିବା ପରେ ନିଜ ଭବିଷ୍ୟତ ବିଷୟରେ ଜାଣିପାରିବେ । ତେବେ ଆସନ୍ତୁ ତଳେ ଦିଆ ଯାଇଥିବା ଫୋଟୋରେ 6ଟି ପଥର ଦେଖା ଯାଇଛି, ତା ମଧ୍ୟରୁ ଆପଣଙ୍କୁ ସେହି ପଥରଟି ବାଛିବାକୁ ପଡିବ ଯାହାକୁ ଆପଣ ଦେଖୁ ଦେଖୁ ଆକର୍ଷିତ ହେବେ । ଏହା କରିବା ଦ୍ଵାରା ଆପଣ ନିଶ୍ଚିତ ହୋଇଯିବେ ଯେ ସେହି ପଥର ଆପଣଙ୍କ ବିଷୟରେ କହିବାକୁ କଣ ଚାହୁଁଛି । ତେବେ ବାଛନ୍ତୁ ଗୋଟେ ପଥର ଓ ଜାଣନ୍ତୁ ନିଜ ବିଷୟରେ କିଛି ରାଜ୍ ।

ପ୍ରଥମ ପଥରଟିକୁ ବାଛି ଥିଲେ- ଯଦି ଆପଣ ପ୍ରଥମ ପଥରଟି ବାଛି ଛନ୍ତି ତେବେ ଜାଣି ରଖନ୍ତୁ ଯେ ଏହାକୁ “ଅଫଲାଇଟ” ନାମରେ ଜଣାଯାଏ । ଏହି ପଥର ଏହା ଦର୍ଶାଉଛି ଯେ ଆପଣ ଏହି ସମୟରେ ସବୁଠୁ ଅଧିକ ନିଜର ସ୍ଵାଧୀନତା ପାଇଁ ଭାବୁଛନ୍ତି, ଏବଂ ଏହା ହିଁ ଆପଣଙ୍କର ସବୁଠୁ ବଡ ଚିନ୍ତା ।

ଏହା ଆଗରେ ଆଉ କିଛି ବି ଆପଣଙ୍କ ପାଇଁ ବଡ ନୁହେଁ । ଯଦି ଆପଣ ବହୁତ ଦିନ ଧରି କୌଣସି ସମସ୍ୟାରେ ଫାଶୀ ଛନ୍ତି ତେବେ ଆପଣ ସେଥିରୁ ମୁକ୍ତି ଚାହୁଁଛନ୍ତି, ଆପଣ ସର୍ବଦା କୌଣସି ଏକ ଜାଗାକୁ ଯିବାକୁ ଚାହୁଁଛନ୍ତି ଯେଉଁଠି କିଛି ଚିନ୍ତା ନଥିବ ।

ଦ୍ଵିତୀୟ ପଥରକୁ ବାଛି ଥିଲେ- ଯଦି ଆପଣ ଏହି ପଥର ବାଛି ଛନ୍ତି ତେବେ ଏହା ଦର୍ଶାଉଛି ଯେ ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବାକୁ ଯାଉଛି, ଓ ବର୍ତ୍ତମାନ ଆପଣଙ୍କ ଜୀବନରୁ ନକାରାତ୍ମକ ଊର୍ଜା ବାହାରି ସକାରାତ୍ମକ ଊର୍ଜାର ପ୍ରବେଶ କରୁଛି । ଏହା ବ୍ୟତିତ ଆପଣଙ୍କ ମଧ୍ୟରେ ବହୁତ ଗୁଡିଏ ଆଧ୍ୟାତ୍ମିକ ପରିବର୍ତ୍ତନ ମଧ୍ୟ ଆସିବ । ପ୍ରେମ ସମ୍ବନ୍ଧ ଅଧିକ ମଜବୁତ ହେବ ।

ତୃତୀୟ ପଥର ବାଛିଥିଲେ- ଯଦି ତୃତୀୟ ପଥର ବାଛିଛନ୍ତି ତେବେ ଆପଣ ଅଭୁତ ଅସସବାଦୀ ବ୍ୟକ୍ତି ଅଟନ୍ତି । ଆପଣ ନିଜର ଭବିଷ୍ୟତକୁ ଉଜ୍ଜ୍ଵଳ କରିବା ପାଇଁ କିଛି ବି କରିପାରନ୍ତି । ଏହା ତେବେ ସମ୍ଭବ ହେବ ଯେବେ ଆପଣ ଅନ୍ୟର ଭାବନାକୁ ବୁଝିପାରିବେ ।

ଚତୁର୍ଥ ପଥରଟି ବାଛିଥିଲେ- ଯଦି ଚତୁର୍ଥ ପଥରଟି ବାଛିଛନ୍ତି ତେବେ ଏହା ଦର୍ଶାଉଛି ଯେ ଆପଣଙ୍କୁ ନିଜର ପୁରୁଣା ସମ୍ପର୍କରୁ କିଛି ସମୟ ପାଇଁ ଅବସର ନେବା ଆବଶ୍ୟକ ଓ ନିଜ ଜୀବନ ଉପରେ ଧ୍ୟାନ ଦେବା ଦରକାର ।

ପଞ୍ଚମ ପଥରଟି ବାଛିଥିଲେ- ଯଦି ଆପଣ ପଞ୍ଚମ ପଥରଟି ବାଛିଚନ୍ତି ଏହା ଅର୍ଥ ଏହିକି ଯେ ଯଦି ଆପଣଙ୍କର ଅତ୍ୟନ୍ତ ନିଜର କାହାରି ମୃତ୍ୟୁ ହୋଇଛି ସେ ଆପଣଙ୍କ ପାଖେ କିଛି ସନ୍ଦେଶ ପହଞ୍ଚାଇବାକୁ ଚାହୁଛନ୍ତି । ଆପଣଙ୍କୁ ତାଙ୍କ ସନ୍ଦେଶ ଧ୍ୟାନରେ ଶୁଣିବା ଦରକାର ଓ ତାଙ୍କ କଥା ମଣିବା ଆବଶ୍ୟକ ।

ଷଷ୍ଠ ପଥରଟି ବାଛିଥିଲେ- ଯଦି ଆପଣ ଏହାକୁ ବାଛିଛନ୍ତି ତେବେ ଏହାର ଅର୍ଥ ଏହିକି ଯେ ଆପଣ ବହୁତ ରୋମାଣ୍ଟିକ ବ୍ୟକ୍ତି ଅଟନ୍ତି । ଆପଣଙ୍କ ମନରେ ଚାଲୁଥିବା ପ୍ରେମ ଭାବନା କହୁଛି ଆପଣ ବହୁତ ଜଲ୍ଦି ନିଜର ପ୍ରେମୀଙ୍କ ସହ ସାକ୍ଷାତ କରିବେ ।

Leave a Reply

Your email address will not be published. Required fields are marked *