ବାଛନ୍ତୁ ଏହା ମଧ୍ୟରୁ କୌଣସି ଗୋଟିଏ ଓ ଜାଣନ୍ତୁ ଆପଣଙ୍କ ପୂର୍ବ ଜନ୍ମ ସହ ଜଡିତ ଗୋଟେ ରାଜ- Personality Test

ବନ୍ଧୁଗଣ କୁହାଯାଏ ଜୀବନକୁ କେବେ ସିରିସ ନେବା ଉଚିତ ନୁହେଁ । କିନ୍ତୁ ଅନେକ ସମୟରେ ଆମ ଜୀବନରେ ଏମିତି କିଛି ଘଟିଥାଏ ଯାହା କେବେ ଠିକ ହୋଇପାରେ ନାହି । ଆମେ ଯେତେ ଚେଷ୍ଟା କରିଲେ ବି ସେହି ସବୁ ସମସ୍ୟାର ସାମାଧାନ ହୋଇପାରେ ନାହି । ପାରିବାରିକ ସମସ୍ଯା, ଦାଂପତ୍ଯ ଜୀବନ, ପ୍ରେମ ଜୀବନ ସବୁ କିଛି ପୂର୍ବ ଜନ୍ମ ସହ ଜଡିତ ହୋଇଥାଏ । ଆଜି ଆମେ ଆପଣଙ୍କୁ ୩ଟି ଆକୃତିର ଚିତ୍ର ବିଷୟରେ କହିବାକୁ ଯାଉଛୁ । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ଚୟନ କରିବାକୁ ହେବ ଯେଉଁଥିରେ ଆପଣ ଜାଣିପାରିବେ ପୂର୍ବ ଜନ୍ମର କଥା ବିଷୟରେ ।

୧- ପ୍ରଥମ ଆକୃତି : ଯଦି ଆପଣ ପ୍ରଥମ ଆକୃତି ଚୟନ କରିଛନ୍ତି ତେବେ ଆପଣ ଖରାପ ସମୟରୁ ବାହାରକୁ ଆସିବା ପାଇଁ ସକ୍ଷମ ନୁହନ୍ତି । ଆପଣ ସବୁ କିଛି ଭୁଲି ଆଗକୁ ବଢନ୍ତି ନାହି ବରଂ ନିଜକୁ ସେହି ଗୋଟେ ଜାଗାରେ ବାନ୍ଧିକି ରଖିଥାନ୍ତି । ସେହି ସମ୍ପର୍କ ପାଇଁ ଆପଣଙ୍କୁ କେତେ ବି ସମସ୍ଯା ଆସୁଥିଲେ ବି ଆପଣ ସେମିତି ରହିଥାନ୍ତି । ଆପଣ ପୂର୍ବ ଜନ୍ମ ରେ ଏକା ଜୀବନ ବ୍ଯତୀତ କରିଥିଲେ । ଆପଣଙ୍କର କେହି ନିଜର ନ ଥିଲେ ତେଣୁ ଏହି ଜନ୍ମରେ ଆପଣ ଏକା ରହିବାକୁ ଭୟ କରୁଛନ୍ତି । ଆପଣ ନିଜ ପ୍ରେମୀଙ୍କ ଥରେ କିଛି ନା କିଛି କମି ଦେଖିଥାନ୍ତି ।

୨- ଦ୍ଵିତୀୟ ଆକୃତି : ଯଦି ଆପଣ ଦ୍ଵିତୀୟ ଆକୃତି ଚୁଜ କରିଛନ୍ତି ତେବେ ଆପଣ ପୂର୍ବର ଜନ୍ମରେ କିଛି ଏମିତି ନିସ୍ପତି ନେଇଛନ୍ତି ଯାହା ଆପଣଙ୍କ ପାଇଁ ଠିକ ସାବ୍ୟସ୍ତ ହୋଇ ନାହି । ଏହି କାରଣରୁ ଶାରୀରିକ ଓ ମାନସିକ କଷ୍ଟ ସହ୍ୟ କରିବା ସହ ଏମିତି କିଛି ଘଟଣା ର ସମାନ କରିଛନ୍ତି ଯାହା ବହୁତ କଷ୍ଟଦାୟକ ଥିଲା ।

ବୋଧ ହୁଏ ଏହି କାରଣରୁ ପୂର୍ବ ଜନ୍ମର କର୍ମ ଫଳ ଅନୁଯାୟୀ ଆପଣ ଏହି ଜନ୍ମରେ କାହା ଉପରେ ଭରସା କରିପାରୁ ନାହାନ୍ତି । ଏହି ସମସ୍ୟାରୁ ବାହରକୁ ଆସିବା ପାଇଁ ଆପଣଙ୍କ ପାଖରେ ଅନେକ ଉପାୟ ରହିଛି । ତେଣୁ ସମସ୍ତଙ୍କ ସହ କଥା ହୁଅନ୍ତୁ କିନ୍ତୁ ଆପଣଙ୍କ ମନ ଯାହା କହୁଛି ତାହା କରନ୍ତୁ ।

୩- ତୃତୀୟ ଆକୃତି : ଯଦି ଆପଣଙ୍କୁ ତୃତୀୟ ଆକୃତି ଅଧିକ ଆକର୍ଷିତ କରୁଛି ତେବେ ଆପଣ ପୂର୍ବ ଜନ୍ମରେ କେବଳ ଧୋକା ପାଇଛନ୍ତି । ଏହାର ପରିଣାମ ସ୍ୱରୂପ ଆପଣ ଏହି ଜନ୍ମରେ ଜାଣିପାରୁ ନାହାନ୍ତି କାହା ଉପରେ ଭରସା କରିବା ଦରକାର ଆଉ କାହା ଉପରେ ନୁହେଁ । ଏହି ଦ୍ଵନ୍ଦ କାରଣରୁ ଆପଣ ପୂର୍ବ ଜନ୍ମ ଭଳି ଏହି ଜନ୍ମରେ ବି ଭୁଲ ଲୋକ ଉପରେ ଭରସା କରୁଛନ୍ତି ।

ଠିକ ଲୋକଙ୍କର ଭରସାକୁ ଆପଣ ଭାଙ୍ଗି ଦେଉଛନ୍ତି । ତେଣୁ ନିଜ ମନ ଭିତରେ ଯାହା ଆସୁଛି ତାହା ଶୁଣନ୍ତୁ ଆଉ କରନ୍ତୁ । ଆପଣ ଭଲ ଭାବେ ବୁଝିବା ପରେ କାହା ଉପରେ ଭରସା କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *