Tarangaରେ କାମ କରୁଥିବା ହେରୋଇନ ମାନଙ୍କର ପ୍ରକୃତ ବୟସ କେତେ ?

ବନ୍ଧୁଗଣ ଆଜିର ସୂଚନା ଅନୁଯାଇ ଓଡିଆ ଚାନେଲ ତରଙ୍ଗ ଟିଭିରେ ପରିବେଶ କରାଯାଉଥିବା ସମସ୍ତ ସିରିଏଲ ମାନଙ୍କରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସୁନ୍ଦରୀ ନାୟିକା ମାନଙ୍କର ବୟସ ଜାଣିବା । ଓଡିଆରେ ଚାନେଲ ମାନଙ୍କ ମଧ୍ୟରୁ ସବୁଠାରୁ ସବୁଠାରୁ ଲୋକପ୍ରିୟ ଚାନେଲ ହେଉଛି ତରଙ୍ଗ ଚାନେଲ । ଯେଉଁଥିରେ ଅନେକ ମନରଞ୍ଜନଧର୍ମୀ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଉଛି । ଯେଉଁ ଥିରେ ସନ୍ଧ୍ଯା ୬ ରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ଅନେକ ଲୋକପ୍ରିୟ ସିରିଏଲ ପରିବେଶଣ କରାଯାଉଛି ।

ଓଡିଶାର ଘରେ ଘରେ ଏହି ତରଙ୍ଗ ଚାନେଲ ପ୍ରସିଦ୍ଧ । ସମସ୍ତ ଓଡିଶାବାସୀ ଏହି ଚାନେଲକୁ ଭଲ ପାଉଥିବା ବେଳେ ଏଥିରେ ପରିବେଷଣ କରାଯାଉଥିବା ସିରିଏଲ ମାନଙ୍କୁ ଓଡିଶାବାସୀ ଖୁବ୍ ପସନ୍ଦ କରିଥାନ୍ତି । ଏହି ସିରିଏଲ ମାନଙ୍କୁ ଅନେକ ଭଲ ଭଲ କଳାକାର ମାନଙ୍କୁ ନେଇ କରାଯାଇଥାଏ । ଯାହାଙ୍କ ଅଭିନୟ ଦେଖି ଓଡିଶାବାସୀ ବହୁତ ପସନ୍ଦ କରିଥାନ୍ତି ।

ଏହି ସିରିଏଲ ମାନଙ୍କରେ ମୁଖ୍ୟ ଭୂମିକରେ ଅଭିନୟ କରିଥିବା ହିରୋଇନ ମାନେ ସଜବାଜ ହୋଇ ଖୁବ ସୁଦର ଦେଖା ଯାଉଥିବା ବେଳେ, ବହୁତ ଭଲ ଅଭିନୟ କରିଥାନ୍ତି । ଆଜି ଆପଣମାନେ ଜାଣିବାକୁ ପାଇବେ ଏହି ତରଙ୍ଗ ଟିଭି ଚାନେଲରେ ପ୍ରସାରିତ ହେଉଥିବା ସିରିଏଲ ମାନଙ୍କରେ ଅଭିନୟ କରୁଥିବା ହିରୋଇନ ମାନଙ୍କର ବୟସ ।

ତରଙ୍ଗ ଟିଭିରେ ପ୍ରସାରିତ ଗୌରୀ ସିରିଏଲ, ଯେଉଁ ସିରିଏଲର ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିବା ସୁନ୍ଦରୀ ଗୌରୀ, ଯାହାଙ୍କର ପ୍ରକୃତ ବୟସ ମାତ୍ର ୧୮ ବର୍ଷ । ଏହା ପରେ ନମ୍ବର ୨ ରେ ଆସୁଛନ୍ତି ଇତୀ । ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ସିରିଏଲର ମୁଖ୍ୟ ନାୟିକା ଯାହାଙ୍କର ପ୍ରକୃତ ବୟସ ହେଉଛି ୨୦ ବର୍ଷ ।

ଏହାପରେ ନମ୍ବର ୩ରେ ଆସୁଛନ୍ତି ତାରିଣୀ, ଜିଏକି ତରଙ୍ଗ ଟିଭିରେ ପ୍ରସାରିତ ଲୋକପ୍ରିୟ ସିରିଏଲ ତାରାତାରିଣୀରେ ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି । ଯାହାଙ୍କର ପ୍ରକୃତ ବୟସ ୨୨ ବର୍ଷ । ଏହା ପରେ ନମ୍ବର ୪ ରେ ଆସୁଛନ୍ତି ଆଶା, ଜିଏକି ଆଶା ସିରିଏଲରେ ମୁଖ୍ୟ ନାୟିକା ଭାବେ ଦେଖିବାକୁ ମିଳନ୍ତି ଏବଂ ତାଙ୍କର ବୟସ ୩୭ ବର୍ଷ ।

ଏହାପରେ ନମ୍ବର ୫ ରେ ଆସୁଛନ୍ତି, ନୂଆବୋହୂ ସିରିଏଲର ମୁଖ୍ୟ ନାୟିକା ପୂଜା ଜିଏକି, ଏହି ସିରିଏଲରେ ଖୁବ ଭଲ ଅଭିନୟ କରୁଛନ୍ତି, ଯାହାଙ୍କର ପ୍ରକୃତ ବୟସ ହେଉଛି ୨୧ ବର୍ଷ । ଏହା ପରେ ନମ୍ବର ୬ରେ ଆସୁଛନ୍ତି, ମଙ୍ଗଳା ଚରଣ ସିରିଏଲର ମୁଖ୍ୟ ନାୟିକା ମଙ୍ଗଳା, ଯାହାଙ୍କ ବୟସ ହେଉଛି ୨୧ ବର୍ଷ । ନମ୍ବର ୭ ରେ ବନ୍ଧନ ଏ ଜନ୍ମ ଜନ୍ମର ସିରିଏଲର ମୁଖ୍ୟ ନାୟିକା, ଯାହାଙ୍କ ବୟସ ୨୦ ବର୍ଷ । ଏହା ଥିଲା ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ନାୟିକା ମାନଙ୍କର ପ୍ରକୃତ ବୟସ । ଯଦି ଆପଣମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥାଏ, ତେବେ କମେଣ୍ଟ ଦ୍ଵାରା ମତାମତ ଜଣାଇବେ ।

Leave a Reply

Your email address will not be published. Required fields are marked *