ବାଛନ୍ତୁ ଗୋଟେ ଚାବି ଓ ଜାଣନ୍ତୁ ନିଜ ଜୀବନର ଗୋଟେ ରାଜ- Love Quiz

ବନ୍ଧୁଗଣ ନମସ୍କାର । ଆଜି ଆପଣଙ୍କ ପାଇଁ ଏକ ନିଆରା ମନରଞ୍ଜନଧର୍ମୀ ପୋଷ୍ଟ ଆଣିଛୁ । ଆମେ କିଛି ଚାବି ଦେଇଛୁ ଓ ତାର କିଛି ନମ୍ବର, ଆପଣମାନେ ସେହି ନମ୍ବର ମଧ୍ୟରୁ ଗୋଟିଏ ନମ୍ବର ସିଲେକ୍ଟ କରିକି ଜାଣିପାରିବେ ନିଜ ଜୀବନର ରହସ୍ୟ । ଯାହା ଆପଣମାନେ ନିଜେ ମଧ୍ୟ ଜାଣିନାହାନ୍ତି । ସେହି ନମ୍ବର ଗୁଡିକ ହେଉଛି ୩୦୧, ୩୦୨, ୩୦୩, ୩୦୪ ଓ ୩୦୫ । ଏହି ୫ଟି ନମ୍ବର ମଧ୍ୟରୁ ଯେକୌଣସି ନିଜ ପସନ୍ଦର ଗୋଟିଏ ନମ୍ବରକୁ ବାଛିକି ରଖନ୍ତୁ । ଯେଉଁ ନମ୍ବର ବାଛିବେ ତାରି ଅନୁସାରେ ଆପଣମାନେ ନିଜର କିଛି ମଜାଦାର କଥା ବିଷୟରେ ଜାଣିପାରିବେ ।

୩୦୧ ;- ଯେଉଁମାନେ ୩୦୧ ନମ୍ବରକୁ ସିଲେକ୍ଟ କରିକି ରଖିଥିଲେ, ସେମାନଙ୍କ ପାଇଁ ସୂଚନା ଏହା କି ଯେ, ଆପଣଙ୍କୁ ବହୁତ ଶୀଘ୍ର କେହି ଜଣେ ପ୍ରପୋଜ କରିବା ପାଇଁ ଯାଉଛନ୍ତି । ଜିଏକି ଆପଣଙ୍କୁ ବହୁତ ଭଲ ପାଉଛନ୍ତି ଓ ତାଙ୍କ ମନ କଥା ଆପଣଙ୍କ ନିକଟରେ ପ୍ରକାଶ କରିବା ପାଇଁ ଚାହୁଁଛନ୍ତି ।

୩୦୨ ;- ଏହି ନମ୍ବର କୁ ସିଲେକ୍ଟ ଯେଉଁମାନେ କରିଛନ୍ତି, ସେମାନଙ୍କୁ ବହୁତ ଲୋକ ପସନ୍ଦ କରନ୍ତି । ତାଙ୍କର କଥା, ଚାଲିଚଳଣି ଓ ବ୍ୟବହାର ଦେଖି ବହୁତ ଲୋକଙ୍କର ସେ ପ୍ରିୟର ପାତ୍ର ହୋଇପାରିଛନ୍ତି । ବହୁତ ଶୀଘ୍ର ଆପଣ କାହାକୁ ଭଲ ପାଇବା ପାଇଁ ଯାଉଛନ୍ତି । ହୁଏତ ଆପଣଙ୍କୁ ସିଏ ପସନ୍ଦ, ସେଥି ପାଇଁ ଆପଣ ବହୁତ ଜଲ୍ଦି ଆପଣଙ୍କ ମନର ମଣିଷକୁ ଭଲ ପାଇବେ ।

୩୦୩ ;- ଆପଣ ଆପଣଙ୍କ ବାପା, ମାମାଙ୍କୁ ବହୁତ ହିଁ ଭଲପାନ୍ତି । କେବେ ହେଲେବି ଅନ୍ୟ କାହା ପାଇଁ ନିଜ ବାପା ଓ ମାଙ୍କୁ କଷ୍ଟ ଦେବେ ନାହିଁ । ସବୁବେଳେ ତାଙ୍କୁ ଖୁସିରେ ରଖିବା ପାଇଁ ପ୍ରୟାସ କରିବେ ।

୩୦୪ ;- ଆପଣମାନେ ଛୋଟ ବଡ ସମସ୍ତ କଥାକୁ ନେଇ ପ୍ରାୟ ଚିନ୍ତିତ ରହିଥାନ୍ତି । ଯାହାଦ୍ୱାରା ଆପଣ ଅଧିକାଂଶ ସମୟ ଚିନ୍ତିତ ରହିବା କାରଣରୁ ଆପଣଙ୍କ ସ୍ଵାସ୍ଥ ଅବସ୍ତା ଖରାପ ମଧ୍ୟ ହୋଇପାରେ । ସେଥି ପାଇଁ ନିଜକୁ ଚିନ୍ତାମୁକ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ । ଟିକେ ଟିକେ କଥାରେ ନ ରାଗିକି ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହାଦ୍ବାରା ଆପଣ ଚିନ୍ତାମୁକ୍ତ ରହିବା ସହିତ ନିରୋଗ ମଧ୍ୟ ରହିବେ ।

୩୦୫ ;- ଯେଉଁ ମାନେ ଏହି ନମ୍ବରକୁ ବାଛିଥିଲେ, ସେମାନଙ୍କ ପାଇଁ ସୂଚନା ଆପଣମାନେ ଜୀବନରେ କେବେ କାହାର ହୃଦୟର ଫିଲିଙ୍ଗ୍ସ କୁ ନବୁଝି ତାଙ୍କୁ ହର୍ଟ କରିଥିଲେ । ସେଥି ପାଇଁ ଆପଣ ଯାହାକୁ ହର୍ଟ କରିଥିଲେ କି ଯାହାକୁ କୌଣସି ପ୍ରକାର କଷ୍ଟ ଦେଇଥିଲେ, ସେ ବର୍ତ୍ତମାନ ଆପଣଙ୍କୁ ହର୍ଟ କରିବାପାଇ ଚାହୁଛି ।

ସେଥି ପାଇଁ କେବେ କାହାର ହୃଦୟକୁ ନେଇ ଖେଳିବା ଉଚିତ ନୁହେଁ । ଯଦି ଏହି ପୋଷ୍ଟଟି ପସନ୍ଦ ଆସିଥାଏ, ତେବେ ପୋଷ୍ଟକୁ ଲାଇକ୍ କରିବା ସହିତ ନିହାତି ଭାବରେ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *