ବାଛନ୍ତୁ ନିଜ ଜନ୍ମ ମାସର ପ୍ରଜାପତି ଓ ଜାଣନ୍ତୁ ନିଜ ବିଷୟରେ ଏକ ରାଜର କଥା- Personality Test

ବନ୍ଧୁଗଣ ରଙ୍ଗ ବେରଙ୍ଗର ପ୍ରଜାପତି ଆକାଶରେ ଉଡୁଥିଲେ ବହୁତ ସୁନ୍ଦର ଦେଖା ଯାଇଥାନ୍ତି । ଏମାନେ କେବେ ଖୋଲା ଆକାଶରେ ଉଡିଥାନ୍ତି ତ କେବେ ଫୁଲ ଉପରେ ବସି ଆକର୍ଷକର କେନ୍ଦ୍ର ବିନ୍ଦୁ ସାଜିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ପ୍ରଜାପତି ଜୀବନର ପରିଚୟ ହୋଇଥାନ୍ତି । ପ୍ରତେକ ମାସକୁ ଦର୍ଶାଉଥିବା ଏକ ଅନୋଖା ପ୍ରଜାପତି ଥାଏ । ପୁରା ଦୁନିଆରେ ପ୍ରଜାପତିକୁ ଆଶା ଓ ପରିବର୍ତ୍ତନ ଭାବେ ବିଚାର କରାଯାଏ । କିଛି ପ୍ରଜାପତି ଏତେ ଖାସ ହୋଇଥାନ୍ତି ଯିଏ ଆମ ଜୀବନରେ ଖାସ କଥା ଆମକୁ ଦର୍ଶାଇଥାନ୍ତି । ଆମେ ଆପଣଙ୍କ ପାଇଁ ନେଇ ଆସୁଛି ଜନ୍ମ ମାସ ଅନୁଯାୟୀ ଆପଣ ଦିଆଯାଇଥିବା ପ୍ରଜାପତି ଚୁଜ କରନ୍ତୁ ଆଉ ଜାଣନ୍ତୁ ରହସ୍ୟମୟ କଥା ଆପଣଙ୍କ ବିଷୟରେ ।

୧- ଆପଣଙ୍କ ଜନ୍ମ ମାସ ଜାନୁଆରୀ ହୋଇଥିଲେ ଆପଣ ଉଦାର ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣ ପ୍ରଜାପତି ଭଳି ସୁନ୍ଦର ଓ ସ୍ଵାଧୀନ ଅଟନ୍ତି । ଆପଣ ଆଖପାଖର ସବୁ ଲୋକଙ୍କୁ ଖୁସିରେ ରଖିଥାନ୍ତି ।

୨- ଆପଣଙ୍କର ଫେବୃଆରୀ ଜନ୍ମ ମାସ ହୋଇଥିଲେ ଆପଣ ଏତେ ପ୍ରଭବଶାଳୀ ଯେଉଁଠିକି ଥାନ୍ତି ସେଠାରେ ସମସ୍ତଙ୍କର ନଜର ଆପଣଙ୍କ ଉପରେ ରହିଥାଏ ।

୩- ଆପଣଙ୍କର ଜନ୍ମ ମାସ ମାର୍ଚ୍ଚ ହୋଇଥିଲେ ଆପଣଙ୍କୁ କଠିନ ପରିସ୍ଥିତିରୁ ବାହାରିବା ଜଣା ନ ଥିଲେ କି କେବେ ହାର ମାନନ୍ତି ନାହି । ଆପଣ ଜୀବନକୁ ଖୁସିରେ ବିତାଇବା ପାଇଁ ବିଶ୍ଵାସ ରଖିଥାନ୍ତି ।

୪- ଆପଣଙ୍କର ଏପ୍ରିଲ ମାସରେ ଜନ୍ମ ହୋଇଥିଲେ ଆପଣ ବହୁତ ଭାବୁକ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଲୋକ ଆପଣଙ୍କର ଏହି ଖାସ ଗୁଣ ପାଇଁ ଭଲ ମଧ୍ୟ ପାଇଥାନ୍ତି ।

୫- ଆପଣଙ୍କର ଜନ୍ମ ମାସ ମେ ହୋଇଥିଲେ ବାସ୍ତବରେ ଆପଣ ଅଦଭୂତ ମଣିଷ ଅଟନ୍ତି । ଆପଣଙ୍କର ସଂପୂର୍ଣ୍ଣ ଛବି କେବେ କେବେ ସମସ୍ତଙ୍କୁ ଡରାଇଥାଏ ।

୬- ଆପଣଙ୍କର ଜନ୍ମ ମାସ ଜୁନ ହୋଇଥିଲେ ଆପଣ ସାନ୍ତ ସ୍ଵଭାବ ପାଇଁ ଜଣାଶୁଣା ଅଟନ୍ତି । ଆପଣ ଲୋକଙ୍କର ଛବି ବିଷୟରେ ବହୁତ ସହଜରେ ଜାଣିଥାନ୍ତି ।

୭- ଜୁଲାଇ ମାସରେ ଜନ୍ମ ହୋଇଥିଲେ ଆପଣଙ୍କର ନିଡର ବ୍ୟକ୍ତିତ୍ବ ମଜବୁତ ଚରିତ୍ରକୁ ଦର୍ଶାଇଥାଏ । ଆପଣଙ୍କ ଭିତରେ ଭାବୁକତା ବହୁତ ରହିଛି ।

୮- ଅଗଷ୍ଟ ମାସରେ ଜନ୍ମ ହୋଇଥିଲେ ଆପଣ ବିଶ୍ଵସ୍ତ ପାଇଁ ଜଣାଶୁଣା ଅଟନ୍ତି । ଆପଣ ଯେପରି ଭାବେ ନିଜର ଭୁଲ ମାନିଥାନ୍ତି ତାହା କମ ଲୋକ କରିଥାନ୍ତି ।

୯- ସେପ୍ଟେମ୍ବର ମାସରେ ଜନ୍ମ ହୋଇଥିଲେ ଆପଣଙ୍କ ଭିତରେ କୌଣସି ଜିନିଷ ଜଣାଇବାର ଜିଜ୍ଞାସା ରହିଥାଏ । ଚିନ୍ତା କରିବାର କ୍ଷମତା ଅଧିକ ରହିଥାଏ ।

୧୦- ଅକ୍ଟୋବର ମାସରେ ଜନ୍ମ ହୋଇଥିଲେ ଆପଣ କଠିନ ସ୍ଥିତିର ଦୃଢ ମନୋବଳ ନେଇ ସାମନା କରିଥାନ୍ତି । ଯାହାର ପ୍ରଭାବ ଆପଣଙ୍କ ଜୀବନରେ ପଡେ ନାହି ।

୧୧- ନଭେମ୍ବର ମାସରେ ଜନ୍ମ ହୋଇଥିଲେ ଆପଣଙ୍କ ପାଖରେ ସର୍ବଦା କିଛି ନା କିଛି ଯୋଜନା ରହିଥାଏ । ଆଖପାଖରେ ଲୋକଙ୍କୁ ଆପଣ ବହୁତ ଗଭୀରତା ସହ ଜାଣିଥାନ୍ତି ।

୧୨- ଡିସେମ୍ବର ମାସରେ ଜନ୍ମ ହୋଇଥିଲେ ଆପଣ ଏମିତି ବ୍ୟକ୍ତିତ୍ବ ମାଲିକ ଅଟନ୍ତି ଯାହା ଆପଣଙ୍କୁ ଜୀବନରେ ବହୁତ ଆଗକୁ ନେଇକି ଯାଇଥାଏ ।

ବନ୍ଧୁଗଣ ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ।

Leave a Reply

Your email address will not be published. Required fields are marked *