ବାଛନ୍ତୁ କୌଣସି ଗୋଟେ ନମ୍ବର ଓ ଜାଣନ୍ତୁ ନିଜ ବିଷୟରେ କିଛି ରହସ୍ୟମୟ କଥା

ଆପଣ ମାନେ ଜାଣି ଥିବେ କି ମଣିଷ କିଛି ଭି କରି ପାରିବ ନିଜ ଇଛା ଅନୁସାରେ । କିନ୍ତୁ ଦେଖିବା ପାଇଁ ଗଲେ ଆମେ ଜାଣିବା କି ଏହି ଭଳି କିଛି ଲୋକମାନେ ଅଛନ୍ତି ଯେଉଁ ମାନେ ନିଜ ଜୀବନରେ କିଛି କରିବା ପାଇଁ ଚାହୁଁ ଛନ୍ତି କିନ୍ତୁ ସେମାନେ ଏହାକୁ କରି ପାରୁ ନାହାଁନ୍ତି । ଆଜି ଆମେ ଆପଣଙ୍କ ପାଇଁ କିଛି ନମ୍ବର ନେଇ ଆସିଛୁ ଯାହା ଦ୍ଵାରା ଆପଣ ନିଜ ସ୍ଵଭାବ ଓ ଭବିଷ୍ୟତ ବିଷୟରେ କିଛି ଜାଣି ପାରିବେ । ଆଜି ଆମେ ଆପଣଙ୍କୁ ଦେଖାଇ ଥିବା ନମ୍ବର ମାନଙ୍କ ମଧ୍ୟରୁ ଆପଣ ଏକ ନମ୍ବର ବାଛି ନିନତୁ ନିଜ ପାଇଁ ।

ଓ ଆମେ ଆପଣଙ୍କୁ ଆପଣଙ୍କ ଲକ୍ଷ ସ୍ଥଳରେ ପହଞ୍ଚିବାର ବାଟ ଦେଖାଇ ଦେବୁ । ଏବେ ଆସନ୍ତୁ ଜାଣିବା କେଉଁ ନମ୍ବର କଣ କହୁଛି । ଯଦି ଆପଣ 5 ନମ୍ବର ବାଛି ଛନ୍ତି ତେବେ ଆପଣ ଜେନ କାଳ୍ପନିକ ବ୍ୟକ୍ତି ଅଟନ୍ତି । ଆପଣ ସବୁ ବେଳେ ବର୍ତ୍ତମାନ ରେ ଅଛନ୍ତି କିନ୍ତୁ ଆପଣଙ୍କ ମନ କେଉଁ ଭି କଳ୍ପନା ରେ ବୁଡି ହୋଇ ଥାଏ । ଆପଣ କିଛି ଭି ନୂଆ ଜିନିଷକୁ ସହଜରେ ମାନି ନେଇ ଥାନ୍ତି । ଆପଣ ଅନ୍ୟମାନଙ୍କୁ ସାହାଜ୍ଯ କରି ଥାନ୍ତି । ଦିନରେ ସ୍ଵପ୍ନ ଦେଖିବା ଓ ଏହାକୁ ପୂରଣ କରିବା ଆପଣଙ୍କ ଲକ୍ଷ ଅଟେ । ଯଦି ଆପଣ 7 ନମ୍ବର ବାଛି ଛନ୍ତି ତେବେ ସ୍ଵତନ୍ତ୍ରା ଆପଣ ଙ୍କ ପାଇଁ ସବୁ କିଛି ଅଟେ । ଆପଣ ଜଣେ ପରିଶ୍ରମୀ ବ୍ୟକ୍ତି ଅଟନ୍ତି ।

ଆପଣ ନିଜ କାମ କରିବା ବେଳେ ନିଜ ଇଛା ରେ କରନ୍ତି କିନ୍ତୁ ଏହା ସବୁଙ୍କୁ ଭଲ ଲାଗେନା କିନ୍ତୁ ଆପଣ ଏହାକୁ ଖାତିର କରନ୍ତି ନି । ଆପଣ ନିଜ କାମକୁ ନିସ୍ତାର ସହ କରି ସଫଳ ହୁଅନ୍ତି । ଯଦି ଆପଣ 1 ନମ୍ବର ବାଛି ଛନ୍ତି ତେବେ ଆପଣ ଏକ ଏହି ଭଳି ଲୋକ ଅଟନ୍ତି ଯେଉଁ ମାନଙ୍କ ମନରେ ସବୁ ବେଳେ ଉଲ୍ଲାଶ ଭାରି ହୋଇ ରହି ଥାଏ । ଲାଇଫ ଆପଣଙ୍କ ପାଇଁ ବହୁତ ଇମପର୍ଟ୍ଯାନ୍ଟ ଅଟେ । ଆପଣ ଭିଡାରେ ଅଲଗା ଅଟନ୍ତି ।

କିନ୍ତୁ ନିଜ ବନ୍ଧୁ ମାନଙ୍କ ମଧ୍ୟରେ ଆପଣ ସେମାନଙ୍କ ପାଇଁ ସବୁ କିଛି ଅଟନ୍ତି । ଆପଣଙ୍କ ପାପୁଲାରୀଟି ଆପଣଙ୍କ ପାଇଁ ବେଳେ ବେଳେ ସମସ୍ଯା ଆଣି ଦେଇ ଥାଏ । ଯଦି ଆପଣ 51 ନମ୍ବର ବାଛି ଛନ୍ତି ତେବେ ଆପଣ ସାନ୍ତ ସ୍ଵାଭାବ ର ଅଟନ୍ତି । ଆପଣ ଏହି ସ୍ଵଭାବ ପାଇଁ ସବୁ ଙ୍କୁ ନିଜ ଆଡକୁ ଆଟ୍ରାକ୍ଟ କରନ୍ତି । ଆପଣ ସବୁ ବେଳେ ଦୁନିଆ ପାଇଁ ଚିନ୍ତା କରି କାମ କରିବା ପାଇଁ ଭଲ ପାଇ ଥାନ୍ତି ଯାହା ପାଇଁ ଆପଣ ଖୁବ କମ ଦିନରେ ନିଜର ଏକ ସ୍ଵତନ୍ତ୍ର ଜାଗା କରି ଦେଇ ଥାନ୍ତି ସମାଜରେ ।

Leave a Reply

Your email address will not be published. Required fields are marked *