ବାଛନ୍ତୁ ଗୋଟେ ଚାନ୍ଦ ଓ ଜାଣନ୍ତୁ ନିଜ ପାର୍ଟନର ଙ୍କ ସବୁ ରାଜ – Love Quiz

କଥାରେ ଅଛି କି ମଣିଷ ମନରେ ଯେଉଁ କଥା ଚାଲିଛି ତାହାକୁ କେବଳ ଭଗବାନ ହି ଜାଣି ଥାନ୍ତି । ତେବେ ଆମେ ମାନେ କାହା ମାନ୍ନାର କଥା ଜାଣିବା ଏତେ ସହଜ ନୁହେଁ । ତେବେ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ କି ଆପଣଙ୍କ ପ୍ରେମିକ ଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ଆସନ୍ତୁ ଜାଣିବା ଆମେ କି ତାଙ୍କ ମନରେ କଣ ଅଛି ଆମ ପାଇଁ । ଏହା ଏକ ଖେଳ ମାଧ୍ୟମରେ ଜାଣିବା ।

ଏହାକୁ ଆପଣ ଅଧିକ ଗୁରୁତର ଭାବେ ନେଇ ଜୀବେଣୀ । ତେବେ ଆମମେ ଆପଣଙ୍କୁ ଦେଖାଇବୁ କିଛି ତା ଚାନ୍ଦ ମାତ୍ର ଏହା ପରେ ଆପଣ ବାଛିବେ ଗୋଟେ ଆଉ ଆମେ ଆପଣଙ୍କୁ କହିବା ପାଇଁ ଚାହିଁବୁ କି ଆପଣଙ୍କ ପାର୍ଟନର ମନରେ କଣ ଅଛି । ଯଦି ଆପଣ ବାଚିଛନ୍ତି ପ୍ରଥମ ଚାନ୍ଦ ତେବେ ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ କିଛି ଭି କରି ପାରନ୍ତି । ସେ ଆପଣଙ୍କୁ ଖୁବ ଭଲ ପାନ୍ତି ।

ସେ ତାଙ୍କ ଜୀବନକୁ ଭଲ ଭାବେ ଓ ହସ ମଜାରେ ବଞ୍ଚିବା ପାଇଁ ଭଲ ପାନ୍ତି । ବେଳେ ବେଳେ ସେ ଛୋଟ ଛୋଟ କଥାରେ ରାଗି ଯାନ୍ତି । ଯଦି ଆପଣ ବାଛି ଛନ୍ତି ଦ୍ଵିତୀୟ ନମ୍ବର ଚାନ୍ଦ ତେବେ ଆପଣଙ୍କ ପାର୍ଟନର ଙ୍କ ମନ ଖୁବ ସଫା ଅଟେ । ସେ ଲୋକଙ୍କ କଥାକୁ ଧ୍ୟାନ ନ ଦେଇକି କେବବଳ ନିଜ କାମରେ ଧ୍ୟାନ ଦିଅନ୍ତି । ଆପଣଙ୍କ ପାର୍ଟନର ଟିକେ ଇମୋସୋନାଲ ହୋଇଥିବାରୁ ସେ ଛୋଟ ମୋଟ ଥାଟାରେ ମଧ୍ୟ ଝୁବ ଜଲ୍ଦି ଖରାପ ମାନି ନିଅନ୍ତି ।

ଏହି ଭଳି ବ୍ୟକ୍ତି ମାନେ ନିଜ ଜୀବନ ସାଥିର ପୁରା ଧ୍ୟାନ ରଖିବା ସହ ସେମାନଙ୍କ ସହ ସବୁ ରାସ୍ତାରେ ଠିଆ ହୋଇ ଥାନ୍ତି । ଏମାନେ କେବେବି ନିଜ ପାର୍ଟନର ଙ୍କୁ ଏକେଲା ଅନୁଭବ କରିବା ପାଇଁ ଦିଅନ୍ତିନୀ । ଯଦି ଆପଣ ବାଛି ଛନ୍ତି ତୃତୀୟ ନମ୍ବର ଚାନ୍ଦ ତେବେ ଆପଣ ଙ୍କର ପାର୍ଟନର ଖୁବ ରୋମାଣ୍ଟିକ ଓ ଫ୍ରେଣ୍ଡଲି ସ୍ଵଭାବର ଅଟନ୍ତି । ସେ ଆପଣଙ୍କ ପାଇନ୍ନ ଓ ନିଜ ପରିବାର ଲୋକଙ୍କ ପାଇଁ ଖୁବ ଭାବନାତ୍ମକ ଅଟନ୍ତି ।

ସେ ଆପଣଙ୍କ କଥା ଆପଣ କହିବା ଆଗରୁ ଜାଣି ଯାନ୍ତି । କେବଳ ସେତିକି ନୁହେଁଆପଣଙ୍କ ସବୁ କଥାର ଧ୍ୟାନ ରଖନ୍ତି । ଯଦି ତାଙ୍କ ନଜରରେ କେହି ଥରେ ଭୁଲ ବୋଲି ପ୍ରମାଣିତ ହୋଇ ଯାଏ ତାହେଲେ ସେ କେବେହେଲେ ଭି ତାକୁ ଆଉ ଫୀରୀ ଚାହାନ୍ତି ନି । ଏହି ଭଳି ବ୍ୟକ୍ତି ମାନେ ନିଜ ପାର୍ଟନର କୁ ଖୁବ ଭଲ ପାନ୍ତି ।

ଯଦି ଆପଣ ବାଚିଛନ୍ତି ଚତୁର୍ଥ ଚାନ୍ଦ ତେବେ ଆପଣଙ୍କ ପାର୍ଟନର ଖୁବ ଖୁସିରେ ରହୁଥିବା ଲୋକ ଅଟନ୍ତି । ସେ କେବେବି ଏଭଳି କିଛି କାମ କରନ୍ତି ନି ଯାହା ପାଇଁ ତାଙ୍କ ଆଗରେ ଥିବା ଲୋକମାନେ କଷ୍ଟ ପାଇଇବେ । ସେ ଆପଣଙ୍କ ମନର କଥାକୁ ଖୁବ ଭଲ ଭାବେ ବୁଝି ପାରିଥାନ୍ତି । ସେ ଛୋଟ ଛୋଟ କଥାରେ ଖୁସି ବାହାର କରି ନିଅନ୍ତି । ସେ ଖୁବ ଭଲ ପାନନ୍ତି ଅନ୍ୟମାନଙ୍କୁ ଖୁସି ଦେବା ପାଇଁ । ସେ ଆପଣଙ୍କ ପାଇଁ କିଛି ଭି କରି ପାରନ୍ତି । ଆପଣ ତାଙ୍କ ମନରେ ସବୁବେଳେ ଥିଲେ ଓ ଆଗକୁ ମଧ୍ୟ ରହିବେ ।

ଯଦି ଆପଣ ବାଛି ଛନ୍ତି ପଞ୍ଚମ ଚାନ୍ଦ ତେବେ ସେ ଆପଣଙ୍କ ପାଇଁ ବଞ୍ଚିଛନ୍ତି ସେ ଆପଣଙ୍କୁ ସବୁ କିଛି ମାନି ନେଇ ଛନ୍ତି । ସେ ବହୁତ ସଫା ହୃଦୟର ଲୋକ ଅଟନ୍ତି । ସେ କେବେବି କାହାର ମନ ଭାଙ୍ଗିବା ଭଳି କାମ କରି ନାହାନ୍ତି । ସେ ସବୁବେଳେ ଅନ୍ୟକୁ ସାହାଜ୍ଯ କରିବା ପାଇଁ ଭଲ ପାନ୍ତି । ତାଙ୍କୁ ଲୋକ ଦେଖାଣିଆ ଜିନିଷ ବିଲକୁଲ ଭି ପସନ୍ଦ ନୁହେଁ । ସେ କିଛି ଭି ପରିସ୍ଥିତିରେ କାହା ସହ ବୁଝାମଣା କରି ପାରିବେଣୀ ମିଛ କଥାରେ । ସେ ଆପଣଙ୍କ ସହ ନିଜ ଆଖ ପାଖରେ ଥିବା ସବୁ ଲୋକଙ୍କ ପାଇଁ ଚିନ୍ତା କରନ୍ତି ।

Leave a Reply

Your email address will not be published. Required fields are marked *