ବାଛନ୍ତୁ ନିଜର ଜନ୍ମ ବର୍ଷ ଓ ଜାଣନ୍ତୁ ନିଜ ବିଷୟରେ ଏକ ଖାସ କଥା – Personality Test

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆପଣଙ୍କ ର ଜନ୍ମ ବର୍ଷ ଆପଣଙ୍କ ଜୀବନ ର ବହୁତ କିଛି ଦର୍ଶାଇଥାଏ । ସେ ଆପଣଙ୍କ ର ସ୍ଵଭାଵ ଏବଂ ବ୍ୟକ୍ତିତ୍ବ ବିଷୟରେ ଜଣାଇ ଦେଇଥାଏ । ଏହାଛଡା ଏହା ଆପଣଙ୍କ କିଛି ରହସ୍ୟ ବିଷୟରେ ମଧ୍ୟ ଜଣାଇଥାଏ ଯାହାକୁ କି କେହି ଜାଣିନଥିବେ । ତେବେ ଚାଲନ୍ତୁ ଜନ୍ମ ମସିହା ଦ୍ବାରା କିଛି କଥା ଜାଣିବା ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୦ ମସିହାରେ ହୋଇଥାଏ ତାଙ୍କ ପାଖରେ ଗୋଟେ ଚୁମ୍ବକୀୟ ଆକର୍ଷଣ ରହିଥାଏ । ଏମାନେ ବହୁତ ଧନୀ ହୋଇଥାନ୍ତି ଯାହାଫଳରେ ଏମାନଙ୍କ ପାଖକୁ ବହୁତ ଲୋକ ଆସିବାକୁ ଚେଷ୍ଟା କରିଥାନ୍ତି । ଆପଣ ମାନେ ଆପଣଙ୍କ ଅହଂ ଭାବ କୁ ନିୟନ୍ତ୍ରଣ ରେ ରଖନ୍ତୁ ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୧ ମସିହାରେ ହୋଇଥାଏ ସେମାନେ ବହୁତ ସ୍ମାର୍ଟ ହୋଇଥାନ୍ତି । ସେ ତାଙ୍କର କଠିନ ପରିଶ୍ରମ ଦ୍ବାରା ସବୁ କାର୍ଯ୍ୟ ହାସଲ କରିପାରିଥାନ୍ତି । ଏମାନେ ଏତେ ସହଜରେ କାହାକୁ ବିଶ୍ୱାସ କରନ୍ତି ନାହିଁ । ତେଣୁ ଏମାନଙ୍କୁ ଲୋକ ସ୍ଵାର୍ଥପର ବୋଲି ଭାବିଥାନ୍ତି ।


ଯେଉଁ ଲୋକମାନଙ୍କ ଜନ୍ମ ୧୯୮୨ ମସିହାରେ ହୋଇଥାଏ ସେମାନେ ବହୁତ ଜଲଦି କାହା ଉପରେ ବି ବିଶ୍ୱାସ କରି ଦେଇଥାନ୍ତି । ତେଣୁ ଆପଣ ଏହାକୁ ନିୟନ୍ତ୍ରଣ ରେ ରଖିବାକୁ ଚେଷ୍ଟା କରନ୍ତୁ ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୩ ମସିହାରେ ହୋଇଥାଏ ସେମାନେ ବହୁତ ନମ୍ର , ଦୟାଳୁ ଏବଂ ସ୍ନେହୀ ହୋଇଥାନ୍ତି । ସମସ୍ତଙ୍କ ଉପରେ ବହୁତ ଜଲଦି ବିଶ୍ୱାସ କରି ନିଅନ୍ତି ଯାହାଫଳରେ କି ସେମାନେ ଧୋକା ପାଇଥାନ୍ତି । ତେଣୁ ପ୍ରଥମେ ଲୋକଙ୍କୁ ଭଲରେ ଜାଣନ୍ତୁ ତାପରେ ବିଶ୍ୱାସ କରନ୍ତୁ ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୪ ମସିହାରେ ହୋଇଥାଏ ସେମାନେ ସକାରାତ୍ମକ ପ୍ରଭୃତି ର ହୋଇଥାନ୍ତି । ତାଙ୍କର ଏହି ଗୁଣ ଯୋଗୁଁ ତାଙ୍କର ସବୁ ବନ୍ଧୁ ତାଙ୍କୁ ପସନ୍ଦ କରିଥାନ୍ତି ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୫ ମସିହାରେ ହୋଇଥାଏ ସେମାନେ ସବୁବେଳେ ନିଜ କୁ ବିଶ୍ୱାସ କରିଥାନ୍ତି । ନିଜ ଅନୁସାରେ ସେ ସବୁ କାର୍ଯ୍ୟ କରିଥାନ୍ତି ଆଉ କାହାର ପରାମର୍ଶ ନେବା ସେ ଠିକ ଭାବି ନଥାନ୍ତି । ଯଦି ଆପଣ ସବୁବେଳେ ଖୁସି ରହିବାକୁ ଚାହୁଁଛନ୍ତି ତେବେ ଆପଣ ଆପଣଙ୍କ କ୍ରୋଧ ଉପରେ ଟିକେ ନିୟନ୍ତ୍ରଣ ରଖନ୍ତୁ ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୬ ମସିହାରେ ହୋଇଥାଏ ସେମାନେ ସ୍ୱତନ୍ତ୍ର ଧରଣ ର ହୋଇଥାନ୍ତି । ସେ ଆଉ କାହା ହିସାବରେ ଚଳିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଯେ କୌଣସି କାମ କରିବା ପୂର୍ବରୁ ଆଉଥରେ ତାହାକୁ ଭାବିନେବେ ନହେଲେ ଆପଣ ଅସୁବିଧା ରେ ପଡ଼ିଥାନ୍ତି ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୭ ମସିହାରେ ହୋଇଥାଏ ସେମାନେ ଯାହାକୁ ଭଲ ପାଇଥାନ୍ତି ସେମାନେ ତା ସହ ପୁରା ଜୀବନ ସାଥ ଦେଇଥାନ୍ତି ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୮ ମସିହାରେ ହୋଇଥାଏ ସେମାନେ ଜୀବନ ସାରା ମସ୍ତି କରିବାକୁ ହିଁ ପସନ୍ଦ କରିଥାନ୍ତି । ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଆପଣଙ୍କୁ ଆପଣଙ୍କ ସ୍ଵଭାଵ ରେ ଟିକେ ସନ୍ତୁଳନ ରଖିବା ଉଚିତ ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୮୯ ମସିହାରେ ହୋଇଥାଏ ସେମାନେ ନିଜ କାମ ନିଜେ କରିଥାନ୍ତି । ସେମାନେ ଆପଣଙ୍କ ଉପରେ ଏତେ ଭରଷା କରିନଥାନ୍ତି ।

ଯେଉଁ ଲୋକମାନଙ୍କ ଜନ୍ମ ୧୯୯୦ ମସିହାରେ ହୋଇଥାଏ ସେମାନେ ଟିକେ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଯାହାଦ୍ୱାରା ତାଙ୍କର ଉପକାର ହୋଇଥାଏ । ଆପଣ ଚାହିଁଲେ ଆପଣଙ୍କ ବନ୍ଧୁ ସଂଖ୍ୟା ମଧ୍ୟ ବଢ଼ାଇ ପାରିବେ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *