ସକାଳୁ ଉଠି ଜପନ୍ତୁ ଏହି 4 ଅକ୍ଷରର ଚମତ୍କାରୀ ମନ୍ତ୍ର, ଫକିରକୁ ବି କରିଦିଏ କୋଟିପତି- Tips For Money

ଆମ ଶାସ୍ତ୍ର ଅନୁସାରେ କୁହା ଯାଇଥିବା ପ୍ରତେକ କଥାର କିଛି ନା କ୍କିଛି ମୂଲ୍ୟ ଥାଏ । ଆମେ ଅନେକ କଥାକୁ କାଟି କରିବା ପାଇଁ ପସନ୍ଦ କରିଥାଉ । ଆମେ ସେହି ଜିନିଷ ମାନ କରୁ ଯାହା ଆମେ ଠିକ ଭାବୁ । ଏହାର ପରିଣାମ ଆମ ଆଗରର ଆଜି ଠିଆ ହେଇଛି ଖୁବ ମାନଶୀକ ଅସାନ୍ତି ଓ ଖୁବ କ-ଷ୍ଟ ଭରା ଜୀବନ ।

ଆପଣ ମାନେ ଜାଣିଥିବେ କି ଆଗରୁ ଜୀବନ ଏକ ନିୟ-ମ- ଅନୁସାରେ ଚାଲୁଥିଲା ମାତ୍ର ଏବେ ଏହା ଖୁବ ଅଲଗା ହୋଇ ଗଲାଣି । ତେବେ ଆପଣ ମାନେ ଆଜି ଜାଣିବେ କେଉଁ ଦୁଇଟି ମନ୍ତ୍ର କହିବା ଦ୍ଵାରା ସକାଳେ ଆପଣଙ୍କ ଦିନ ଥିବ ଖୁବ ଭଲ ବିତିବ । ଆସନ୍ତୁ ଆମେ ଆପଣଙ୍କୁ ଆଜି କହିବ ପାଇ ଯାଉଛୁ । ଆମେ ଯେଉଁ ମାନେ ଘରେ ରହିକି କିଛି କଥା ନ ଥାଇ ମଧ୍ୟ ଅସାନ୍ତି ଅନୁଭବ କରିଥାଉ ।

ତାହଲେ ଆମେ ନିଶ୍ଚିତ ଭାବେ କିଛି ନା କିଛି ଉପାୟ ଚି-ନ୍ତା କରିଥାଉ ଏଥିରୁ ବଞ୍ଚିବା ପାଇଁ । ଆପଣ ମାନଙ୍କୁ ଆମେ କହି ରଖୁଚୁ କି ସକାଳ ସମୟରେ ନିଜ କାମ ସାରି ପ୍ରଥମେ ପୂଜା କରିବା କଥା । ଏହା ପରେ ଆପଣ ନିଜ କର୍ମ ରେ ଯିବା କଥା । ଯେଉଁ ମାନେ ପୂଜା କରିବା କୁ ଭଲ ପାନ୍ତି ନି ସେମାନେ ମଧ୍ୟ ଭଗବାନ ଙ୍କ କୃପା ପାଇ ପାରିବେ । ସେମାନେ କେବଳ ଦୁଇଟି ମନ୍ତ୍ର ଦ୍ଵାରା ଖୁବ ଲାଭବାନ ପାଇବେ ।

ଯେଉଁ ମାନେ ଛୋଟ ପିଲା ଅଛନ୍ତି ସେମାନେ ଓ ଘରେ ଥିବା ମହିଳା ମାନେ ମଧ୍ୟ ଏହାକୁ ଜପ କରି ପାରିବେ ସକାଳ ସମୟରେ । ସକାଳ ଜୀବନର ଆରମ୍ଭ ହୋଇ ଥାଏ ଆପଣ ସକାଳୁ ଉଠିକି ପ୍ରଥମେ ପାଦ ତଳେ ରଖିବା ଆଗରୁ ମା ଭୂମି ମାତା ଙ୍କୁ ପ୍ରଣାମ କରି ନିଅନ୍ତୁ । ଏହା ପରେ ଆପଣ ନିଶ୍ଚିତ ଭାବେ ପାଦ ତଳେ ରାଖୀ ଆଖି ବନ୍ଦ କରି ନିଅନ୍ତୁ ଓ “ଓଁ ଜୂଂ ସଃ” ମନ୍ତ୍ର ଜପ କରନ୍ତୁ । ଏହା ହେଉଛି ମ-ହା-ମୃ-ତ୍ୟୁ-ଜ-ୟ ର ଲ-ଘୁ ମନ୍ତ୍ର । ଏହି ମନ୍ତ୍ର ଶିବ ଜି ଙ୍କର ମନ୍ତ୍ର ଅଟେ ।

ଆପଣ ଏହା ସହ ଆଉ ଏକ ମାତ୍ର ମଧ୍ୟ ଜପ ଅକରିଲେ ଏହା ଆପଣଙ୍କୁ ଖୁବ ଭଲ ପରିଣାମ ଦେବେ । ଏହା ସହ ଆପଣ ସକାଳେ ଆଉ ଏକ ମନ୍ତ୍ର ମଧ୍ୟ ଜପ କରିବେ । ଏହା ହେଉଛି “କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ବତୀ କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କରଦର୍ଶନ ” ଏହି ମନ୍ତ୍ର ର ମାନେ ହେଉଛି କି ଆପଣ ଙ୍କ କର ଆଗରେ ମା ଲକ୍ଷ୍ମୀ ଅଛନ୍ତି ଓ କରମଧ୍ୟରେ ସରସ୍ଵତୀ ମା ଅଛନ୍ତି ।

କର ମୂଳରେ ଗୋବିନ୍ଦ ଅଛନ୍ତି ଓ ପ୍ରଭାତ ତାଙ୍କୁ ଦର୍ଶନ କରିବା ଶୁଭ ଅଟେ । ଏହାକୁ ସବୁଦିନ କରିବା ଦ୍ଵାରା ଆପଣଙ୍କ ପ୍ରତେକ ଦିନର ବିଗିଡି ଯାଉଥିବା କାମ ଶୁଭ ହୋଇ ପାରେ । ଆପଣ ଏହାକୁ କରିବା ଦ୍ଵାରା ମାନଶୀକ ଶାନ୍ତି ମଧ୍ୟ ପାଇ ପାରିବେ । ଯେଉଁ ମାନଙ୍କ ପାଖରେ ପୂଜା କରିବା ପାଇଁ ସମୟ ନାହିନ ସେମାନଙ୍କ ପାଇଁ ଏହା ଖୁବ ଭଲ ଅଟେ । ଆପଣଙ୍କ ପରିବାର ରେ ମଧ୍ୟ ଖୁବ ଭଲ ରହିବ ପରିବେଶ ।

Leave a Reply

Your email address will not be published. Required fields are marked *