ବାହାଘର ପରେ ବାପଘରୁ ଶାଶୁ ଘରକୁ ଭୁଲରେ ବି ନିଅନ୍ତୁ ନାହିନ ଏହି 2ଟି ଜିନିଷ, ହୋଇଥାଏ ଅନର୍ଥ… ବିବାହିତ ମହିଳା ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, କୁହାଯାଏ ଦୁହିତା ଦୁଇ କୁଳକୁ ହିତା । ଅର୍ଥ ଗୋଟିଏ ଝିଅ ବାହାଘର ପୂର୍ବରୁ ବାପଘର ବିଷୟରେ ଚିନ୍ତା କରିଥାଏ ଏବଂ ବାହାଘର ପରେ ଶାଶୁ ଘର ଲୋକଙ୍କ ବିଷୟରେ ଚିନ୍ତା କରିଥାଏ । ତେବେ ବାହାଘର ପରେ ନିଜ ବାପଘରୁ କେଉଁ ଜିନିଷ ଶାଶୁ ଘରକୁ ନେଇଯିବା ଉଚିତ ନୁହେଁ । ଯାହାଫଳରେ ଘୋର ଅନର୍ଥ ହୋଇପାରେ ଜୀବନରେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ ଭାବରେ ।

ଶାସ୍ତ୍ର ଅନୁସାରେ ଝିଅ ମାନେ ହେଉଛନ୍ତି ଘରର ଲକ୍ଷ୍ମୀ । ଭଗବାନ ଗଣେଶ ଏବଂ ମା ଲକ୍ଷ୍ମୀଙ୍କ ଏକା ସହିତ ରହିବା ଧନ ଆଗମନର ସଙ୍କେତ ହୋଇଥାଏ । ତେଣୁ ଯଦି ଆପଣ ଘରୁ ବିଦା ହେଉଥିବା ଝିଅକୁ ଲକ୍ଷ୍ମୀ ଓ ଗଣେଶଙ୍କ ଉପହାର ଦେଇଦେବେ ତେବେ ଝିଅର ବାପଘରେ ଧନର ହାନୀ ହୋଇଥାଏ ।  ଏବଂ ସ୍ଵାମୀ ଉପରେ ବିପଦ ମାଡି ଆସିଥାଏ । ଏହାଦ୍ବାରା ସିଏ ଯିବା  ସମୟରେ ଘରର ସୁଖ ସମୃଦ୍ଧି ସାଙ୍ଗରେ ନେଇଯାଇଥାଏ ।

ତେଣୁ କେବେ ବି ଝିଅକୁ ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଦେବା ଉଚିତ ହୋଇନଥାଏ । କିନ୍ତୁ ଲୋକ ଅଛନ୍ତି ଏହି କଥାକୁ ନ ଜାଣି ଝିଅକୁ ଉପହାର ସ୍ୱରୂପ ଗଣେଶଙ୍କ ମୂର୍ତ୍ତି ଓ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଦେଇସାରିଛନ୍ତି । ଯାହାଫଳରେ ଘରେ ଅଭାବ ଅନାଟନ ଲାଗିରହିଛି । ଦେହ ଅସୁସ୍ତ ରହୁଛି । ତେବେ ଏହି ସମୟର କଣ କରିବା ଉଚିତ ଜାଣନ୍ତୁ । କେମିତି ଏହି ଭୁଲ କୁ ସୁଧାରିବେ ।

ଏହି ସମୟରେ ଆପଣ ନିଜ ଝିଅଙ୍କୁ ଉପହାର ଦେଇଥିବା ସେହି ଗଣେଶଙ୍କ ମୂର୍ତ୍ତି ନିଜ ଘରକୁ ପୁଣି ଫେରାଇ ଆଣନ୍ତୁ । ଏହା ଅତ୍ୟନ୍ତ ଶୁଭ ରହିବା ଆପଣଙ୍କ ପାଇଁ । ଘରର ଝିଅ ଯଦି ପୁଣି ସେହି ମୂର୍ତ୍ତିକୁ ଉପହାର ସ୍ୱରୂପ ଆପଣଙ୍କୁ ଦେବ ତେବେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବା ସହ ସୁଖ ଶାନ୍ତି ଲାଗି ରହିବ । ଯଦି  ଆପଣ ଗଣେଶଙ୍କ ମୂର୍ତ୍ତି ଘରକୁ ଅଣୁଛନ୍ତି ତେବେ ଧ୍ୟାନ ରଖନ୍ତୁ କି ତାଙ୍କ ଶୁଣ୍ଢ ଡାହାଣ ପଟକୁ ହୋଇଥିବା ଦରକାର ।

ଯଦି ଆପଣ ଝିଅକୁ ଗଣେଶଙ୍କ ମୂର୍ତ୍ତି ନ ଦେଇ ଫଟୋ ଦେବାକୁ ଚାହୁଁଛନ୍ତି ତେବେ ଧ୍ୟାନ ରଖନ୍ତୁ ଆପଣଙ୍କୁ ଗଣେଶଙ୍କର ୧୮ ଇଞ୍ଚରୁ କମ ଉଚ୍ଛତା ଫଟୋ ଦେବା ଉଚିତ ନୁହେଁ । ଗଣେଶଙ୍କର ଖଣ୍ଡିତ ମୂର୍ତ୍ତି ଘରେ ଯଦି ବି ଆପଣ ସଜେଇବା ଯୋଡି ରଖିଛନ୍ତି ବି ତେବେ ଭୁଲରେ ମଧ୍ୟ ସେହି ମୂର୍ତ୍ତିରେ କେବେ ପୂଜା କରନ୍ତୁ ନାହିଁ ।

ସବୁବେଳେ ଧ୍ୟାନରେ ରଖନ୍ତୁ କି ଲକ୍ଷ୍ମୀ ଗଣେଶଙ୍କ ମୂର୍ତ୍ତି କେବେ ହେଲେ ମଧ୍ୟ ବିବାହିତା ଝିଅକୁ ବାପା ମା ଉପହାର ଦେବା ଉଚିତ ହୋଇନଥାଏ । ଏହି କଥାକୁ ନିଶ୍ଚୟ ଧ୍ୟାନରେ ରଖନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *