Bahubali ଫିଲ୍ମ ର କାଳକେୟଙ୍କ ସ୍ତ୍ରୀ ଦେଖିବା ପାଇଁ ଏତେ ସୁନ୍ଦର କି ଦେଖିଲେ ଥରେ ନଜର ହଟେଇ ପାରିବେନି

ସାଙ୍ଗମାନେ ଆପଣ ମାନେ ୨୦୧୫ ରେ ଆସିଥିବା ବାହୁବଳୀ ଦି ବିଗନିଙ୍ଗ ତ ଆପଣ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମ କୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମ ବ୍ଲକ ବ୍ଳାଷ୍ଟର ପ୍ରମାଣିତ ହୋଇଥିଲା । ଏହି ଫିଲ୍ମ ରେ ସବୁ କଳାକାର ନିଜ ଚରିତ୍ରକୁ ବହୁତ ଭଲ ଭାବେ କରିଥିଲେ ଓ ଏହି ଫିଲ୍ମ ରେ ଅଭିନୟ କରିବା ପରେ ସେହି କଳାମାନେ ବହୁତ ଫେମସ ବି ହୋଇ ଯାଇଥିଲେ । ଏକ ଏମିତି ହିଁ ଦମଦାର କ୍ୟାରେକ୍ଟର ଥିଲା କାଳକେୟ ରାଜାର ଯାହାକୁ ଫିଲ୍ମ ରେ ନେଗେଟିଭ ରୋଲ କରୁଥିବାର ଦେଖା ଯାଇଥିଲା ।

କିନ୍ତୁ ଫିଲ୍ମ ବାହୁବଳୀରେ କାଳକେୟ ର ଚରିତ୍ର କରିଥିବା ଏହି ଅଭିନେତା ଏବେ କେଉଁଠି ଅଛନ୍ତି, କଣ କରୁଛନ୍ତି ଓ କେମିତି ଦେଖା ଯାଆନ୍ତି ? ଯଦି ଆପଣ ବି ତାଙ୍କ ବିଷୟରେ ଜାଣିବାକୁ ଚାହାନ୍ତି ତେବେ ଏହାକୁ ସଂପୂର୍ଣ୍ଣ ପଢନ୍ତୁ । ହିନ୍ଦୀ ଫିଲ୍ମ ବାହୁବଳୀରେ କାଳକେୟ ଚରିତ୍ରରେ ଜବରଦସ୍ତ ଅଭିନୟ କରିଥିବା ଅଭିନେତାଙ୍କ ନାମ ରିୟଲ ଲାଇଫ ରେ ପ୍ରଭାକର ଅଟେ ଯାହାଙ୍କୁ ପ୍ରଭୁ କହି ସମସ୍ତେ ଡାକିଥାନ୍ତି ।

ସେ ସାଉଥ ଇଣ୍ଡିଆନ ଫିଲ୍ମ ଅତିଥିରୁ ରୁ ନିଜର ଫିଲ୍ମ କ୍ଯାରିୟର ଆରମ୍ଭ କରିଥିଲେ । ସେହି ଫିଲ୍ମ ୨୦୦୭ ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ରେ ସେ ଖଳନାୟକ ର ଏକ ଛୋଟ ଭୂମିକା କରିଥିଲେ । ଏହି ଫିଲ୍ମ ମହେଶ ବାବୁଙ୍କ ଦ୍ଵାରା ନିର୍ମିତ ହୋଇଥିଲା ଓ ସୁରେନ୍ଦ୍ର ସେଟ୍ଟୀ ଏହି ଫିଲ୍ମ କୁ ପ୍ରଡ୍ୟୁସ କରିଥିଲେ । କିନ୍ତୁ ତାଙ୍କ କ୍ଯାରିୟର କୁ ଏକ ନୂଆ ପରିଚୟ ମିଳିଲା ଫିଲ୍ମ ସୁଦାରମୁନା ରୁ । ଯାହାର ଡାଇରେକ୍ଟର ଥିଲେ ଏସଏସ ରାଜାମୌଲି ।

ଯଦି କଥା ହେବା ଏହି ଦମଦାର ଅଭିନେତାଙ୍କ ପର୍ଶନାଲ ଲାଇଫ ବିଷୟରେ ତ ସେ ରାଜଲକ୍ଷ୍ମୀ ଙ୍କୁ ବିବାହ କରିଛନ୍ତି । ସେ ଦେଖିବା ପାଇଁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ତାଙ୍କର ପତ୍ନୀ ଜଣେ ଗୃହିଣୀ ଅଟନ୍ତି ଓ ସେ ଘରେ ରହି ପିଲାମାନଙ୍କର ଦେଖାଶୁଣା କରନ୍ତି । ଆପଣଙ୍କୁ କହିଦେଉଛୁ କି ପ୍ରଭାକର ଓ ତାଙ୍କର ପତ୍ନୀ ବହୁତ ସାଧାରଣ ଜୀବନ ଯାପନ କରନ୍ତି ।

ଏହି ବିବାହରେ ତାଙ୍କୁ ୨ ଟି ପୁଅ ଅଛନ୍ତି । ଯାହାଙ୍କ ନାମ ଶ୍ରୀରାମ ରାଜାମୌଲି ଓ ରୀତିକ ପ୍ରୀତମ ଅଟେ । ଆପଣଙ୍କୁ କହି ଦେଉଛୁ କି ପ୍ରଭାକର ନିଜ ପୁଅ ଶ୍ରୀରାମ ରାଜାମୌଲି ର ନାମ ଡାଇରେକ୍ଟର ଏସଏସ ରାଜାମୌଲି ଙ୍କ ଠାରୁ ଇନ୍ସପାୟାର ହେଇ ରଖିଥିଲେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *