ଆଜି ବହୁତ ବଦଳି ଯାଇଛନ୍ତି TV ସିରିଏଲ ‘ସପନା ବାବୁଲ କା ବିଦାଇ’ ରୁ ଫେମସ ହୋଇଥିବା ଏହି ଦୁଇ Actress, ଯାହାଙ୍କୁ ଆଜି ଚିହ୍ନିବା ବି ମୁସ୍କିଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ନିଶ୍ଚୟ ଦେଖିଥିବେ । ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ହିନ୍ଦୀ ସିରିଏଲ ବିଷୟରେ କହିବାକୁ ଯାଉଛୁ ଯାହା ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିଲା, ବନ୍ଧୁଗଣ ଏହି ସିରିଏଲର ନାମ ହେଉଛି ‘ବିଦାଇ’ । ଏହି ସିରିଏଲଟି ଦୁଇଟି ଭଉଣୀଙ୍କ ଉପରେ ଆଧାରିତ ଥିଲା । ଏହି ସିରିଏଲରେ ଗୋଟେ ଭଉଣୀର ଚେହେରା ରଙ୍ଗ ଗୋରା ଥିଲା ଓ ଅନ୍ୟର ଶ୍ୟାମଳ ରଙ୍ଗ । ଯାହା ଫଳରେ ଶ୍ୟାମଳ ରଙ୍ଗର ଝିଅକୁ ସମାଜରେ ବହୁତ ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥିଲା ।

ଏହି ସିରିଏଲଟି ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ସିରିଏଲରେ ମୁଖ୍ୟ ଦୁଇଜଣ ଅଭିନେତ୍ରୀ ସାବନା ଓ ରାଗିଣୀର ଭୂମିକାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ଏହି ଦୁଇଜଣ ଅଭିନେତ୍ରୀଙ୍କ ଲୋକପ୍ରିୟତା ସେହି ସମୟରେ ବହୁତ ଅଧିକ ବଢିଯାଇଥିଲା । ଯାହା ଫଳରେ ଏହି ଦୁଇଜଣ ଅଭିନେତ୍ରୀ ହୋଇ ଯାଇଥିଲେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଏହି ଦୁଇଜଣ ଅଭିନେତ୍ରୀ ବର୍ତ୍ତମାନ କେଉଁଠି ଅଛନ୍ତି, କଣ କରୁଛନ୍ତି ଓ କେମିତି ଦେଖାଯାଉଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଦୁଇଜଣ ଅଭିନେତ୍ରୀଙ୍କ ବିଷୟରେ ।

ସରା ଖାନ- ସିରିଏଲ ‘ବିଦାଇ’ରେ ସାବନାଙ୍କ ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ସାରା ଖାନ । ସାରାଙ୍କ ଜନ୍ମ ୬ ଅଗଷ୍ଟ ୧୯୮୯ରେ ଭୋପାଳରେ ହୋଇଥିଲା । ସେ ନିଜର ପାଠ ପଢା ଭୋପାଳରେ ପୂରଣ କରିଥିଲେ । ସେ ନିଜ ଅଭିନୟ କାରିୟରର ଆରମ୍ଭ ‘ବିଦାଇ’ ସିରିଏଲରୁ କରିଥିଲେ । ଏହି ସିରିଏଲରୁ ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ ଓ ଅନ୍ୟ କେତେକ ସିରିଏଲରେ କାମ କରିବାର ମଉକା ପାଇଥିଲେ ।

ଏହାପରେ ସେ ବହୁତ ଫେମସ ସିରିଏଲରେ କାମ କରି ଲୋକପ୍ରିୟତା ହାସଲ କରିଥିଲେ । ଏହା ସହିତ ସେ ଫିଲ୍ମ ‘ହମାରି ଅଧୁରୀ କାହାନି’ରେ ମଧ୍ୟ ଅଭିନୟ କରିଥିଲେ । ସାରା ଖାନ ବର୍ତ୍ତମାନ ବହୁତ ବଦଳି ଯାଇଛନ୍ତି । କାରଣ ସାରା ନିଜର ଲିପ୍ସ ସର୍ଜରୀ କରିଥିଲେ । ଯାହା ଫଳରେ ତାଙ୍କର ଲିପ୍ସ ଖରାପ ହୋଇ ଯାଇଥିଲା । ହେଲେ ବର୍ତ୍ତମାନ ତାଙ୍କ ଲିପ୍ସ ଠିକ ହୋଇସାରିଛି ଓ ସେ ବହୁତ ସୁନ୍ଦର ନଜର ଆସୁଛନ୍ତି, କିନ୍ତୁ ସେ ଟିଭି ଇଣ୍ଡଷ୍ଟ୍ରିରୁ ଦୂରରେ ରହୁଛନ୍ତି । ସେ ବର୍ତ୍ତମାନ ମଧ୍ୟ ଶିଂଗଲ ଅଛନ୍ତି ।

ପାରୁଲ ଚୌହାନ- ବନ୍ଧୁଗଣ ଏହି ସିରିଏଲରେ ରାଗିଣୀର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ପାରୁଲ ଚୌହାନ । ପାରୁଲଙ୍କ ଜନ୍ମ ୧୯ ମାର୍ଚ ୧୯୮୮ରେ ଉତ୍ତର ପ୍ରଦେଶରେ ହୋଇଥିଲା । ସେ ନିଜ ଟେଲିଭିଜନ କାରିୟରର ଆରମ୍ଭ ୨୦୦୩ ରେ ଆସିଥିବା ସିରିଏଲ ‘କହିଁ ତୋ ହୋଗା’ରୁ କରିଥିଲେ । ଏହା ପରେ ସେ ‘ବିଦାଇ’ ସିରିଏଲ କରି ଫେମସ ହୋଇ ଯାଇଥିଲେ ।

ଏହି ସିରିଏଲ ପରେ ସେ ‘ମେରି ଆସିକି ତୁମସେ ହି, ରିସ୍ତୋ କି ବଡି ପ୍ରଥା, ୟେ ରିସତା କ୍ୟା କେହେଲାତା ହେ ଓ ପୁନର୍ବିବାହ ପରି ସିରିଏଲ କରିଥିଲେ । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ବହୁତ ଅଧିକ ବଦଳି ଯାଇଛନ୍ତି । ପାରୁଲ ଏହି ବିତିଯାଇଥିବା ବର୍ଷରେ ବହୁତ ଅଧିକ ବଦଳି ଯାଇଛନ୍ତି । ପୂର୍ବ ଅପେକ୍ଷା ବର୍ତ୍ତମାନ ସେ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି । ପାରୁକ ପ୍ରଡ୍ୟୁସର ଚିରାଗ ଠାକର ଙ୍କୁ ବିବାହ କରି ନେଇଛନ୍ତି ଓ ଖୁସିରେ ନିଜ ବୈବାହିକ ଜୀବନ ବିତାଉଛନ୍ତି ।

ତେବେ ଏହି ଦୁଇ ଜଣ ଆକ୍ଟ୍ରେସ ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରି ଜଣାଇବେ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *