ଏହି ୪ ଟି ନାମର ଝିଅଙ୍କୁ ମିଳିଥାଏ ସବୁଠାରୁ ହ୍ୟାଣ୍ଡସମ ସ୍ଵାମୀ- Jyotish Shastra

ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ଝିଅ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । ଏହି ଦୁନିଆର ସମସ୍ତ ଝିଅଙ୍କ ପାଇଁ ବିବାହ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଏହି ଦୁନିଆର ସମସ୍ତ ଝିଅ ମାନେ ଏକ ସୁନ୍ଦର ଓ ଯତ୍ନବାନ ସ୍ଵାମୀ ପାଇବା ପାଇଁ ଇଛା କରିଥାନ୍ତି । ସମସ୍ତ ଝିଅ ଇଛା କରନ୍ତି ଯେ, ତାଙ୍କ ସ୍ଵାମୀ ତାଙ୍କୁ ବହୁତ ପ୍ରେମ କରୁ ଓ ତାଙ୍କ ଯତ୍ନ ନେଉ । ହେଲେ ବନ୍ଧୁଗଣ ସମସ୍ତ ଝିଅଙ୍କ ଭାଗ୍ୟରେ ଏହିପରି ସ୍ଵାମୀ ନଥାନ୍ତି ।

ହେଲେ ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ଝିଅ ଅଛନ୍ତି ଯେଉଁ ମାନଙ୍କୁ ତାଙ୍କ ମନ ମୁତାବକ ସ୍ଵାମୀ ମିଳିଥାନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହି ଝିଅ ମାନଙ୍କ ବିଷୟରେ ।

M ନାମର ଝିଅ ମାନେ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି M ନାମର ଝିଅ ମାନେ । ଯେଉଁ ଝିଅ ମାନଙ୍କ ନାମର ପ୍ରଥମ ଅକ୍ଷର Mରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ବହୁତ ସୁନ୍ଦର ସ୍ଵାମୀ ମିଳିଥାଏ । ଏମାନଙ୍କ ସ୍ଵାମୀ ସୁନ୍ଦର ହେବା ସହ ବହୁତ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି । ଏମାନଙ୍କ ସ୍ଵାମୀ ନିଜ ସ୍ତ୍ରୀର ସମସ୍ତ ଇଛାକୁ ପୂରଣ କରିଥାନ୍ତି ଓ ବହୁତ ଯତ୍ନରେ ମଧ୍ୟ ରଖିଥାନ୍ତି । ଏହି ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଝିଅ ମାନଙ୍କ ସ୍ଵାମୀ ଅଧିକାଂଶ ସରକାରୀ କର୍ମଚାରୀ ହୋଇଥାନ୍ତି ।

S ନାମର ଝିଅ ମାନେ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି S ନାମର ଝିଅ ମାନେ । ଯେଉଁ ଝିଅ ମାନଙ୍କ ନାମର ଆରମ୍ଭ S ଅକ୍ଷରରୁ ହୋଇଥାଏ ସେହି ଝିଅ ମାନଙ୍କୁ ବହୁତ ହ୍ୟାଣ୍ଡସମ ସ୍ଵାମୀ ମିଳିଥାଏ । ଏମାନଙ୍କ ସ୍ଵାମୀ ଏମାନଙ୍କର ସମସ୍ତ କଥାକୁ ମାନି ଥାନ୍ତି ଓ ଏମାନଙ୍କୁ କେବେହେଲେ ଦୁଃଖ ଦିଅନ୍ତି ନାହିଁ । ଏମାନଙ୍କ ସ୍ଵାମୀ ଏମାନଙ୍କର ସମସ୍ତ ଇଛାକୁ ପୂରଣ କରିବା ସହ ଏମାନଙ୍କୁ ବହୁତ ସମ୍ମାନ କରନ୍ତି ।

P ନାମର ଝିଅମାନେ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି P ନାମର ଝିଅମାନେ । ଯେଉଁ ଝିଅ ମାନଙ୍କ ନାମର ପ୍ରଥମ ଅକ୍ଷର P ନାମରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କାରଣ ଏହି ଝିଅ ମାନଙ୍କୁ ବହୁତ ହ୍ୟାଣ୍ଡସମ ସ୍ଵାମୀ ମିଇବା ସହ ବହୁତ ବୁଦ୍ଧିମାନ ସ୍ଵାମୀ ମିଳିଥାନ୍ତି । ଏହି ଝିଅ ମାନଙ୍କୁ ତାଙ୍କ ସ୍ଵାମୀ ମାନେ ସାମସ୍ତା ପ୍ରକାରର ସୁଖ ଦେଇଥାନ୍ତି ଓ ଏମାନଙ୍କର ସମସ୍ତ ଇଛାକୁ ପୂରଣ ମଧ୍ୟ କରିଥାନ୍ତି ।

A ନାମର ଝିଅମାନେ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି A ନାମର ଝିଅ ମାନେ । ଯେଉଁ ଝିଅ ମାନଙ୍କ ନାମର ପ୍ରଥମ ଅକ୍ଷର Aରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନଙ୍କୁ ବହୁତ ହ୍ୟାଣ୍ଡସମ ଓ ଯତ୍ନବାନ ସ୍ଵାମୀ ମିଳିଥାଏ । ଏମାନଙ୍କ ସ୍ଵାମୀ ଏମାନଙ୍କୁ ବହୁତ ପ୍ରେମ କରନ୍ତି ଓ କୌଣସି ଜିନିଷର ଅଭାବ ରଖନ୍ତି ନାହିଁ । ଏହି ଝିଅ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯାହାଫଳରେ ଏମାନଙ୍କୁ ବହୁତ ଗୁଣବାନ ସ୍ଵାମୀ ମିଳିଥାଏ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *