ବହୁତ ସୁନ୍ଦର ହୋଇଥାନ୍ତି ଏହି 4ଟି ନାମର ଝିଅ- Jyotisha Shastra

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ଯକ୍ତିର ନାମରୁ ତାର ସ୍ଵଭାବ, ଜୀବନ ବିଷୟରେ ଅନେକ କିଛି ଜଣା ପଡିଥାଏ । ଏମିତି ମାନାଯାଏ କୌଣସି ଅକ୍ଷର ସହ ଗ୍ରହ ମାନଙ୍କର ସମ୍ପର୍କ ରହିଥାଏ । ଆଜି ଆମେ ଆପଣଙ୍କୁ ଏମିତି ୪ ଟି ଝିଅ ମାନଙ୍କର ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ଦିୱାନା ହୋଇଥାନ୍ତି ପୁଅ ମାନେ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସାଥୀଙ୍କୁ ବହୁତ ଭଲ ପାଇଅଥାନ୍ତି  ଦେଖିବାକୁ ଖୁବ ସୁନ୍ଦର ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- K ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ଆକର୍ଷିତ ହୋଇଥାନ୍ତି । ଏମାନେ ନିଜ ସ୍ଵଭାବରେ କାହାର ବି ହୃଦୟ ଜିଣି ନେଇଥାନ୍ତି । ଏମାନେ ଯେବେ ବି କାହାକୁ ଭଲ ପାଇଥାନ୍ତି ତାଙ୍କ ପ୍ରତି ପୁରା ସମର୍ପିତ ରହିଥାନ୍ତି । ଏମାନେ ପ୍ରେମ ମାମଲାରେ ବହୁତ ବିଶ୍ଵସ୍ତ ହୋଇଥାନ୍ତି । ପୁଅ ମାନେ ଏହି ନାମର ଝିଅଙ୍କ ପ୍ରତି ବହୁତ ଜଲ୍ଦି ଆକର୍ଷିତ ହୋଇଥାନ୍ତି ।

୨- P ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମର ପ୍ରଥମ ଅକ୍ଷର P ହୋଇଥାଏ ସେମାନେ ଶାନ୍ତ ସ୍ବଭାବର ହୋଇଥାନ୍ତି । ଅନ୍ୟ ଝିଅ ମାନଙ୍କ ଅପେକ୍ଷା ଏମାନଙ୍କର ସ୍ଵଭାବ ଅଲଗା ହୋଇଥାଏ । ଏମାନଙ୍କର ଅନ୍ଦାଜ ପାଇଁ ପୁଅ ମାନେ ବହୁତ ଜଲ୍ଦି ଆକର୍ଷିତ ହୋଇଥାନ୍ତି । ଏମାନେ ନିଜ ସାଥୀଙ୍କୁ ବହୁତ ଭଲ ହୋଇଥାନ୍ତି ଓ ତାଙ୍କର ପ୍ରତେକ ଟି ଖୁସି ର ଧ୍ୟାନ ମଧ୍ୟ ରଖିଥାନ୍ତି ।

୩- R ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜ ସାଥୀଙ୍କୁ ଖୁସି କରିବା ପାଇଁ ବହୁତ କିଛି କରିଥାନ୍ତି । ଜ୍ଯୋତିଷ ଶସ୍ତ୍ର ଅନୁଯାୟୀ ଏହି ରାଶିର ଝିଅ ମାନଙ୍କ ପ୍ରତି ପୁଅ ମାନେ ଜଲ୍ଦି ଆକର୍ଷିତ ହୋଇଥାନ୍ତି । ଏମାନେ ନିଜ ସମ୍ପର୍କ କୁ ପୁରା ଇମାନନ୍ଦାରୀ ସହକାରେ ନିଭାଇଥାନ୍ତି ।

୪- S ନାମର ଝିଅ ମାନେ : ଏହି ନାମରୁ ଆରମ୍ଭ ହୋଇଥିବା ଝିଅ ମାନେ ଏମାନେ ନିଜ ଜୀବନ ସାଥୀଙ୍କୁ ବହୁତ ଅଧିକା ଭଲ ପାଇଥାନ୍ତି । ଏମାନେ ପ୍ରତେକ ସ୍ଥିତି ରେ ନିଜ ସାଥିଙ୍କର ସାଥ ଦେଇଥାନ୍ତି । ଏମାନେ ଜୀବନ ସାରା ସ୍ଵାମୀ ଙ୍କ ନିସ୍ଵାର୍ଥପର ଭାବରେ ସେବା କରିଥାନ୍ତି ।

ଏମାନଙ୍କର କେୟାରିଙ୍ଗ ସ୍ଵଭାବ ପୁଅ ମାନଙ୍କୁ ଅଧିକ ଆକର୍ଷିତ କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *