2023 ନବବର୍ଷ ଏହି 7ଟି ରାଶି ହେବେ ମାଲାମାଲ, 5ଟି ରାଶି ରୁହନ୍ତୁ ସାବଧାନ !

ବନ୍ଧୁଗଣ ଆପଣଙ୍କୁ ଇଂରାଜୀ ନବବର୍ଷ ୨୦୨୩ ର ଅନେକ ଅନେକ ଶୁଭକାମନା । ଆପଣ ନିରୋଗୀ ରୁହନ୍ତୁ । ଆପଣଙ୍କ ପାଇଁ ଏହି ବର୍ଷ ଅନୁକୂଳ ହେଉ । ପ୍ରତେକଟି କ୍ଷେତ୍ରରେ ଆପଣ ବିଜୟ ଲାଭ କରନ୍ତୁ । ତେବେ ସରିଯାଉଛି ୨୦୨୨ ବର୍ଷ ଆସୁଛି ୨୦୨୩ ବର୍ଷ । ଭଗବାନ ଶନିଦେବ ଓ ଦେବଗୁରୁ ବୃହସ୍ପତିଙ୍କ କୃପା ଦ୍ରୁଷ୍ଟିରୁ କିଛି ରାଶିଙ୍କ ଜୀବନରେ ବହୁତ କିଛି ପାଇବାକୁ ଯାଉଛନ୍ତି । ୨୦୨୩ ରୁ ୨୦୨୫ ଯାଏଁ ଶନିଦେବ ଓ ବୃହସ୍ପତି କରିବେ ଏହି ରାଶିକୁ ମାଲାମାଲ । ତେବେ ସେହି ରାଶି ଗୁଡିକ କଣ ଓ ସେମାନଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି ଆସନ୍ତୁ ଜାଣିବା ବିସ୍ତାର ଭାବେ ।

ମେଷ ରାଶି : ଶନିଦେବ ଆପଣଙ୍କର ରାଶିରେ ଏକାଦଶ ଘରକୁ ଗୋଚର କରିବେ ୩୦ ବର୍ଷ ପରେ । ଆପଣଙ୍କ ଫାଇନାନ୍ସକୁ ନେଇ ଭଲ ରହିବ । ଆପଣ କିଛି ଦିନରୁ କିଛି ବଡ କରିବାକୁ ଚାହୁଁଥିଲେ ଆପଣଙ୍କର ଧନର ଯୋଗ ରହୁଛି । ଇନକମ ପାଇଁ ଏହି ୨ ବର୍ଷ ବହୁତ ଭଲ ରହିବ ।

ମିଥୁନ ରାଶି : ଏହି ସମୟରେ ଆପଣଙ୍କର ଯେଉଁ ଅସୁବିଧା ଥିଲା ତାହା ଦୂର ହେବ । ଶନି ଆପଣଙ୍କର ଭାଗ୍ୟ ସ୍ଥାନରେ ୩୦ ବର୍ଷ ପରେ ଗୋଚର କରିବେ । ୨୦୨୩ ରୁ ୨୦୨୫ ମଧ୍ୟରେ ଆପଣ ଯାହା କରିବାକୁ ଚାହୁଁଛନ୍ତି ଅତ୍ୟନ୍ତ ଶୁଭ ରହିବ ।

ସିଂହ ରାଶି : ଆପଣଙ୍କ ଜୀବନରେ ଦୀର୍ଘ ୩୦ ବର୍ଷ ପରେ ଶନି ସପ୍ତମ ଭାବରେ ଗିଚାର କରିବେ । ଯାହା ଫଳରେ ଆପଣଙ୍କର ଦୈନିକ ଇନକମରେ ବୃଦ୍ଧି ହେବ । ବିବାହ ହେବାର ସମ୍ଭାବନା ରହିଛି । ବିବାହ ପରେ ଆପଣଙ୍କର ଭାଗ୍ୟ ଖୋଲିଯିବ । ୨୦୨୩ରୁ ୨୦୨୫ ମଧ୍ୟରେ ବହୁତ କିଛି ପାଇବାକୁ ଯାଉଛନ୍ତି ।

ତୁଳା ରାଶି : ଆପଣଙ୍କ ରାଶିରେ ଶନି ପଞ୍ଚମ ଭାବରେ ଗୋଚର କରିବେ ୩୦ ବର୍ଷ ପରେ । ଏହି ଶୁଭ ସମୟ କାରଣରୁ ସନ୍ତାନ ପକ୍ଷରୁ ଶୁଭ ଖବର ପ୍ରାପ୍ତ ହେବ । ଫାଇନାନ୍ସ କ୍ଷେତ୍ରରେ ଫାଇଦା ଅଧିକ ହେବ । ଯାହା ଫଳରେ ଆର୍ଥିକ ସ୍ଥିତି ଦୃଢ ରହିବ ।

ବିଛା ରାଶି : ଆପଣଙ୍କ ରାଶିରେ ଶନିଦେବ ଚତୁର୍ଥ ଘରେ ଗୋଚର କରିବେ ଓ ବନାଉଛନ୍ତି ରାଜଯୋଗ । ସମ୍ପତିକୁ ନେଇ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ଶୁଭ ରହିଛି । ଫାଇନାନ୍ସ କ୍ଷେତ୍ରରେ ଅଧିକ ଫାଇଦା ପାଇବେ ।

ଧନୁ ରାଶି : ଆପଣଙ୍କର ସାଢେ ଷାତି ଶେଷ ହୋଇ ଶନିଦେବ ଆପଣଙ୍କର ତୃତୀୟ ଘରେ ଗୋଚର କରିବେ । ଘର ପରିବାରରେ, ବ୍ୟାପାର, ଚାକିରିକୁ ନେଇ ଯେଉଁ ସମସ୍ଯା ରହିଥିଲା ତାହା ଦୂର ହେବ । କ୍ଯାରିୟରରେ ଉଚ୍ଚ ସ୍ଥାନକୁ ଯିବେ ଯାହା ଆପଣ କେବେ ଭାବି ନାହାନ୍ତି ।

କୁମ୍ଭ ରାଶି : ଭଗବାନ ଶନି ଓ ବୃହସ୍ପତିଙ୍କ କୃପାରୁ ଆପଣ ମାଲାମାଲ ହେବାକୁ ଯାଉଛନ୍ତି । କ୍ଯାରିୟରରେ କ୍ଷେତ୍ରରେ ଥିବା ସମସ୍ଯା ଦୂର ହେବ । ବହୁତ ଦିନରୁ ଯେଉଁ କାମ ଅଟକି ରହିଛି ତାହା ପୁରା ହେବ । ଘର ପରିବାରରେ ଖୁଶିର ମାହୋଲ ରହିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *