ମା’ ଠାରୁ ଜନ୍ମ ହୁଏ ମା’ କୁ ଛୁଇଁଲେ ମରିଯାଏ ? ସେ କିଏ ? ଏହା ସହ ଆହୁରି GK Quiz

ବନ୍ଧୁଗଣ ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେ କୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସଂପୂର୍ଣ୍ଣ । ସେହି ଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ ।

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲା ମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁ ରେ ଫେଲ ହୋଇଯାଆନ୍ତି ।

ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣ ରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଗୁଡିକ ପାଠ ପଢୁଥିବା ପିଲା ମାନେ ନିଜର ଦୈନିକ ପଢା ରେ ବ୍ୟବହାର କରି ପାରିବେ । ଯାହା ସେମାନଙ୍କର ଆଗାମୀ ଦିନ ମାନଙ୍କରେ ବା ପରୀକ୍ଷା ସମୟରେ କାମରେ ଆସିବ ପାରିବ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

୧- ଏମିତି କେଉଁ ଜିନିଷ ଯାହାକୁ ଆମେ ବ୍ୟବହାର କରିବା ପୂର୍ବ ରୁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର- ଅଣ୍ଡା ।

୨- ଏମିତି କେଉଁ କାମ ଅଛି ଯାହାକୁ ପୁରୁଷ ମାନେ ଥରେ କରନ୍ତି ଓ ନାରୀ ମାନେ ସବୁ ଦିନ କରନ୍ତି ?

ଉତ୍ତର- ମଥା ରେ ସିନ୍ଦୁର ଦେବା ।

୩- କେଉଁ ବହି ଯାହା କେବେ ଛପା ଯାଇ ନାହି ?

ଉତ୍ତର- ଫେସବୁକ ।

୪- କେଉଁ ଜାଗାରେ ଜଣେ ଚାହିଁଲେ ବି ଘୁଙ୍ଗୁଡି ମାରି ପାରିବ ନାହି ?

ଉତ୍ତର- ମହାକାଶ ରେ ।

୫- ସେ କେଉଁ ଜିନିଷ ଯାହା ଆମେ ନ ଚାହିଁଲେ ବି ଆସିଥାଏ ?

ଉତ୍ତର- ମୃତ୍ୟୁ ।

୬- ଏମିତି କେଉଁ ଫଳ ଅଛି ଯିଏ ମିଠା ହେବ ସତ୍ବେ ବି ବଜାର ରେ ବିକା ଯାଏ ନାହି ?

ଉତ୍ତର- ଧର୍ଯ୍ୟ ର ଫଳ ।

୭- ମା ଠାରୁ ଜନ୍ମ ହୁଏ ମା କୁ ଛୁଇଁଲେ ମରିଯାଏ ? ସେ କିଏ ?

ଉତ୍ତର- ଲୁଣ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ । ଆଗକୁ ଆମେ ଏଭଳି ଜିକେ ନିଶ୍ଚୟ ଆପଣ ମାନଙ୍କ ପାଇଁ ନେଇ କରି ଆସିବୁ ।

Leave a Reply

Your email address will not be published. Required fields are marked *