ବୈଜ୍ଞାନିକମାନଙ୍କ ଦାବା : ଗାଧେଇବା ପୂର୍ବରୁ ଭୁଲରେ ବି କରିବା କଥା ନୁହେଁ ଏହି କାମ, ନଚେତ…

ଭାରତରେ ଏମିତି କୁହାଯାଏ କି ମଣିଷର ସବୁ ପ୍ରଶ୍ନର ଉତ୍ତର ଧାର୍ମିକ ଗ୍ରନ୍ଥରେ ମିଳି ଥାଏ । ସେଥିପାଇଁ ଯାହାକୁ ବ୍ରହ୍ମାଣ୍ଡର ବାସ୍ତବିକ ସତ୍ୟ ଜାଣିବାର ଅଛି ତେବେ ଧାର୍ମିକ ପୁସ୍ତକ ଅବଶ୍ୟ ପଢିବା ଆବଶ୍ୟକ । ଧାର୍ମିକ ଗ୍ରନ୍ଥରେ ଲେଖା ହୋଇଛି କି ଯଦି ଉଚିତ ଭାବରେ ମଣିଷ ଗାଧୋଇବ ତେବେ ତାହାର ପୁରା ଦିନ ବହୁତ ଭଲରେ କଟିବ, ଯଦି ଦିନ ଭଲ ଯିବ ତେବେ ଜୀବନରେ ସଫଳତା ମିଳିବ । ତେବେ ଆସନ୍ତୁ ଜାଣିବା ।

ଆଜି ଆମେ ଆପଣଙ୍କୁ ଗାଧେଇବାର କିଛିଟା ନିୟମ ବିଷୟରେ କହିବୁ ଯାହାକି ଆପଣ କେବେବି ଶୁଣି ନଥିବେ, ହେଲେ ଏହି ନିୟମକୁ ଶୀଘ୍ର ଉପଯୋଗ କରନ୍ତୁ ।ଭାରତୀୟ ଧର୍ମ ଗ୍ରନ୍ଥ ଅନୁଯାୟୀ ଶୋଇଥିବା ବ୍ୟକ୍ତିକୁ ଅଧମରା କୁହାଯାଏ । କାରଣ ଶୋଇଥିବା ବ୍ୟକ୍ତିର ଚାରିପାଖରେ ଯାହାବି ହୁଏ ସେ କିଛି ବି ଜାଣିପାରେ ନାହିଁ ।

ଯେମିତି କି ମରିଗଲା ପରେ ମଣିଷ ତା’ ଚାରିପାଖରେ ଯାହାବି ହୁଏ ସେ କିଛି ବି ଜାଣିପାରେ ନାହିଁ । ଧାର୍ମିକ ଗ୍ରନ୍ଥ ହିସାବରେ ମଣିଷ ଶୋଇକି ଉଠିବା ପରେ ଗାଧୋଇବା ଉଚିତ । କାରଣ କୁହାଯାଏ କି ରାତ୍ରିରେ ରାକ୍ଷସମାନେ ଚଳ ପ୍ରଚଳ କରିଥାନ୍ତି ତେଣୁ ତାଙ୍କର କିଛି ପ୍ରଭାବ ଆମ ଉପରେ ପଡିଥାଏ ଯାହାଫଳରେ ଆମେ ଆଳସ୍ୟରେ ବୁଡି ରହୁ । ସେଥିପାଇଁ ଆମକୁ ଶୋଇକି ଉଠିଲା ପରେ ଗାଧୋଇବା ଉଚିତ ।

ଆଜି କାଲିର ଦୁନିଆରେ ମଣିଷ ପଇସା ପଛରେ ଧାଇଁ ଥାଏ । ପରିବେଶରେ ପ୍ରଦୂଷିତ ଜୀବାଣୁ ତା’ ଶରୀରରେ ନକରାତ୍ମକ ପ୍ରଭାବ ପକାଇଥାନ୍ତି ଯାହା ଦ୍ଵାରା ରୋଗ ହେବାର ସମ୍ଭାବନା ବଢି ଯାଇଥାଏ । ଯଦି ଆପଣ ସକାଳୁ ସ୍ନାନ କରନ୍ତି ତେବେ ଆପଣଙ୍କ ଶରୀରର ସବୁ ମଇଳା ଦୂର ହୋଇଯାଇଥାଏ ଯାହା ଦ୍ଵାରା ସାରା ଦିନ ଆମର ମନ ପ୍ରସନ୍ନ ରହିଥାଏ । ବୈଜ୍ଞାନିକମାନଙ୍କ ମତରେ ଗାଧୋଇବା ଦ୍ଵାରା ଶରୀର ପରିଷ୍କାର ରୁହେ ଓ ଅଧିକ ଭୋକ ଲାଗେ ।

ଗାଧୋଇବା ପୂର୍ବରୁ କରିବା କଥା ନୁହେଁ ଏହି କାମ-

ତେବେ ଧାର୍ମିକ ବ୍ୟତିତି ବୈଜ୍ଞାନିକ ମତ ମଧ୍ୟ ଅଚଚି । ଯାହା ଅନୁସାରେ ଗାଧେଇବା ପୂର୍ବରୁ କେବେବି ଖାଇବା କଥା ନୁହେଁ । ଏହା ଆପଣଙ୍କ ଶରୀର ପାଇଁ ହାନିକାରକ ଅଟେ । ଏହା ଦ୍ଵାରା ଆପଣଙ୍କ ଶରୀରରେ ପାଚନ ପ୍ରକ୍ରିୟା ଠିକ ଭାବରେ ହୋଇପାରେ ନାହିଁ ଓ ଯାହାଦ୍ୱାରା କବ୍ଜ ଓ ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିପାଇଁ ଏହା ମଧ୍ୟ ଆବଶ୍ୟକ କି ଗାଧୋଇବା ପାଇଁ ଏକ ଭଲ ସାବୁନର ବ୍ୟବହାର ନିହାତି କରନ୍ତୁ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ପୋଷ୍ଟ ପସନ୍ଦ ଆସିଲେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *