ବଜରଙ୍ଗବଲିଙ୍କ ଅତିପ୍ରିୟ ଏହି ୪ ଟି ରାଶିର ଲୋକ, ଖୁସି କରିଲେ କରିଥାନ୍ତି ସବୁଇଚ୍ଛା ପୁରା, ଦେଖନ୍ତୁ ଆପଣଙ୍କ ରାଶି ବି ଥାଇପାରେ

ଧାର୍ମିକ ମାନ୍ୟତା ଅନୁସାରେ ମଙ୍ଗଳବାର ଦିନ ହନୁମାନଙ୍କ ପାଇଁ ନିର୍ଧାରିତ କରାଯାଇଛି । କିନ୍ତୁ ଯଦି ଆପଣ ହୃଦୟର ସହିତ ତାଙ୍କର ଧ୍ୟାନ କରିବେ ତେବେ ସେ ସବୁ ସମୟରେ ଆପଣଙ୍କ ଆଖପାଖରେ ହିଁ ଥିବେ । ବଜରଙ୍ଗବଲିଙ୍କୁ ଖୁସି କରିବା ପାଇଁ ଭକ୍ତମାନେ ଶନିବାର ଦିନ ଓ ମଙ୍ଗଳବାର ଦିନ ତାଙ୍କ ନାମର ଉପବାସ କରନ୍ତି ।

ସମସ୍ତଙ୍କୁ ଏହା ଆଶା ଥାଏ କି ବଜରଙ୍ଗବଲି ତାଙ୍କର ସମସ୍ତ ସମସ୍ୟାକୁ ଦୂର କରିଦେବେ । କହିବାକୁ ଗଲେ ହନୁମାନ ନଜିର ସମସ୍ତ ଭକ୍ତଙ୍କୁ ଭଲ ପାଆନ୍ତି । କିନ୍ତୁ ବଜରଙ୍ଗବଲିଙ୍କର ଅତିପ୍ରିୟ ଅଟନ୍ତି ଏହି ୪ ଟି ରାଶିର ଲୋକମାନେ ଓ ତାଙ୍କ ଉପରେ ତାଙ୍କର ବିଶେଷ କୃପା ବି ବର୍ଷା ହୋଇଥାଏ । ବଜରଙ୍ଗବଲିଙ୍କର ଅତିପ୍ରିୟ ଅଟନ୍ତି ଏହି ୪ ଟି ରାଶିର ଲୋକମାନେ
ବଜରଙ୍ଗବଲିଙ୍କୁ ଖୁସି କରିବା ପାଇଁ ହନୁମାନ ଚାଳିଶା, ବଜରଙ୍ଗ ବାଣ, ସଙ୍କଟମୋଚନର ଜପ ଓ ସୁନ୍ଦରକାଣ୍ଡର ପାଠ କରିବା ସବଠୁ ଭଲ ସାଧନ ହୋଇଥାଏ ।

୧. ମେଷ ରାଶି

ମେଷ ରାଶିର ଲୋକମାନଙ୍କ ଉପରେ ହନୁମାନଙ୍କର କୃପା ସବୁବେଳେ ରହିଥାଏ । ଏମାନେ ଜୀବନରେ ସଫଳ ନିଶ୍ଚିତ ହୋଇଥାନ୍ତି । ଯଦି ଆପଣ କାହାକୁ ସଚ୍ଚା ପ୍ରେମ କରୁଛନ୍ତି ତେବ ନିଜ ପ୍ରେମ ବିଷୟରେ କହିବା ପାଇଁ ଏହା ଭଲ ସମୟ ଅଟେ ଓ ଆପଣଙ୍କୁ ଏଥିରେ ନିଶ୍ଚିତ ରୂପରେ ସଫଳତା ବି ମିଳିବ । ବିଜନେସ କରୁଥିବା ଲୋକମାନଙ୍କୁ ନୂତନ ଉପଲବ୍ଧି ମିଳିବ ।

୨. କର୍କଟ ରାଶି

ଏହି ରାଶିର ଜାତକଧାରୀମାନେ ଯାହା ବି କାମ ହାତରେ ନିଅନ୍ତି ତାହାକୁ ସଫଳତାପୂର୍ବକ ପୁରା କରି ହିଁ ଦମ ନିଅନ୍ତି । ବଜରଙ୍ଗବଲିଙ୍କ କୃପାରେ ଏମାନଙ୍କର ଆର୍ଥିକ ସ୍ଥିତି ସୁଧୁରିବାର ଅଛି ଓ ଶନିବାର ଦିନ ହନୁମାନଙ୍କର ପୂଜା କରନ୍ତୁ । ହନୁମାନଙ୍କର ଧ୍ୟାନ କରିବା ଦ୍ଵାରା ଆପଣ ନିଜ ସମସ୍ୟାରୁ ମୁକ୍ତି ପାଇଯିବେ ।

୩. ତୁଳା ରାଶି

ବଜରଙ୍ଗବଲିଙ୍କର ଆଶୀର୍ବାଦରେ ଏହି ରାଶିର ଲୋକମାନଙ୍କୁ ବର୍ତ୍ତମାନ ଟଙ୍କାର ସମସ୍ୟା ରହିବ ନାହିଁ । କିନ୍ତୁ ଏମାନେ କୌଣସି କଥା କହିବା ପୂର୍ବରୁ ବହୁତ ଚିନ୍ତା କରନ୍ତି । ଏମାନଙ୍କର ପାରିବାରିକ ସମ୍ବନ୍ଧ ଭଲ ରହିବ । ବଜରଙ୍ଗବଲିଙ୍କର ଆରାଧନା କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କରର ସମସ୍ତ ସମସ୍ୟାର ସମାଧାନ ମିଳିଯିବ ।

୪. କୁମ୍ଭ ରାଶି

ବଜରଙ୍ଗବଲି ନିଜର ବିଶେଷ କୃପା କୁମ୍ଭ ରାଶି ଉପରେ ବର୍ଷା କରିଥାନ୍ତି । ସେ ଏହି ରାଶି ଉପରେ କୌଣସି ବି କାରଣରୁ ଆସୁଥିବା ସଙ୍କଟକୁ ଟାଳି ଦିଅନ୍ତି । ବିଜନେସ କରୁଥିବା ଲୋକମାନେ ଅଧିକ ରୁ ଅଧିକ ଲାଭବାନ ହେବେ । ଯଦି ଆପଣ କୌଣସି ଶୁଭ କାମ କରିବାକୁ ଚାହୁଁଛନ୍ତି ତେବେ ବର୍ତ୍ତମାନ ଆରମ୍ଭ କରି ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *