Nabvaratri 2022: ନବରାତ୍ରି ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି 7ଟି କାର୍ଯ୍ୟ, ନଚେତ ପରିବାର ଧ୍ଵଂସ ହୋଇଯାଏ

ନମସ୍କାର ବନ୍ଧୁଗଣ, ହୁନ୍ଦୁଧର୍ମରେ ନବରାତ୍ରିର ମହତ୍ଵ ସବୁଠାରୁ ଅଧିକ ହୋଇଥାଏ । ନଅ ଦିନର ଏହି ପର୍ବ ଶକ୍ତିର ପର୍ବ ରୂପେ ବିବେଚିତ କରାଯାଏ । କୁହାଯାଏ କି ମା ଦୂର୍ଗା ନବରାତ୍ରି ସମୟରେ ଧରିତ୍ରିକୁ ଆସନ୍ତୁ । ଏବଂ ନିଜ ଭକ୍ତଙ୍କୁ ଆଶୀର୍ବାଦ କରନ୍ତି । ତେଣୁ ଏହି ସମୟରେ ମାଙ୍କୁ ଅପମାନ ଲାଗିବା ଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ତେବେ ଆସନ୍ତୁ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ନବରାତ୍ରି ସମୟରେ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ ।

ଏବେ ଜାଣନ୍ତୁ ନବରାତ୍ରି ସମୟରେ କେଉଁ ସାତଟି କଥାକୁ ମାନିବା ଉଚିତ । ପ୍ରଥମ: ନବରାତ୍ରି ସମୟରେ କୌଣସି ବ୍ୟକ୍ତିଙ୍କୁ ନିଜ ଛୁଟି ଓ ନଖ କାଟିବା ଉଚିତ ନୁହେଁ । ତେଣୁ ନବରାତ୍ରି ଆସିବା ପୂର୍ବରୁ ହିଁ ଏହିସବୁ କାର୍ଯ୍ୟ କରିଦିଅନ୍ତୁ । ଦିତୀୟ: ତାମସିକ ଭଜନ୍ତୁ କରନ୍ତୁ ନାହିଁ । ଏହା ଏକ ପବିତ୍ର ଉତ୍ସବ ଅଟେ । ତେଣୁ ଏହି ନଅ ଦିନରେ ମାଂସ ଏବଂ ମଦର ସେବନ କରନ୍ତୁ ନାହିଁ ।

କିମ୍ବା ଘରେ ରଖନ୍ତୁ ନାହିଁ । ତୃତୀୟ: ସ୍ତ୍ରୀ ମାନେ ମାଙ୍କ ପ୍ରତିମା ହୋଇଥାନ୍ତି ତେଣୁ କୌଣସି ସ୍ତ୍ରୀଙ୍କୁ ଏହି ସମୟରେ ଅସମ୍ମାନ କରନ୍ତୁ ନାହିଁ । ଚତୁର୍ଥ: ଏହି ସମୟରେ ଶାରୀରିକ ସମ୍ବନ୍ଧ ରଖନ୍ତୁ ନାହିଁ । ଏହି ସମୟରେ ମନ ସହ ତନକୁ ମଧ୍ୟ ପବିତ୍ର ରାଖୀ ମାଙ୍କ ପୂଜା କରନ୍ତୁ । ଶାରୀରିକ ସମ୍ବନ୍ଧ ରାଖୀ ମା ଙ୍କୁ ଦର୍ଶନ କରିବା ଦ୍ଵାରା ମା ରାଗି ଯାଇଥାନ୍ତି । ତେଣୁ ଏହି କାର୍ଯ୍ୟ ନବରାତ୍ରି ସମୟରେ କେବେ କରନ୍ତୁ ନାହିଁ ।

ପଞ୍ଚମ: ଘରକୁ ଖାଲି ଛାଡନ୍ତୁ ନାହିଁ ଏହି ନବରାତ୍ରି ସମୟରେ । କାରଣ ଏହି ସମୟରେ ଘରେ କଳସ ସ୍ଥାପନ କରାଯାଏ । ତେଣୁ ଘରକୁ ଖାଲି କରନ୍ତୁ ନାହିଁ । ନଚେତ ମାତା କ୍ରୋଧିତ ହୋଇଯିବେ । ଷଷ୍ଠ: ଚମଡାରୁ ପ୍ରସ୍ତୁତ କୌଣସି ଜିନିଷ ପିନ୍ଧନ୍ତୁ ନାହିଁ । ଏହିସବୁ ଜିନିଷ ନିଷ୍ପାପ ପଶୁଙ୍କୁ ମାରି ତିଆରି କରାଯାଏ । ଯାହା ମା ଦୂର୍ଗାଙ୍କୁ ବିଲକୁଲ ପସନ୍ଦ ନୁହେ ।

ସପ୍ତମ: ନବରାତ୍ରି ସମୟରେ ଡେରି ପର୍ଯ୍ୟନ୍ତ ଶୋଇବା ଉଚିତ ନୁହେଁ । ଏବଂ ଦିନରେ ବିଲକୁଲ ମଧ୍ୟ ନବରାତ୍ରି ସମୟରେ ଶୁଅନ୍ତୁ ନାହିଁ । ନବରାତ୍ରିରେ ଯେଉଁମାନେ ଡେରି ପର୍ଯ୍ୟନ୍ତ ସୁଆନ୍ତି ସ୍ନାନ ନ କରି ସେମାନେ ମା ଙ୍କ କୃପାରୁ ବଞ୍ଚିତ ରହିଯାନ୍ତି ।

ନବରାତ୍ରି ଦିନ ମାଙ୍କ କୃପା ପାଇବା ପାଇଁ ହେଲେ ଏହି ୭ଟି କାର୍ଯ୍ୟ ଭୁଲରେ ମଧ୍ୟ କରନ୍ତୁ ନାହିଁ । ଏବଂ ଏଥିପ୍ରତି ଧ୍ୟାନ ଦିଅନ୍ତୁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *