ଆମ ଘରେ ଥିବା ଅନେକ ଖାଇବା କୁ ଆମେ ବାହାରକୁ ପକାଇ ଦେଇ ଥାଉ କିନ୍ତୁ ଦେଖିବା ପାଇଁ ଗଲେ ଆମେ ଏହା ଏକ ଦିନ ରଖି ଦେଲେ ଆମେ ଏହାକୁ ବାଶି ଖାଇବା ବୋଲି କହି ଥାଉ । ଏହା ସହ ଆମେ ଏହାକୁ ପକେଇ ଦେଇ ଥାଉ କିମ୍ବା ପଶୁ ମାନଙ୍କୁ ଖାଇବା ପାଇଁ ଦେଇ ଦେଇ ଥାଉ ଦେଖିବା ପାଇଁ ଗଲେ କିଛି ଏହି ଭଳି ଖାଇବା ଖାଇବା ଦ୍ଵାରା ଆମର ଅନେକ ରୋଗ ଭଲ ହୋଇ ପାରିବ ।
ଆଜି ଆମେ କହିବା ପାଇଁ ସାଧାରଣ ଭାବେ ଆମ ଘରେ ଥିବା ବାଶି ରୁଟି ବିଷୟରେ ଏହା କୁ କିଭଳି ଭାବେ ଖାଇବେ ଓ ଏହାକୁ ଖାଇବା ଦ୍ଵାରା କଣ କଣ ଫାଇଦା ମିଳିବ ଆପଣଙ୍କୁ । ଏହାକୁ ଅନେକ ଲୋକମାନେ ଜାଣି ନଥାନ୍ତି । ଏଥି ପାଇଁ ଆମେ ଏହାକୁ ଯଦି ଆମ ଖାଦ୍ଯରେ ସାମିଲ ରେ କରିବା ତେବେ ଆମେ ଜାଣି ପାରିବା କି ଏହା ଆମ ପାଇଁ କେତେ ଭଲ ଅଟେ । ଆମେ ସବୁ ଦିନ ସକାଳେ ଟିଫିନ କରିବା ବେଳେ ବାଶି ରୁଟି ଖାଇବା ଦ୍ଵାରା ଏହା ଅମକୂ ଭଲ ପରିଣାମ ଦେଇ ଥାଏ । ବାଶି ରୁଟି ରେ ଅଧିକ ଫାଇବାର ଥାଏ । ତେଣୁ ଏହାକୁ ଖାଇବା ଦ୍ଵାରା ଅଧିକ ସମୟ ଯାଏ ଏହା ଆମ ଶରୀର ରେ ରହି ଥାଏ ।
ଏହା ସହ ଆମେ ଏହା ସହ ମୋଟା ମଧ୍ୟ ହୋଇ ନଥାଉ । କିଛି ଜଣ ଅଛନ୍ତି କି ଯେଉଁ ମାନେ ଏହାକୁ ଖାଇବା ଦ୍ଵାରା ନିଜର ଓଜନ କମେଇବା ପାଇଁ ଖାଇ ଥାନ୍ତି । ଏହା ସହ ଆମେ ଜାଣି ରଖିବା ଦରକାର କି ଆଗକାଳର ଲୋକମାନେ ଏହାକୁ ଖାଉ ଥିଲେ ଶେଥି ଏପାଇଁ ସେମାନେ ମୋଟା ହେଉ ନଥିଲେ କିମ୍ବା ଆସେମାନଙ୍କ ପେଟ ବାହାରକୁ ବାହାରି ନଥୁଲା । ଆପଣ ଯଦି ଏହାକୁ ସବୁ ଦିନ ଖାଇବେ ଏହା ସହ ଆପଣଙ୍କୁ ଠିକ ସମୟରେ ଭୋକ କରି ଥାଏ ।
ଆପଣ ଏହାକୁ ଯେଉଁ ଭଳି ସେହି ଭଳି ଖାଇବେ ନି ଏହାକୁ ଆପଣ କ୍ଷୀର ସହ ଖାଇଲେ ଭଲ ହୋଇ ଥାଏ ଏହା କୁ କ୍ଷୀର ସହ ଖାଇବା ଦ୍ଵାରା ଆପଣଙ୍କ ଡାଇବେଟିଶ ଓ ଉଚ ରକ୍ତ ଚାପ ଭଳି ବେମାରି ମଧ୍ୟ ଦୂର ହୋଇ ଯାଇ ଥାଏ । ଆପଣ ଏହାକୁ ଖାଇବା ସହ ଗ୍ଯାସ ସମସ୍ଯା ଦୂର ହୋଇ ଯାଇ ଥାଏ । ଆପଣ ସାରା ଦିନ ତାଜା ଅନୁଭବ କରି ଥାନ୍ତି । ଏହାର ଲାଭ ଦୁର୍ବଳ ଥିବା ଲୋକମାନେ ଏହାକୁ ଖାଇବା ଦରକାର ଏହା କରିବା ଦ୍ଵାରା ଶାରିରୀକ ଶକ୍ତି ବଢି ଥାଏ । ଏହାକୁ ଆମେ ନଷ୍ଟ କରିବା କିମ୍ବା ଗରମ କରିକି ନଖାଇ ଏହାକୁ ସେହି ଭଳି ଭାବେ ଖାଇଲେ ଆହୁରି ଭଲ ହୋଇ ଥାଏ । ଆଜି ଠାରୁ ଆପଣ ମାନେ ମଧ୍ୟ ଏହାକୁ ଖାଇବା ଆରମ୍ଭ କରି ଦିଅନ୍ତୁ ।