କୋକେଇ ବାଉଁଶରେ ହିଁ କାହିଁକି ତିଆରି ହୁଏ ? Garuda Purana

ଆପଣ ମାନେ ଯଦି କାହାର ଅନ୍ତିମ ସଂସ୍କାର ରେ ଭାଗ ନେଇ ଥିବେ ତ ଆପଣ ଜାଣି ଥିବେ କି ଏହା ବାଉଁଶର ବିନା ଅସମ୍ଭବ ହୋଇ ଥାଏ । କହିବାର ଅର୍ଥ ହେଉଛି କି ମୃ-ତ ଦେହକୁ ଆମେ ଏହି ବାଉଁଶ ଦ୍ଵାରା ହିଁ ନେଇକି ଯାଇ ଥାଉ ଏହା ସହ ଆପଣ ମାନେ ଏହା ମଧ୍ୟ ଜାଣି ଥିବେ କି ଏହା ଦ୍ଵାରା ସାରା ଦୁନିଆ ର କଣ ଲାଭ ହୁଏ କିମ୍ବା ଏହା କଣ ପାଇଁ କ୍କରା ଯାଇ ଥାଏ । ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କହିବା ।

ବ୍ୟକ୍ତି ର ଜନ୍ମ ପରେ 16 ଟି ସଂସ୍କାର ଅଛି । ଏହାର ଶେଷ ସଂସ୍କାର ହେଉଛି ଅନ୍ତିମ ସଂସ୍କାର । ଆପଣମାନେ ତ ଜାଣି ଥିବେ କି ଏହା ପାଇଁ ଆମେ ବାଉଁଶ ର ଗଛ କୁ ବ୍ୟବହାର କରୁ । କହିବାର ମାନେ ହେଲା ଆମେ ଏହି ସାହାଜ୍ଯ ରେ ଶବକୁ ନେଇକି ଯାଇ ଥାଉ କିନ୍ତୁ ଆମେ ଏହାକୁ ଜଳାଇ ନଥାଉ । ଏହାର କାରଣ ଧାର୍ମିକ ମତ ଅନୁସାରେ କଣ ଅଛି ଓ ବୈଜ୍ଞାନିକ ମତ ଅନୁସାରେ କଣ ଅଛି ଆସନ୍ତୁ ଜାଣିବା । ଆଜି ଆମେ କହିବା କି ଏହି ବାଉଁଶ ଖୁବ ହାଲୁକା ଥାଏ ଅନ୍ୟ କାଠ ତୁଳନାରେ ଏହା ସହ ଦେ-ହା-ନ୍ତ ପରେ ମଣିଷ ଶରୀର ଖୁବ ଭାରି ହୋଇ ଯାଇ ଥାଏ ।

ଯାହା ଦ୍ଵାରା ତାକୁ ନେବାରେ ସୁବିଧା ହେବା ପାଇଁ ଆମେ ଏହାକୁ ବ୍ୟବହାର କରି ଥାଉ । ଏହା ସହ ଆପଣ ମନେ ଲକ୍ଷ କରିବେ ଏହା ମଧ୍ୟ ଫ୍ଲେକ୍ଷିବୁଲ ହୋଇ ଥିବା ରୁ ଏଥିରେ ନେବା ପାଇଁ ସୁବିଧା ହୋଇ ଥାଏ । ଏହାର ଆଉ ଏକ କାରଣ ମଧ୍ୟ ଅଛି କୁହାଯାଏ କି ଯେଉଁ ଯାଏ ଶବ ବାଉଁଶ କୋକେଇ ରେ ଥିବ ସେ ଯାଏ କିଛି ଦୁଷ୍ଟ ଶକ୍ତି ଏହା ଉପରେ ନିଜର ପ୍ରଭାବ ପକାଇ ପାରିବ ନି । ଏହାର କାରଣ ହେଉଛି କି ଏହା ମଧ୍ୟୟରେ କଣା ଭଳି ଥିବାରୁ ବାୟୁମଣ୍ଡଳ ସହ ଏହା ସମ୍ପର୍ସ ରେ ଆସି ଆମ ମୃ-ତଦେହ ପାଇଁ ଏକ ସୁରକ୍ଷା କବଚ ତିଆରି କରି ଥାଏ ।

କିନ୍ତୁ ଏହାକୁ ନ ଜ-ଳା-ଇ-ବା ର କାରଣ ହେଉଛି କି ଏହାକୁ ଜ-ଳା-ଇ-ବା ଦ୍ଵାରା ଏହା ମଧ୍ୟରେ ଲିଡ ଓ ଅନ୍ଯାନ୍ଯ ରାସାଯନିକ ଦ୍ରବ୍ୟମାନ ଥାଏ ଯାହା ଅକସାଇଡ ଉତ୍ପାଦନ କରି ଥାଏ । ଏହା ପରେ ଧାର୍ମିକ ମତ ଅନୁସାରେ ଦେଖିବା ପାଇଁ ଗଲେ ଜନ୍ମ ବେଳେ ପିଲା ଓ ମା’ ର ନାଡି କୁ ଏହି ଗଛ ମୂଳେ ପୋତା ହୋଇ ଥାଏ କାରଣ ହେଉଛି କି କୁହାଯାଏ କି ଏହି ଗଛ ମୂଳରେ ଏହାକୁ ପୋତିବା ଦ୍ଵାରା ଏହା ବାଉଁଶ ଗଛ ଭଳି ନିଜର ବଂଶ ବିସ୍ତାର କରି ଥାଏ । ତେଣୁ ଏହାକୁ ଜଳା ଯାଇ ନଥାଏ ।

Leave a Reply

Your email address will not be published. Required fields are marked *