ମାର୍ଗଶିର ପ୍ରଥମ ଗୁରୁବାର ଦିନ କରନ୍ତୁ ଏହି କାମ, ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଘରକୁ

ଆପଣ ମାନେ ଜାଣି ଥିବେ କି ଓଡିଶା ଏହି ଭଳି ଏକ ରାଜ୍ୟ ଯାହାକୁ ଆମେ ଛୋଟ ଭାରତ କହିଲେ ମଧ୍ୟ ଚଳିବ । ଆପଣ ମାନେ ଯଦି ଏହି ସବୁକୁ ଗଣିବା ପାଇଁ ଯିବେ ତ ହୁଏ ତ ରାତି ହୋଇଜୀବ କିନ୍ତୁ ଏହାର ଗଣତି ସାରିବା ନି । ଆଜି ଆମେ କହିବା କି ଆମେ ଗୁରୁବାର ମାଣବଶା କୁ କିଭଳି କରିବା ଅଓ କଣ କଣ କରିବା ଅଦ୍ଦ୍ବାରା ମ ପ୍ରସନ୍ନ ହୋଇ ଆମ ଘରକୁ ଆଗ ଆସିବେ । ଆସନ୍ତୁ ଜାଣିବା ଏହି ଦିନ କୁ ଶୁକ୍ଳ ତିଥିରୁ ଆରମ୍ଭ କରାଯାଏ ।

କେବେ କେବେ ଏହା ପାଞ୍ଚ ପାଳି ହେଉଥିବା ବେଳେ ଅନେକ ସମୟରେ ଏହା ଚାରି ପାଳି ହୋଇ ଥାଏ । ଆପଣ ମାନେ ମାର୍ଗଶିର ମାସର ପ୍ରଥମ ଗୁରୁବାର ରୁ ଏହାକୁ ଆରମ୍ବ୍ଭ କରିବା ନିହାତି ଭାବେ ଆବଶ୍ୟକ ଅଟେ । ଏହି ଦିନ ସକାଳୁ ଶର୍ଯ୍ୟା ଉଠିବା ଆଗରୁ ବିଛଣା ଛାଡି ସବୁ ଲୋକମାନେ ସ୍ନାନ ସାରିକି ନିଜ ଘର ଦ୍ଵାର ସବୁ ଆଡେ ଗୋବର କିମ୍ବା ଛଡା ପାଣି ପକାଇକି ଏହାକୁ ସୁଦ୍ଧ କରି ନିଅନ୍ତୁ । ଏହା ପରେ ଆପଣ ସବୁ ଆଡେ ସିନ୍ତା ପକାଇ ଏହାକୁ ସୁନ୍ଦର ଭାବେ ସଜାଇ ଦିଅନ୍ତୁ ଘର ସାମନାରେ ତୋରଣ ଓ ଚାରି ଆଡ ସଫା ସୁତୁରା ରହିବା ନିହାତି ଦରକାର ଥାଏ ।

ଆପଣ ଏହି ଦିନ ଧଳା କିମ୍ବା ନାଲି ବସ୍ତ୍ର ପିନ୍ଧିବା ନିହାତି ଦରକାର କାରନ୍ନ ମା ଲକ୍ଷ୍ମୀ ଙ୍କର ଏହି ଶାଢୀ ଖୁବ ପସନ୍ଦ ହୋଇ ଥାଏ । ଏହା ଅପରେ ଆପଣ ଏକ ଖଟୁଲି ଆଣି ଏହା ମଧ୍ୟରେ କିଛି ଖୁଚୁରା ଧାନ ଦେଇ ଓ ଏହା ଉପରେ ଆପଣ ଧାନ କେଣ୍ଡା କୁ ଆଣିକି ରଖିବେ । ଏହା ସହ ଆପଣ ଏହାକୁ ଏକ ମାଣ ଉପରେ ରଖିବେ । କାରଣ ହେଉଛି କି ଏହା ବେତରେ ତିଆରି ହୋଇଥିବା ନିହାତି ଦରକାର । ଆପଣ ଏହାକୁ ନାଲି କାନାରେ ଢାଙ୍କି ଦେବେ ଓ ଏହା ପରେ ଆପଣ ଏହା ଦୁଇ କଦରେ ଛୋଟ ଛୋଟ ହାତୀ ରାଖୀ ପାରିଲେ ଭଲ ହୋଇ ଥାଏ କିମ୍ବା ଆପଣ ଏହା ଦୁଇ ପାଖରେ ମୂଳା ନିଶ୍ଚିତ ଭାବେ ରଖିବେ ।

ଏହା ପରେ ଆପଣ ମା ଲକ୍ଷ୍ମୀ ଙ୍କୁ ଆହ୍ଵାନ କରି ପ୍ରଥମ ଏଫଳ ମୂଳ ଭୋଗ କରିବେ ଏହାକୁ ବାଳ ଭୋଗ କୁହାଯାଏ । ଏହା ଅପରେ ଆପଣ ଖେଚେଡୀ, ଶାଗ, ଖଟା, ପିଠା ଆଦି କରି ପୂଜା କରାଯାଏ । ଏହାକୁ ଶଙ୍ଖୁଡି କୁହାଯାଏ । ଏହା ପରେ ସଂଧ୍ୟା ଧୂପରେ ତାଙ୍କୁ କିଛି ପିଠା ଓ ମିଠା ପୂଜା କରାଯାଏ । ଏହା ପରେ ମା’ ଙ୍କ ଆରତୀ କରାଯାଏ ।

ଆପଣ ଧୂପ କରିବା ପରେ ଆପଣ ସବୁ ବେଳେ ମା ଙ୍କ ଲକ୍ଷ୍ମୀ ପୁରାଣ ର ପାଠ କରିବେ । ଆପଣ ମା ଲକ୍ଷ୍ମୀ ଙ୍କୁ ପଦ୍ମ ଫୁଲ ଦେଇ ପୂଜା କରିବା ଦ୍ଵାରା ମା ଖୁଶି ହୋଇ ଥାନ୍ତି । ଏହହୀ ପୂଜା ଅକରିବା ବେଳେ ଆପଣ ଘରେ ସାନ୍ନତି ବାତାବରଣ ରଖିବେ । ଏହା ଶହ ଆପଣ ସବୁ ବେଳେ ସବୁ ଜିନିଷ ପାଇଁ ଚିନ୍ତା କିମ୍ବା ନ ରାଗିକି ଏହି କାମ କରିବା ଭଲ ହୋଇ ଥାଏ । ମା ଙ୍କ ଆଶିଏର୍ବାଦ ଆପଣଙ୍କୁ ମିଳିବ ।

Leave a Reply

Your email address will not be published. Required fields are marked *