ପେଟରେ ହେଉଥିବା ଭୟଙ୍କର ଗ୍ୟାସ ସମସ୍ୟା ଭଲ ହେବା ସହ ପେଟର ସବୁ ଆବର୍ଜନା ବାହାରିଯିବ, ବାସ କରନ୍ତୁ ଏହି ଛୋଟ ଘରୋଇ ଉପାୟ- Healthy Tips

ଗରମ ଦିନରେ ପେଟରେ ଗ୍ଯାସ ଭଳି ସମସ୍ଯା ଅଭୁତ ଯନ୍ତ୍ରଣା ଦେଇଥାଏ । ଯଦି ଆପଣଙ୍କ ପେଟ ସଫା ହେଉ ନାହି, ଖାଦ୍ୟ ଠିକ ଭାବେ ପାଚନ ହେଉ ନାହି, ପେଟ ଓ ଚଟି ଜ୍ଵଳନ ହେଉଛି, ଗ୍ଯାସ ଭଳି ସମସ୍ଯା ହେଉଛି ତେବେ ଆଯି ଆମେ ପଣଙ୍କ ପାଇଁ ଏକ ରେମେଡି ନେଇ ଆସିଛୁ । ଏହାର ଏକ ସପ୍ତାହ ଯାଏଁ ସେବନ କରିଲେ ଆପଣଙ୍କର ଗ୍ଯାସ ଜନିତ ସମସ୍ଯା ସଂପୂର୍ଣ୍ଣ ଭଲ ହୋଇଯିବ । ଏଥିପାଇଁ ଆବଶ୍ଯକ ରହିଛି ପୋଦିନା ପତ୍ର ଯାହା ଗରମ ଦିନରେ ଅଧିକ ବ୍ୟବହାର ହୋଇଥାଏ କାରଣ ଏହା ଆମ ଶରୀରକୁ ଥଣ୍ଡା ରଖିଥାଏ ।

ଏହା ଆପଣଙ୍କ ପେଟ ରୋଗ ପାଇଁ ରାମବାଣ ଭଳି କାମ କରିଥାଏ । ୧୫ରୁ ୨୦ଟି ପୋଦିନା ପତ୍ରର ଆବଶ୍ୟକତା ରହିଛି । ଏହା ପରେ ଆବଶ୍ୟକ ରହିଛି ଲେମ୍ବୁ । ଏହି ୨ଟି ସାମଗ୍ରୀକୁ ଭଲ ଭାବେ ଧୋଇବା ସହ ଲେମ୍ବୁକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହା ପରେ ଆବଶ୍ୟକ ରହିଛି ଅଦା ।

ଏହି ରେମଡି କୁ ଦୁଇ ଦିନ ସେବନ କରିବା ପରେ ଦେଖିବେ ଆପଣଙ୍କ ପେଟ ସଫା ହୋଇଯିବ ଭୋକ ଠିକ ଭାବେ ଲାଗିବ ଓ ପେଟରେ ଥିବା ସବୁ ଗ୍ଯାସ ସଂପୂର୍ଣ୍ଣ ଭାବେ ଭଲ ହୋଇଯିବ । ଅଦାର ଚୋପା କାଢି ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ହା ପରେ ଆବଶ୍ୟକ ରହିଛି ପାନମଧୁରୀ ଯାହା ହଜମ ଶକ୍ତିରେ ବିଶେଷ ସାହାଜ୍ଯ କରିଥାଏ ।

ହଜମ ଶକ୍ତି ବଢିବା ସହ ଜଏଣ୍ଟ ପେନ, ଦ୍ରୁଷ୍ଟି ଶକ୍ତି ଓ ସ୍କିନ ପାଇଁ ବହୁତ ହଧିକ ଲାଭଦାୟକ ଅଟେ । ପ୍ରଥମେ ଏକ ଗ୍ଳାସ ପାଣିରେ ଏକ ଚାମଚ ପାନମଧୁରୀ ପକାଇ ପୂର୍ବ ରୁ ତିଆରି କରିଥିବା ସବୁ ସାମଗ୍ରୀକୁ ପକାନ୍ତୁ । ଏହା ପରେ ଏହାକୁ ଭଲ ଭାବେ ମିକ୍ସ କରି ରାତି ସାରା ଢାଙ୍କି ଦିଅନ୍ତୁ । ସକାଳେ ଏହି ପାଣି ର ରମଙ୍ଗା ସଂପୂର୍ଣ୍ଣ ଭାବେ ବଦଳି ଯାଇଥିବ । ଏବେ ଏହି ପାଣି କୁ ଅନ୍ୟ ଏକ ପାତ୍ରରେ ଛାଣି ଦିଅନ୍ତୁ ।

କଟା ଯାଇଥିବା ଲେମ୍ବୁ ର ରସ ସଂପୂର୍ଣ୍ଣ ଭାବେ ବାହାର କରନ୍ତୁ । ଏବେ ଆପଣ ଏହି ସାମଗ୍ରୀକୁ ନ ଫୋପାଡି ଏହାର ଆଉ ଥରେ ପ୍ରୟୋଗ କରି ପାରିବେ । ଆପଣ ଏହାକୁ ସକଳେ ପନୟରେ ଭିଯାଇ ରଖି ସନ୍ଧ୍ୟା ସମୟରେ କରି ପାରିବେ । ଏବେ ଆସନ୍ତୁ ଜାଣିବା ଏହାର ସେବନ କିପରି କରିବେ । ସକାଳେ ଖାଲି ପେଟରେ ଏହି ପାଣି ସେବନ କରନ୍ତୁ ।

ସନ୍ଧ୍ୟା ସମୟରେ ଆପଣ ଯେଉଁ ପାଣି ର ସେବନ କରିବେ ତାହ ଖାଦ୍ୟ ଖାଇବାର ଦୁଇ ଘଣ୍ଟା ପୂର୍ବରୁ ଏହାର ସେବନ କରନ୍ତୁ । ମାତ୍ର ଦୁଇ ଦିନ ମଧ୍ୟରେ ଆପଣ ଦେଖିବେ ଏହାର ଫାଇଦା କେତେ ଚମତ୍କାରୀ । ବେଷ୍ଟ ରେଜଲଟ ପାଇବା ପାଇଁ ଆପଣ ଏହାର ସେବନ ସପ୍ତାହ ଯାଏଁ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *