ନମସ୍କାର ଦର୍ଶକବନ୍ଧୁ : ଆମେମାନେ ଛୋଟବେଳୁ ପାଠପାଢି ଥାଉ । ଆଜିକାଲି ଦୁନିଆରେ ପାଠପଢିବାରେ ବହୁତ ମହତ୍ଵ ରହିଛି । ଯେପରି ଆପଣ ଶିକ୍ଷିତ ନଥିବେ ତ ତ କିଛି ନ କିଛି କ୍ଷେତ୍ରରେ ହରିଯିବେ । ଯଦି ଆପଣ ଶିକ୍ଷିତ ତ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ । ତ ଆଜି ଆପଣଙ୍କ ପାଇ ଏପରି କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଆଣିଛୁ । ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର । ୧. ଦୁନିଆର ସବୁଠାରୁ ବୁଦ୍ଧିମାନ ଜୀବ କିଏ ? ଉତ୍ତର . ସିମ୍ପାଜି
୨. କେଉ ଦେଶରେ ଚୁମ୍ବନ ଦେଇ ଅଭିନନ୍ଦନ କରାଯାଏ ? ଉତ୍ତର. ଆମେରିକା ୩. ଓଡିଶାରେ କେଉଁଠାରେ ରେଳଡବା ତିଆରି କାରଖାନା ରହିଛି ? ଉତ୍ତର. ମଞ୍ଚେଶ୍ଵର ୪. ଭାରତରେ ସବୁଠାରୁ ବଡ ରାଜ୍ୟର ନାମ କଣ ? ଉତ୍ତର. ରାଜସ୍ଥାନ ୫. ଭାରତର ସବୁଠାରୁ ବଡ ନଦୀର ନାମ କଣ ? ଉତ୍ତର. ଗଙ୍ଗା ୬. ଭାରତର ସବୁଠାରୁ ବଡ ଚଉଡ଼ା ନଦୀର ନାମ କଣ ? ଉତ୍ତର. ବ୍ରହ୍ମପୁତ୍ର ୭.ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ କିଏ ? ଉତ୍ତର. ରବୀନ୍ଦ୍ରନାଥ ଟାଗୋର
୮. ଭାରତରେ ପ୍ରଥମେ କାହାର ଆଧାର କାର୍ଡ ତିଆରି ହୋଇଥିଲା ? ଉତ୍ତର. ରଞ୍ଜନା ସନୱାନେ ୯. ଭାରତରେ ପ୍ରଥମେ କାହାକୁ କୋରନା ଟୀକା ଦିଆଯାଇଥିଲା ? ଉତ୍ତର. ମନୀଷ କୁମାର ୧୦. କେଉଁ ଜୀବ ତା ଛୁଆକୁ ଦେଖିବା ଆଗରୁ ମୃତ୍ୟୁ ବରଣ କରିଥାଏ ? ଉତ୍ତର. ପ୍ରଜାପତି ୧୧. କେଉଁ ଜୀବ ତାର ନାକ ଦ୍ଵାରା ସବୁ କାମ କରିଥାଏ ? ଉତ୍ତର. ହାତୀ ୧୨. କେଉଁ ଫଳ ଉପାରେ ପତ୍ର ଥାଏ ? ଉତ୍ତର . ସପୁରୀ ୧୩. ତାହା କଣ ଯାହା ଦେଲେ ବଢିଯାଏ ? ଉତ୍ତର . ଜ୍ଞାନ
୧୪. ଗୋଟିଏ ଓଡିଆ ଶବ୍ଦ କୁହନ୍ତୁ ଯେଉଁତିରେ ସମସ୍ତ ଓଡିଆ ଅକ୍ଷର ରହିଥିବ ? ଉତ୍ତର . ବର୍ଣ୍ଣମାଳା ୧୫. ସେ କିଏ ଯିଏ ମୁଣ୍ଡରେ ପାଣି ଧରି ଦିନ ରାତି ଛିଡା ହୋଇଥାଏ ? ଉତ୍ତର. ନଡିଆ ଗଛ ୧୬. ରାତିରେ ଅଛି କିନ୍ତୁ ଦିନରେ ନହିଁ । ତାହା କଣ ? ଉତ୍ତର. ଅନ୍ଧାର ୧୭. ହାତ ନହିଁ ,ଗୋଡ ନହିଁ କିନ୍ତୁ ସେ ସବୁଆଡେ ବୁଲିପାରେ ? ଉତ୍ତର. ଖବର କାଗଜ ୧୮. ବାମରୁ ପଢିଲେ ଓଜନିଆ , ଡାହାଣରୁ ପଢିଲେ ନହିଁ ତାହା କଣ ? ଉତ୍ତର . ଟୋନ / ନୋଟ ୧୯. କେଉଁ ହାଣ୍ଡିରେ ଭାତ ହୁଏ ନହିଁ ? ଉତ୍ତର . କଳାହାଣ୍ଡି
୨୦. ଲାଞ୍ଜ ଅଛି ହେଲେ ଡେଣା ନହିଁ ଆକାଶରେ ଉଡେ ସାଇଁ ସାଇଁ ତାହା କଣ ? ଉତ୍ତର . ଗୁଡି ୨୧. କେଉଁ ଜୀବ ଦିନ ରାତି ସୁଏ ନହିଁ ? ଉତ୍ତର . ମାଛ ୨୨. କାହାର ଗୋଡ ନହିଁ କିନ୍ତୁ ଚାଲି ଥାଏ ? ଉତ୍ତର . ଟେଲିଭିଜନ ୨୩. ୧୨ ବର୍ଷରେ ଠାରେ କେଉଁ ଫୁଲ ଫୁଟିଥାଏ ? ଉତ୍ତର . ନୀଳକୁରଞ୍ଜି ୨୪. ପଇଡ ପାଣି ପିଇବା ଦ୍ଵାରା ଶରୀରରେ କଣ ବଢିଥାଏ ? ଉତ୍ତର . ହଜମ ଶକ୍ତି ୨୫.କେଉଁ ଜୀବ ଆଖି ଓ କାନ ବାଟେ ଶ୍ଵାସ ପ୍ରଶ୍ଵାସ ନିଏ ? ଉତ୍ତର . ହରିଣ ୨୬. କେଉଁ ମାଛ ମୁଣ୍ଡରେ ପାକସ୍ଥଳୀ ଥାଏ ? ଉତ୍ତର . ଚିଙ୍ଗୁଡି ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜରେ ଲାଇକ ,କାମେଣ୍ଟ ,ଶେୟାର କରନ୍ତୁ ।