Vastu Shastra- ଭଲ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ସବୁ ଗୁପ୍ତ ସଂକେତ, କଣ ଆପଣଙ୍କୁ ମିଳୁଛି ଏହି ସଙ୍କେତ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ସଂକେତ ସମ୍ବନ୍ଧରେ କହିବୁ ଯାହା ଭଗବାନ ଆପଣଙ୍କୁ ଶୁଭ ସମୟର ଆଗମନ ହେବା ପୂର୍ବରୁ ହିଁ ଦେଇଥାନ୍ତି । ଯେତେବେଳେ ଜଣେ ମନୁଷ୍ୟ ର ଭାଗ୍ୟ ଓ ଭଗବାନ ଙ୍କ ସାଥ ମିଶିଯାଏ ତେବେ ସେହି ବ୍ୟକ୍ତି କୁ ସଫଳତା ର ଶୀର୍ଷ ସ୍ଥାନରେ ପହଁଥିବା ନିମନ୍ତେ କେହି ମଧ୍ୟ ଅଟକାଇ ପାରନ୍ତି ନାହିଁ ।

ବେଳେବେଳେ ଶୁଭ ବା ଅଶୁଭ ସମୟ ର ଆଗମନ ହେବା ପୂର୍ବରୁ ହିଁ ଭଗବାନ ମନୁଷ୍ୟ କୁ କିଛି ସଂକେତ ପ୍ରଦାନ କରିଥାନ୍ତି । କିନ୍ତୁ ମନୁଷ୍ୟ ସେହି ସଂକେତ ଗୁଡ଼ିକ ସମ୍ବନ୍ଧରେ ଜାଣି ପାରିନଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସଂକେତ ଗୁଡ଼ିକ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଝିଟିପିଟି କୁ ଉଭୟ ଶୁଭ ଓ ଅଶୁଭ ର ସଙ୍କେତ ରୂପରେ ଧରି ନିଆ ଯାଇଥାଏ । ଯଦି ଆପଣ ଦୁଇଟି ଝିଟିପିଟି କୁ ପରସ୍ପର ସହିତ ଲଢେଇ କରୁଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ କୌଣସି ବିପଦ ର ଆଗମନ ହେବାକୁ ଯାଉଛି । ତେଣୁ ଲଢେଇ କରୁଥିବା ଝିଟିପିଟି ଙ୍କୁ ଅଲଗା କରି ଦିଅନ୍ତୁ । ୨. ବନ୍ଧୁଗଣ ଯଦି ଆପଣ ନିଜ ସ୍ବପ୍ନ ରେ ନିଜକୁ ଆମ୍ବ ଖାଉଥିବାର ଦେଖୁଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହାର ଅର୍ଥ ଆପଣଙ୍କ ଜୀବନରେ ଧନର ଆଗମନ ହେବାକୁ ଯାଉଛି । ସେହିପରି ସ୍ବପ୍ନ ରେ ନିଜକୁ ଲାଲ ରଙ୍ଗ ର ଫଳ ଖାଉଥିବାର ଦେଖିବାର ଅର୍ଥ ଆପଣ ଙ୍କ ଆୟ ର ବୃଦ୍ଧି ଘଟିବାକୁ ଯାଉଛି । ୩. ବନ୍ଧୁଗଣ ଆପଣ କୌଣସି ଜରୁରୀ କାର୍ଯ୍ୟ ନିମନ୍ତେ ବାହାରକୁ ସକାଳ ସମୟରେ ଯାଉଥିବା ସମୟରେ ଯଦି ବୁଢ଼ୀଆଣୀ ର ଜାଲରେ ବୁଢୀଆଣୀ କୁ ବୁଲୁଥିବାର ଦେଖୁଛନ୍ତି ତେବେ ଏହାଦ୍ବାରା ଆପଣ କାର୍ଯ୍ୟ ରେ ସଫଳ ହେବ । ଏହା ସହିତ ଯଦି ଆପଣ ପକ୍ଷୀ କୁ ବିନା ପର ଝାଡ଼ି ବସିଥିବାର ଦେଖୁଛନ୍ତି ତେବେ ମଧ୍ୟ ଆପଣଙ୍କ କାର୍ଯ୍ୟ ସଫଳ ଭାବରେ ପୂର୍ଣ ହେବ ।

୪. ବନ୍ଧୁଗଣ ଆପଣ ପୂଜା କରୁଥିବା ସମୟରେ ଯଦି ଈଶ୍ୱର ଙ୍କ ମସ୍ତକ ରେ ଚଢ଼ା ହୋଇଥିବା ଫୁଲ ଆପଣଙ୍କ ଉପରେ ପଡ଼ିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଏପରି ହେବାର ଅର୍ଥ ଈଶ୍ୱର ଙ୍କ କୃପା ଆପଣଙ୍କ ଉପରେ ସଦା ସର୍ବଦା ରହିଛି । ୫. ବନ୍ଧୁଗଣ ଯଦି ଆପଣ ସ୍ବପ୍ନ ରେ ନିଜକୁ ଅସୁବିଧା ରେ ପଡ଼ିଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଭବିଷ୍ୟତରେ କୌଣସି ଅସୁବିଧା ପ୍ରକଟ ହେବାକୁ ଯାଉଛି ।

ଏବଂ ଅନ୍ୟ ପକ୍ଷରେ ଯଦି ଆପଣ ନିଜ ସ୍ବପ୍ନ ରେ ମୁଷା କୁ ଦେଖୁଛନ୍ତି ତେବେ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ସ୍ବପ୍ନ ରେ ମୁଷା ଦେଖିବାର ଅର୍ଥ ଆପଣଂକୁ ଭବିଷ୍ୟତରେ ସଫଳତା ମିଳିବାର ସମ୍ଭାବନା ରହିଛି ଏବଂ ଏଥିପ୍ରତି ଆପଣ ଉନ୍ନତି ର ମାର୍ଗ ରେ ଅଗ୍ରସର ହେବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *