ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ଏହି ୪ ଟି ମାସରେ ଜନ୍ମ ହୋଇଥିବା ଝିଅ, ଯେଉଁ ଘରକୁ ଯାଆନ୍ତି ସେ ଘରକୁ ବନେଇ ଦିଅନ୍ତି ସ୍ଵର୍ଗ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହି-ନ୍ଦୁ ଧ-ର୍ମ ରେ ଝିଅ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ବିବେଚନା କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି କିଛି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କ ସ-ମ୍ବ-ନ୍ଧ-ରେ କୁହା ଯାଇଛି, ଯେଉଁ ମାନେ ନିଜ ଘର ପରିବାର ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି ।

ଏମାନେ ଯେଉଁ ଘରେ ନିଜର ପାଦ ରଖିଥାନ୍ତି ସେହି ଘର ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯାଏ । ଏମାନଙ୍କ ପାଦ ମାତା ଲକ୍ଷ୍ମୀ ଙ୍କ ପାଦ ସ୍ୱରୂପ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ । ୧. ମାର୍ଚ୍ଚ- ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କ ମସ୍ତିଷ୍କ ବହୁତ ତେଜ ହୋଇଥାଏ । ଏମାନେ ଅତି ସହଜରେ କଠିନ ପରିସ୍ଥିତି ର ସାମ୍ନା କରିଥାନ୍ତି । ଏହି କାରଣରୁ ଏମାନେ କ୍ୟାରିଅର କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରନ୍ତି ଏବଂ ଖୁବ ପଇସା ରୋଜଗାର କରନ୍ତି ।

ଏମାନେ କେବେବି ନିଜ ଘରେ ପଇସାର ଅଭାବ ହେବାକୁ ଦିଅନ୍ତି ନାହିଁ । ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ନିଜ ଶାଶୂଘର ପାଇଁ ମଧ୍ୟ ବହୁତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି । ଏମାନଙ୍କ ଜୀବନସାଥୀ ବହୁତ ଭାଗ୍ୟବାନ ଅଟନ୍ତି ଏବଂ ଏମାନଙ୍କୁ ବିବାହ କରିବା ପରେ ବହୁତ ଖୁସି ରେ ରୁହନ୍ତି ।

୨. ଜୁଲାଇ- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ନିଜ ଘର ଓ ପରିବାର ପାଇଁ ବହୁତ ଲକି ହୋଇଥାନ୍ତି । ଏମାନେ କ୍ୟାରିଅର କ୍ଷେତ୍ରରେ ସଫଳତା ହାସଲ କରନ୍ତି ଏବଂ ସମାଜ ରେ ନିଜର ପ୍ରତିଷ୍ଠା ହାସଲ କରନ୍ତି । ଏହା ସହିତ ଏହି ମାସରେ ଜନ୍ମ ହୋଇଥିବା ଝିଅ ଦୃଢ଼ ନିଶ୍ଚୟୀ ହୋଇଥାନ୍ତି । ଯେଉଁ କାର୍ଯ୍ୟ କୁ କରିବା ନିମନ୍ତେ ନିଷ୍ପତି ନେଇଥାନ୍ତି ତା’କୁ ନିଶ୍ଚିତ ଭାବରେ ପୂର୍ଣ କରନ୍ତି । ଏମାନେ ନିଜ ସହିତ ନିଜ ପରିବାର ର ନାମ ମଧ୍ୟ ଉଚ୍ଚ ରେ ରଖନ୍ତି ।

୩. ସେପ୍ଟେମ୍ବର- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନଙ୍କ ବୁଦ୍ଧି ଅତ୍ୟନ୍ତ ପ୍ରଖର ହୋଇଥାଏ । ଏମାନେ ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି ବିଚାର କରିଥାନ୍ତି । ଏମାନେ ସ-ମ୍ପ-ର୍କ କୁ ବହୁତ ଅଧିକ ଗୁରୁତ୍ଵ ପ୍ରଦାନ କରନ୍ତି । ଏମାନେ ନିଜ ପରିବାର ର ସମସ୍ତ ସଦସ୍ୟ ଏବଂ ନିଜ ଜୀବନସାଥୀ ଙ୍କ ସମସ୍ତ ଆବଶ୍ୟକତା କୁ ପୂରଣ କରିବା ନିମନ୍ତେ ଚେଷ୍ଟା କରନ୍ତି ଏବଂ ଏଥିପ୍ରତି ମଧ୍ୟ ଧ୍ୟାନ ରଖନ୍ତି ଯେ ତାଙ୍କ ପାଇଁ ପରିବାର ର କୌଣସି ସଦସ୍ୟ ଯେପରି ଅସୁବିଧା ର ସାମ୍ନା ନକରୁ ।

୪. ନଭେମ୍ବର- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ବହୁତ କେୟାରିଂ ନେଚର ର ହୋଇଥାନ୍ତି । ଏମାନେ ସର୍ବଦା ସ-ମ୍ପ-ର୍କ କୁ ଯୋଡ଼ିବା ନିମନ୍ତେ ଚେଷ୍ଟା କରିଥାନ୍ତି । ଶାସ୍ତ୍ର ଅନୁସାରେ ଏମାନେ ଜଣେ ଭଲ ଝିଅ ହେବା ସହିତ ଜଣେ ଭଲ ବୋହୁ ମଧ୍ୟ ସାବ୍ୟସ୍ତ ହୋଇଥାନ୍ତି । ଏମାନେ କ୍ୟାରିଅର ରେ ବହୁତ ସଫଳତା ହାସଲ କରନ୍ତି ଏବଂ ଏହି କାରଣରୁ ଏମାନଙ୍କୁ ଜୀବନ ରେ କେବେବି ଆର୍ଥିକ ପରିସ୍ଥିତି ର ସାମ୍ନା କରିବାକୁ ପଡ଼ିନଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *