ଏହି ବୟସରେ ଭୁଲ ରେ ବି ବିବାହ କରନ୍ତୁ ନାହିଁ! ନଚେତ ପସ୍ତେଇବେ… Ajira Anuchinta

କିଏ କହିଥାଏ ବିବାହ କରିବା ଠିକ ନୁହେଁ ତ କିଏ କହିଥାଏ ବିବାହ ବିନା ଜୀବନ ମୂଲ୍ୟହୀନ । ତଥାପି ପ୍ରତ୍ୟେକ ବ୍ୟକ୍ତି ବିବାହର ଲଡ୍ଡୁ ଖାଇବାକୁ ପସନ୍ଦ କରିଥାନ୍ତି । କାହାର ବିବାହ ବନ୍ଧନ ଅଧିକ ଦିନ ଧରି ଚାଲିଥାଏ ତ କାହାର ଶୀଘ୍ର ହିଁ ଭାଙ୍ଗି ଯାଇଥାଏ । କିଛି ଏହିପରି ଲୋକ ମଧ୍ୟ ଅଛନ୍ତି ଯେଉଁ ମାନେ ନା ଅଲଗା ହୋଇପାରନ୍ତି ନା ହିଁ ଏକାଠି ଖୁସିରେ ରହିପାରନ୍ତି ।

ତେବେ ଆଜି ଆମେ ଆପଣଙ୍କ ଉକହିବୁ କେଉଁ ବୟସରେ ବିଅଭ କଲେ ଆପଣଙ୍କୁ ପସ୍ତେଇବାକୁ ପଡିଥାଏ । ତେବେ ପ୍ରଥମେ ହେଉଛି କିଶୋର ଅବସ୍ଥା, ଏହି ସମୟରେ ବିବାହ କରିବା ଆଦୌ ଠିକ ନୁହେଁ । ଏଥିରେ ଡିଭୋର୍ସ ହେବାର ସମ୍ଭାବନା ସବୁଠାରୁ ଅଧିକ ରହିଥାଏ । ଯୁବାବସ୍ଥା ରେଆପଣ ଆର୍ଥିକ ରୂପରେ ଦୁର୍ବଳ ରହିଥାନ୍ତି । ଆପଣଙ୍କ କ୍ୟାରିୟର କୁ ନେଇ ବହୁତ ଅଧିକ ଚିନ୍ତିତ ରହିଥାନ୍ତି ।

ପରିବାର ଓ ସାଙ୍ଗ ମାନଙ୍କ ତରଫ ରୁ ବିବାହ ପାଇଁ ବି ପ୍ରେସର ରହିଥାଏ, ଯେଉଁଥି ପାଇଁ ଆପଣ ପ୍ରାୟ ସମୟ ବିଚଳିତ ରହିଥାନ୍ତି । ଏଥିପାଇଁ ଯୁବାବସ୍ଥା ରେ ବିବାହ କରିବାକୁ ଉଚିତ ମାନା ଯାଇ ନଥାଏ । ଯଦି ଜ୍ଞାନୀ ଲୋକଙ୍କ କଥା କୁ ମାନିବା ତ ଯୁବାବସ୍ଥା ପରେ ବି ବିବାହ ପାଇଁ କିଛି ସମୟ ଅପେକ୍ଷା କରିବା ଉଚିତ ।

ଯେଉଁ ଲୋକ ମାନେ ୨୫ବର୍ଷ ବୟସରେ ବିବାହ କରିଥାନ୍ତି ସେମାନଙ୍କ ପାରିବାରିକ ସମସ୍ୟା ୨୦ବର୍ଷ ବୟସରେ ବିବାହ କରିଥିବା ବ୍ୟକ୍ତିଙ୍କ ଠାରୁ ୫୦ ପ୍ରତିଶତ କମ ରହିଥାଏ । କିଛି ବିଶେଷଜ୍ଞ ଙ୍କ ଅନୁସାରେ ଯେତେ ଅଧିକ ବର୍ଷରେ ଯେଉଁ ବିବାହ ହୋଇଥାଏ ସେମାନେ ସତେ ଏହି ସମ୍ପର୍କକୁ ଭଲରେ ନିଭାଇ ପାରନ୍ତି ।

କାରଣ ଏହିପରି ଲୋକ ଯେବେ ବିବାହ କରିଥାନ୍ତି ସେ ସମୟରେ ସେମାନଙ୍କ ଆର୍ଥିକ ସ୍ଥିତି ଅଧିକ ମଜବୁତ ଥାଏ ଓ ସେମାନେ ଉଭୟ ଙ୍କୁ ବହୁତ ଭଲ ଭାବରେ ଜାଣି ନେଇଥାନ୍ତି ଓ ବୁଝି ନେଇଥାନ୍ତି । କାରଣ ସେମାନଙ୍କ ପାଖରେ ପ୍ରତିକୂଳ ପରିସ୍ଥିତିକୁ ଧେର୍ଜ୍ୟ ର ସହିତ ସମ୍ମୁଖୀନ ହେବାର ଶକ୍ତି ଅଧିକ ରହିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *