ଭୁଲରେ ବି ବିବାହ କରନ୍ତୁ ନାହିଁ ଏହି 3ଟି ରାଶିର ବ୍ୟକ୍ତିଙ୍କୁ, ନଚେତ ସାରା ଜୀବନ ପସ୍ତେଇବେ- Jyotisha Shastra

ନମସ୍କାର ବନ୍ଧୁଗଣ, ଜୀବନରେ ସବୁଠାରୁ ଗୁରୁତ୍ଵପୂର୍ଣ ନିସ୍ପତି ହେଉଛି ବିବାହ । ଭଲ ଜୀବନସାଥିଟିଏ ପାଇଲେ ଜୀବନ ସ୍ଵର୍ଗ ଭଳି ହୋଇଯାଏ ଆଉ ଯଦି ଖରାପ ଜୀବନସାଥିଟିଏ ଆମେ ଅଜାଣତରେ ବାଛିଦେଉ ତେବେ ଜୀବନସାରା ପାଇଁ ଦୁଖ କଷ୍ଟ ପାଇଥାଉ । ତେଣୁ ଜୀବନସାଥି ବାଛିବା ସମୟରେ ସବୁ ଜିନିଷ ଭଲ ଭାବେ ବୁଝି ବିଚାରୀ ନିସ୍ପତି ନେବା ଆବଶ୍ୟକ । ତେବେ ଆସନ୍ତୁ ଆଜି ଜାଣିବା କେଉଁ ୩ଟି ରାଶିର ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ ।

ସବୁବେଳେ ଆମେ ଆମ ଜୀବନସାଥି ବାଛିବା ବେଳେ ତାଙ୍କ ଭିତରେ ସବୁ ପ୍ରକାର ଭଲ ଗୁଣ ଥାଉ ବୋଲି ଚାହିଁଥାଉ । ସମସ୍ତେ ଚାହିଁଥାନ୍ତି କି ଜୀବନସାଥି ଏମିତି ହେଉ ଯାହା ସହ ପୁରା ଜୀବନ ବିତାଇ ହେବ । ଏବଂ ବାହାଘର ପରେ କୌଣସି ପ୍ରକାରର ସମସ୍ୟା ନ ଆସୁ ହେଲେ ଏହା ଅସମ୍ଭବ ଅଟେ । କିନ୍ତୁ ଏହି ବିଷୟରେ ରାଶିଫଳ ଆପଣଙ୍କୁ ବହୁତ ସାହାର୍ଯ୍ୟ କରିବ ।

ପ୍ରଥମ ରାଶିଟି ହେଉଛି ମୀନ ରାଶି: ଏହି ରାଶିର ଜାତକ ମିଶେଇବା ବେଳେ ଏମିତି ଲାଗିବ କି ଏହାଠୁ ଆଉ କେହି ଭଲ ଜୀବନ ସାଥି ହୋଇପାରିବେ ନାହିଁ ଆପଣଙ୍କ ପାଇଁ । କିନ୍ତୁ ଏହି ରାଶିର ସ୍ଵାମୀ ବହୁତ ଖରାପ ବୋଲି ମନାଯାଇଥାଏ । ଏଥିପାଇଁ ଏମାନଙ୍କ ଠାରୁ ସତର୍କ ହୋଇ ରହିବା ଆବଶ୍ୟକ । ଏହି ରାଶିର ସ୍ଵାମୀ ମାନେ ସନ୍ଦେହ ପ୍ରକୃତିର ହୋଇଥାନ୍ତି ।

ଏମାନଙ୍କ ଭିତରେ ସବୁବେଳେ ଡରର ଭାବନା ରହିଥାଏ । ସବୁବେଳେ ନିଜ ସ୍ତ୍ରୀର ଭୁଲ ଖୋଜୁଥାନ୍ତି । ଏମାନଙ୍କ ଭିତରେ ଗୋଟିଏ ବିଶେଷତ୍ଵ ଅଛି କି ଏମାନଙ୍କୁ ଝିଅମାନେ ଦେଖି ଜଲ୍ଦି ଇମ୍ପ୍ରେସ ହୋଇଯାନ୍ତି । କିନ୍ତୁ ସତ୍ୟତା ବାହାଘର ପରେ ଜଣା ପଡେ । ଦିତୀୟ ରଶିଟି ହେଉଛି, କନ୍ୟା ରାଶି: ଏହି ରାଶିର ପୁରୁଷ ମାନେ ବୁଦ୍ଧିମାନ ଓ ଜ୍ଞାନୀ ହୋଇଥାନ୍ତି ।

କିନ୍ତୁ ସବୁବେଳେ ନିଜ ସ୍ତ୍ରୀକୁ ନିଜ କାବୁରେ ରଖିବାକୁ ଚେଷ୍ଟା କରନ୍ତି । ନିଜ ସ୍ତ୍ରୀକୁ କାବୁରେ ନ ରଖି ପାରିଲେ ନିଜ ସ୍ତ୍ରୀକୁ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଦେଇଥାନ୍ତି । ପ୍ରଥମରୁ ଏମାନଙ୍କୁ ଦେଖି ଏମିତି ଲାଗେ କି ଏମାନେ ନିଜ ସ୍ତ୍ରୀକୁ ମୁଣ୍ଡ ଉପରେ ରଖିବେ । କିନ୍ତୁ ସତ୍ୟତା ବାହାଘର ପରେ ହିଁ ଜଣାପଡେ । ତୃତୀୟ ରାଶିଟି ହେଉଛି ବୃଷ ରାଶି: ଏହି ରାଶିର ଲୋକ ମାନେ ସ୍ବଭାବରେ ଶାନ୍ତ ହୋଇଥାନ୍ତି ।

ଏବଂ ସବୁ କାମ ବୁଦ୍ଧିମାନର ସହ କରିଥାନ୍ତି । କିନ୍ତୁ ଏମାନେ ରୋମାନ୍ଟିକ ସ୍ଵାମୀ ହେବାରେ ଅସମର୍ଥ ଅଟନ୍ତି । ଏହି କାରଣ ହେତୁ ସବୁବେଳେ ପରସ୍ପର ମଧ୍ୟରେ ଅଶାନ୍ତି ଲାଗିରହିଥାଏ । ଏବଂ ଏହି କାରଣ ହେତୁ ଏମାନେ ଉଭୟ ଉଭୟଙ୍କ ଠାରୁ ଦୂରେଇ ଯାନ୍ତି । ତେବେ ଯଦି ଆପଣ ମାନଙ୍କୁ ଏହି ପୋଷ୍ଟ ଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *