ଭୂଲରେ ମଧ୍ୟ ଏହି ୫ ଜଣଙ୍କୁ କରନ୍ତୁ ନାହିଁ ପ୍ରଣାମ, ନ ହେଲେ ପୁରା ବର୍ବାଦ ହେଇଯିବେ ଆପଣ – Chanakya Niti

ବନ୍ଧୁଗଣ, ଆମର ଭାରତୀୟ ସଂସ୍କୃତିରେ ସବୁବେଳେ ପିଲାଙ୍କୁ ଶିକ୍ଷା ଦିଆଯାଇଥାଏ ଯେ ବଡ ମାନଙ୍କୁ ନମସ୍କାର କରିବା ଉଚିତ । ଗୁରୁଜନଙ୍କୁ ସମ୍ମାନ ପ୍ରକଟ କରିବା ପାଇଁ । କିନ୍ତୁ ସବୁ ସମୟରେ ନମସ୍କାର କରିବା ଉଚିତ ନୁହେଁ । ବାସ୍ତୁ ଅନୁସାରେ କିଛି ଏମିତି ସମୟ ଏବଂ ଏମିତି ବ୍ୟକ୍ତି ଅଛନ୍ତି ଯାହାକୁ ନମସ୍କାର କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବିଗିଡିଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧) ଏମିତି ଲୋକଙ୍କୁ ନମସ୍କାର କରିବା କଥା ନୁହେଁ, ଯେଉଁମାନେ ଅନ୍ୟ ଲୋକଙ୍କ ସହିତ ଖରାପ କରନ୍ତି, ଅନ୍ୟ ଲୋକଙ୍କୁ କ୍ଷତି ରେ ପକାନ୍ତି ଏବଂ ଅନ୍ୟର ଅମଙ୍ଗଳ କରନ୍ତି, କଷ୍ଟ ଦିଅନ୍ତି, ସେମାନଙ୍କୁ କେକେବି ନମସ୍କାର କରି ସମ୍ମାନ ଦେବା ଅନୁଚିତ ।

୨) ଯେଉଁମାନେ କାହା ଅନ୍ତିମ ସଂସ୍କାରରେ ଆସିଥାନ୍ତି କିମ୍ବା କରିବାକୁ ଯାଉଛନ୍ତି, ସେମାନଙ୍କୁ ଅପବିତ୍ର ବୋଲି ଧରାଯାଏ । ଶାସ୍ତ୍ର ଏବଂ ଧର୍ମଗ୍ରନ୍ଥ ଅନୁଯାୟୀ ଅପବିତ୍ର ବ୍ୟକ୍ତିଙ୍କୁ କେବେବି ନମସ୍କାର କରିବା ଅନୁଚିତ ।

୩) ମନ୍ଦିରରେ ପୂଜା ପାଇଁ ଆସିଥିବା ଲୋକ ଙ୍କୁ ପ୍ରଣାମ କରାଯାଏ ନାହିଁ । ସ୍ନାନ କରୁଥିବା ବ୍ୟକ୍ତିଙ୍କୁ କେବେବି ନମସ୍କାର କରିବା ଉଚିତ ନୁହେଁ । ଏହା ଆମର ଶିଷ୍ଟାଚାରର ବିରୋଧ ଅଟେ । ଏମିତି କରିବା ଦ୍ୱାରା ସ୍ନାନ କରୁଥିବା ବ୍ୟକ୍ତିଙ୍କୁ ଅସହଜ ଅନୁଭବ ହୋଇପାରେ ।

୪) କୌଣସି କାମରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ କେବେବି ନମସ୍କାର କରିବା ଅନୁଚିତ । କାହିଁକିନା ପ୍ରଥମତଃ ତାଙ୍କ କାମରେ ବାଧା ଉପୁଜିଥାଏ ଏବଂ ଦ୍ୱିତୀୟରେ ତାଙ୍କୁ ଅସୁବିଧା ମଧ୍ୟ ହୋଇପାରେ । ଏମିତିରେ ତାଙ୍କ କାମ ସଫଳ ହୋଇପାରିନଥାଏ । ଭୋଜନ ଏବଂ ଶୟନ ମୁଦ୍ରା ରେ ଥିବା ଲୋକଙ୍କୁ ପ୍ରଣାମ କରନ୍ତୁ ନାହିଁ ।

୫) ମୁର୍ଖ, ଦୁଷ୍ଟ ଆଚରଣ ବ୍ୟକ୍ତି କିମ୍ବା ମାନସିକ ରୂପରେ କପଟ ଥିବା ବ୍ୟକ୍ତିଙ୍କୁ ନମସ୍କାର କରିବା ଦ୍ୱାରା ଆପଣଙ୍କ ସମ୍ମାନ ଉପରେ ଆଞ୍ଚ ଆସିଥାଏ । ଏହାସହିତ ଏମିତି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ । ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *