ମାସରେ ଥରେ ଲଗାନ୍ତୁ – ଜୀବନ ସାରା କେବେ ଧଳା କେଶ ଆସିବ ନାହିଁ !

ବଢୁଥିବା ପ୍ରଦୂଷଣ ବଢୁଥିବା ଟେନ୍ସନ ଏବଂ ଭୋଜନରେ ଜରୁରୀ ମିନେରାଲର ଅଭାବ କାରଣରୁ ଅଜକାଲି ଅସମୟରୁ କେଶ ଧଳା ହେବାକୁ ଲାଗିଛି । ଧଳା କେଶକୁ ସବୁଦିନ ପାଇଁ କଳା କରିଦେବ ଏହି ରାମବାଣ ଘରୋଇ ଉପାୟ । ଆସନ୍ତୁ ଏହା ବିଷୟରେ ଆମେ ଆଲୋଚନା କରିବା ।

ସେ ପୁରୁଷ ହେଉ ବା ନାରୀ ସମସ୍ତଙ୍କୁ ନିଜ କେଶ ବହୁତ ପସନ୍ଦ ଅଟେ ଏବଂ ଯଦି ସେହି କେଶ ଧଳା ହୋଇଯାଏ ତେବେ ମନୁଷ୍ୟ ଏକଦମ ଚିନ୍ତାଗ୍ରସ୍ତ ହୋଇଯାଏ । ନିଜ କେଶକୁ କଳା କରିବା ପାଇଁ ବହୁତ ପ୍ରକାର କେମିକାଲସ ପ୍ରଡକ୍ଟର ବ୍ୟବହାର କରିବାକୁ ଲାଗିଯାଏ । ଏଥିପାଇଁ ଅଳ୍ପ ସମୟ ଲାଗିଥାଏ ଘରୋଇ ଉପଚାର ଦ୍ୱାରା କିନ୍ତୁ ଆପଣଙ୍କ କେଶ ପ୍ରାକୃତିକ ଉପାୟରେ କଳା ହୋଇଯାଏ । ଯାହାଦ୍ୱାରା କେଶକୁ ବହୁତ ଅଧିକ କ୍ଷତି ପହଞ୍ଚେ । ଏଥିପାଇଁ ମୁଁ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ ବିଷୟରେ କହିବିଯାହାର ବ୍ୟବହାର ଦ୍ୱାରା ଆପଣ ଆପଣଙ୍କ ଧଳା କେଶକୁ କଳା କରିପାରିବେ ।

ଭୁର୍ସୁଙ୍ଗା ପତ୍ର ଆମ ସମସ୍ତଙ୍କ ଘରେ ନିହାତି ମିଳୁଥିବ । କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଭେର୍ସୁଙ୍ଗା ପତ୍ରକୁ ଖାଇବା ସହ ସହ କେଶ ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହା ଆମ ଧଳା କେଶକୁ କଳା କରିବା ପାଇଁ ଏକ ଜବରଦସ୍ତ ଘରୋଇ ଉପଚାର । ଏବେ ଜାଣନ୍ତୁ ଏହାକୁ କିପରି ବନେଇବେ । ଏହି ଧଳା କେଶକୁ କଳା କରିବା ପାଇଁ ଆଜିର ଏହି ଉପାୟ ବହୁତ ଲାଭଦାୟକ ଅଟେ ।

କେଶର ଏହି ସମସ୍ୟା ଜେନେଟିକ ଅଟେ । ହେଲେ ଆଜିକାଲି ଯୁବପୀଢ଼ିଙ୍କୁ କମ୍ ବୟସରୁ ହିଁ ଏହି ସମସ୍ୟା ଭୋଗିବାକୁ ପଡୁଛି । କେଶକୁ ଡାଇ କରିବା ଦ୍ୱାରା ମଧ୍ୟ କେଶ ଜଲଦି କଳା ହୋଇଯାଏ । ଏଥିପାଇଁ କେଶକୁ କଳା କରିବା ପାଇଁ ସର୍ବଦା ଆପଣଙ୍କୁ ପ୍ରାକୃତିକ ଜିନିଷର ବ୍ୟବହାର କରିବା ଆବଶ୍ୟକ । ଯାହାଦ୍ୱାରା ଆମ କେଶକୁ ଅନ୍ୟ କୌଣସି ସାଇଡ ଇଫେକ୍ଟ ପଡେନାହିଁ ।

ଏଥିପାଇଁ ଆପଣଙ୍କୁ ଆବଶ୍ୟକ ୫୦ ଗ୍ରାମ ନଡ଼ିଆ ତେଲ ଏବଂ ୧୦୦ ଗ୍ରାମ ଭୁର୍ସଙ୍ଗା ପତ୍ର । ଏବେ ଗ୍ୟାସରେ ଏକ ପେନ ବସାଇ ତା ମଧ୍ୟରେ ୫୦ ଗ୍ରାମ ନଡ଼ିଆ ତେଲ ପକାନ୍ତୁ । ଏବେ ସେହି ତେଲକୁ ହାଲକା ଗରମ ହେବାକୁ ଦିଅନ୍ତୁ । ହାଲକା ଗରମ ହୋଇଗଲା ପରେ ଏହା ମଧ୍ୟରେ ଭୁର୍ସଙ୍ଗା ପତ୍ରକୁ ପକାନ୍ତୁ ଏବଂ ଗ୍ୟାସକୁ ସିମ କରିଦିଅନ୍ତୁ । କମରୁ କମ୍ ୧୦ ମିନିଟ ଏହାକୁ ଫୁଟିବାକୁ ଦିଅନ୍ତୁ । ୧୦ ମିନିଟ ହୋଇଗଲା ପରେ ଦେଖିବେ ନଡ଼ିଆ ତେଲର ରଙ୍ଗ ବଦଳିଯିବ ।

ଏହାପରେ ଏହାକୁ ଥଣ୍ଡା କରି କୌଣସି ବୋତଲରେ ଭରି ରଖନ୍ତୁ ଏବଂ ସପ୍ତାହରେ ୩ ଥର ଏହି ତେଲ ଦ୍ୱାରା ନିଜ କେଶର ମାଲିସ ନିହାତି କରନ୍ତୁ । ତାପରେ ଆପଣ ଏହାର ଫାଇଦା ଦେଖିବେ । ବଞ୍ଚି ଯାଇଥିବା ପତ୍ରକୁ ଆପଣ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଏହାର ପେଷ୍ଟକୁ ନିଜ କେଶ ମୂଳରେ ଲଗାନ୍ତୁ । ଯାହାଦ୍ୱାରା ଆମ କେଶ ନରମ ହୋଇଥାଏ ।

ଆପଣ ଦେଖିବେ ଏହି ଘରୋଇ ଉପଚାର ଦ୍ୱାରା ଆପଣଙ୍କ କେଶ ପ୍ରାକୃତିକ ଉପାୟରେ ସବୁଦିନ ପାଇଁ କଳା ହୋଇଯିବ । କେବଳ ଏତିକି ନୁହେଁ ଏହାଦ୍ୱାରା ଆପଣଙ୍କ କେଶ ଝଡ଼ିବା ବନ୍ଦ ହୋଇଯିବ ଏବଂ ଆପଣଙ୍କ କେଶ ଘନ ଓ ସୁନ୍ଦର ଦେଖାଯିବ ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ

Leave a Reply

Your email address will not be published. Required fields are marked *