ବିବାହ ପରେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖନ୍ତି ଏହି 3ଟି ନାମର ପୁରୁଷ- Jyotisha Shastra

ବ୍ୟକ୍ତି ଯେବେ ବିବାହ କରିଥାଏ ସେହି ସମୟରେ ସାତ ଜନ୍ମ ପାଇଁ ସାଥ ଦେବା ପାଇଁ ବଚନ ନେଇଥାଏ । ବିବାହର ସମ୍ପର୍କ ସାରା ଜୀବନ ରହିବ ବୋଲି ପୁଅ ଓ ଝିଅ ଶପଥ ନେଇଥାନ୍ତି । କିନ୍ତୁ ଅନେକ ଥର ବିବାହରେ ଅନେକ ସମସ୍ଯା ଆସିଥାଏ । ଯେବେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଯାଏ ତେବେ ଦୁହିଙ୍କ ମଧ୍ୟରେ ପ୍ରେମ ମଧ୍ୟ କମ ହେବାରତେ ଲାଜିଆଇଥାଏ । ଯାହା ଦ୍ଵାରା ସ୍ତ୍ରୀ ଠାରୁ କମ ପ୍ରେମ ପାଇବା କାରଣରୁ ସ୍ଵାମୀ ଅନ୍ୟ ଠାରୁ ପ୍ରେମର ଆଶା ରଖିଥାଏ । ଆଜି ଆମେ ଆପଣଙ୍କୁ ବିବାହ ପରେ ଏହି ୩ଟି ନାମର ପୁରୁଷ ମାନେ ଅନ୍ୟ ମହିଳାଙ୍କୁ ପ୍ରେମ କରିଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

୧- A ନାମର ପୁରୁଷ : ଯେଉଁ ପୁଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଅଧିକାଂଶ ଗୋଟିଏ ଜିନିଷ ଉପରେ ବୋର ହୋଇଥାନ୍ତି । ଏମାନେ କୌଣସି ଜିନିଷ ପ୍ରତି ଅଧିକ ଆଗ୍ରହୀ ହୋଇଥାନ୍ତି । ବିବାହ ପରେ ଏମାନଙ୍କୁ ସ୍ତ୍ରୀ ସହ ରହିବା ସହ ତାଙ୍କୁ ପ୍ରେମ କରିବାକୁ ଭଲ ଲାଗିଥାଏ । କିନ୍ତୁ କିଛି ବରଷ ପରେ ଏମାନେ ନିଜ ସ୍ତ୍ରୀ କୁ ଭୁଲି ଅନ୍ୟ ମହିଳା ଙ୍କ ପ୍ରତି ଆଗ୍ରହୀ ହୋଇଥାନ୍ତି ।

ଏମାନେ ନିଜର ଅନ୍ୟ ସମ୍ପର୍କ ବିଷୟରେ କାହାକୁ କହିବାକୁ ପସନ୍ଦ କରନ୍ତି ନାହି । ଅନେକ କ୍ଷେତ୍ର ବ୍ରେ ଏମାନଙ୍କର ଦିତୀୟ ପ୍ରେମ ଏକ ତରଫା ହୋଇଥାଏ । ଏମାନେ ସମାଜରେ ନିଜର ବିବାହ କୁ ଭାଙ୍ଗିବାକୁ ନେଇ ଭୟ କରିଥାନ୍ତି ।

୨- K ନାମର ପୁରୁଷ : ଯେଉଁ ପୁରୁଷ ଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ଅଇଥାଏ ଏମାନଙ୍କର ହୃଦୟ ବହୁତ ଜଲ୍ଦି ତରଲି ଯାଇଥାଏ । ଏମାନେ ଯେବେ କୌଣସି ମହିଳାଙ୍କୁ ଦେଖନ୍ତି ତେବେ ତାଙ୍କୁ ପ୍ରେମ ହୋଇଯାଏ । ଏମାନେ ସେହି ପ୍ରେମକୁ ପାଇବାକୁ ଚେଷ୍ଟା କରିଥାନ୍ତି । ଯଦି ଏମାନେ ସଫଳ ହୋଇଥାନ୍ତି ତେବେ ଲୁଚି କରି ନିଜର ସମ୍ପର୍କ ଆଗକୁ ବଢାଇଥାନ୍ତି । ଏମାନେ କୌଣସି ଗୋଟିଏ ନାରୀ ପ୍ରତି ନିଜର ସମ୍ପର୍କ ନିଭାଇ ପାରନ୍ତି ନାହି । ଏମାନଙ୍କୁ ନୂଆ ନୂଆ ଝିଅ ପସନ୍ଦ ଆସିଥାଏ ।

୩- R ନାମର ପୁରୁଷ : ଯେଉଁ ପୁରୁଷ ଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମାନଙ୍କ ଠାରେ ଝିଅ ମାନଙ୍କୁ ଇମ୍ପରେଶ କରିବାରେ ଗଜବ ଦକ୍ଷତା ରହିଛି । ଏମାନେ ନିଜର କଥା ମାଧ୍ୟମରେ ଝିଅ ମାନନକର ହୃଦ୍ୟ ଜିନିଥାନ୍ତି । ଯାହାର ଫାଇଦା ଏମାନେ ବିବାହ ପରେ ଉଠାଇଥାନ୍ତି ।

ଯଦି କୌଣସି ମହିଳା ଏମାନଙ୍କୁ ଟିକେ ବି ଇସାରା ଦେଇଥାନ୍ତି ତେବେ ଏମାନେ ତା ପଛରେ ପଡି ଯାଇଥାନ୍ତି । ଏମାନେ ବିବାହ ପରେ ନିଜ ସ୍ତ୍ରୀ ଙ୍କୁ ନିଜ ଠାରୁ ଦୂରେଇ ଦେଇ ଅନ୍ୟ ସ୍ତ୍ରୀ ପ୍ରତି ଆଗ୍ରହୀ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *