ବିଛା ରାଶି ଥିବା ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ୱ ଓ ସ୍ଵଭାବ- Jyotisha Shastra

ବିଛା ରାଶିର ସ୍ଵା-ମୀ ମଙ୍ଗଳ ଗ୍ର-ହ ହୋଇଥାନ୍ତି । ମଙ୍ଗଳ ଗ୍ର-ହ ଜୀବନରେ ପ୍ରରାକ୍ରମ ଓ ଉଶ୍ଚାହର କାରକ ହୋଇଥାଏ । ବିଛା ରାସୀ ଜନ୍ମିତ ବ୍ୟକ୍ତି ଜନ୍ମ ଜାତ ଯୋ-ଧ୍ୟା ହୋଇଥାନ୍ତି । ଏମାନଙ୍କ ଶାରୀରିକ ସରଞ୍ଚନାରୁ ଏମାନଙ୍କ ଶକ୍ତିର ସୂଚନା ମିଳିଥାଏ । ଏହି ଜାତକ ଥିବା ବ୍ୟକ୍ତି ସାହସୀ ଦୃଢ ଇଛାଶକ୍ତି ବ୍ୟକ୍ତି ହୋଇଥାନ୍ତି । ଏପରି ବ୍ୟକ୍ତି ଧାର୍ମିକ ,ଗଭୀର , ଚତୁର , ଜିଦ୍ଦି ,ପ୍ରରାକ୍ରମୀ ଓ ନି-ର୍ଭୀ-କ ହୋଇଥାନ୍ତି । ଏମାନେ କଠିନରୁ କଠିନ କାମ କରିବା ପାଇଁ ମଧ୍ୟ ଡରି ନଥାନ୍ତି । ଏମାନଙ୍କ ଭିତରେ ଶା-ରୀ-ରି-କ ଓ ମା-ନ-ସି-କ ଶକ୍ତି ଭ-ର-ପୁ-ର ହୋଇକି ରହିଛି । ଏହି ଜାତକର ବ୍ୟକ୍ତି ପ୍ରାୟତଃ ଈର୍ଷାଳୁ ହୋଇ ପାରନ୍ତି ।

କିନ୍ତୁ ଏମାନଙ୍କ ଏହି ଈର୍ଷା ଭାବ ସଫଳତା ଦେବା ପାଇଁ ଇନ୍ଧନର କାମ କରିଥାଏ । ବିଛା ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କୁ କେବେବି ସାଧାରଣ ଭାବିବେ ନାହିଁ । ଏମାନେ ବହୁତ ସା-ହ-ସୀ ହୋଇଥାନ୍ତି । ଶେ-ଥି ପାଇଁ ସେମାନଙ୍କର ବହୁତ ମିତ୍ର ରହିଥାନ୍ତି । ଏମାନେ ଭଲ ବିଶ୍ଵସନୀୟ ମିତ୍ର ମଧ୍ୟ ହୋଇଥାନ୍ତି । ଏମାନେ ଯେ କୌଣସି ବ୍ୟକ୍ତିଙ୍କୁ ସହଜରେ ଜାଣି ଯାଇଥାନ୍ତି । ଏମାନଙ୍କୁ କେହି କେବେ ବୋକା ବନାଇ ପାରିବେ ନାହିଁ । କାରଣ ଏମାନେ ସର୍ବଦା ପ୍ରତେକ କ୍ଷେତ୍ରରେ ସାବଧାନ ରହିଥାନ୍ତି ।

ତାଙ୍କୁ ଯଦି କୌଣସି କଥା ଭଲ ଲାଗିଥାଏତ ସେ ତାକୁ କେବେ ସହଜରେ ଭୁଲି ପାରିନଥାଏ । ଏମାନେ ନିଜ ରହସ୍ୟକୁ ଭଲ ଭାବରେ ଲୁଚାଇ ରଖିଥାନ୍ତି । ଆଉ ଅନ୍ୟ ମାନଙ୍କ ବିଷୟରେ ଜାଣିବାକୁ ବହୁତ ଚେଷ୍ଟା କରିଥାନ୍ତି । ବିଛା ରାଶିର ବ୍ୟକ୍ତି ସର୍ବଦା କର୍ମ ଉପରେ ବିଶ୍ଵାସ ରଖିଥାନ୍ତି । ଆଉ ଭବିଥାନ୍ତି ଯାହା ଚାହିଁବେ ତାହା କରିପାରିବେ । କାରଣ ଏମାନେ ଜନ୍ମରୁ ଉଚ ଅଭିଳାଷୀ ରହିଥାନ୍ତି । ଏମାନେ କୌଣସି କଠିନ ସମସ୍ୟାକୁ ବିନା ଭୟରେ ମଧ୍ୟ ସମାଧାନ କରିଥାନ୍ତି । ଏମାନେ ସବୁବେଳେ ସକ୍ରିୟ ରହିଥାନ୍ତି । ଖାଲି ଟାରେ ବସିବା ଏମାନଙ୍କୁ ଭଲ ଲାଗିନଥାଏ ।

ମଙ୍ଗଳ ଗ୍ର-ହ ଦ୍ଵାରା ପ୍ରଭାବିତ ହେବା କାରଣରୁ ଏମାନଙ୍କ ଶରୀରରେ ଅଧିକ ବଳ ରହିଥାଏ । ଏମାନେ ବହୁତ ଅଳ୍ପ ଭାବରେ ରୋଗାଗ୍ରସ୍ତ ହୋଇଥାନ୍ତି । ଏମାନଙ୍କ ପାଖରେ ରୋଗ ପ୍ରତିଷେଧକ ଶକ୍ତି ବହୁତ ରହିଥାଏ । ବିଛା ରାଶିର ବ୍ୟକ୍ତି ବହୁତ ଭାବୁକ ସ୍ଵଭାବର ହୋଇଥାନ୍ତି । ଏମାନେ କାହାକୁ ବିଶ୍ବାସ କରିବାରେ ବହୁତ ଅଧିକ ସମୟ ନେଇଥାନ୍ତି । ଏମାନେ ଜୀବନରେ କାହାକୁ ଅଧିକ ଧୋକା ଦିଅନ୍ତି ନାହିଁ । ଏମାନେ ଗୋଟିଏ ଉଚ କୋଠିର ସାଥି ହୋଇଥାନ୍ତି । କିନ୍ତୁ ଏମାନେ ନିଜ ସାଥି ଠାରୁ ଅଧିକ କିଛି ଆସା କରିଥାନ୍ତି ।

Leave a Reply

Your email address will not be published. Required fields are marked *