ବୃଷ ଓ ଧନୁ ମଧ୍ୟରେ କିଏ ସବୁଠୁ ଅଧିକ ଶକ୍ତିଶାଳୀ

ବୃଷ ରାଶି ଓ ଧନୁ ରାହସି ମଧ୍ୟରୁ କେଉଁ ରାଶି ଭାଗ୍ଯବାନ ଥାଏ । କେଉଁ ରାଶି ଆଗ ଆଗକୁ ଭଲ ପାଇ ଥାନ୍ତି ତେବେ ଆସନ୍ତୁ ଜାଣିବା ଉଭୟ ଙ୍କ ମଧ୍ୟରୁ କିଏ ଅଧିକା ଲାଭ ବାନ ହୋଇଥାଏ । ବୃଷ ରାଶିର ସ୍ଵାମୀ ଗ୍ରହ ଶୁକ୍ର ହୋଇ ଥିବା ଦ୍ଵାରା ଏମାନେ ସବୁ ବେଳେ ଭଲ କାମ ଅକରିକି ପଇସା ଅଧିକା କମେଇବା ପାଇଁ ଚେଷ୍ଟା କରି ଥାନ୍ତି ଏମାନେ ସବୁ ବେଳେ ନିଜକୁ ବିଲାଶ ବେସନ ରେ ରଖିବା ପାଇଁ ଚେଷ୍ଟା କରି ଥାନ୍ତି । ଏମାନେ ଧନ ପାଇଁ ଭାଗ୍ଯବାନ ଥାନ୍ତି ଏମାନେ ଅଧିକା ପଇସା କମେଇବା ପାଇଁ ଅଧିକା ପରିଶ୍ରମ କରି ଥାନ୍ତି ।

ଏମାନେ ଜିଦିଆ ହୋଇ ଥାନ୍ତି । ଏମାନେ ସ୍ଥିର ଓ ଦୃଢ ଇଚ୍ଛା ଶକ୍ତି ଥାଏ । ଏମାନେ ବହୁତ ଧରଜ୍ୟବାନ ହୋଇ ଥାନ୍ତି ଏମାନେ କେଉଁ ଭି କାମ କରିବା ଠାରୁ ପଛକୁ ଯାଇ ନଥାନ୍ତି । ଏମାନେ ପ୍ରତେକ ପରିସ୍ଥିତି ରେ ଯାହା ଭି କରିବା ପାଇଁ ଭାବି ଥାନ୍ତି ତାହାକୁ ଏମାନେ କରିକି ହିଁ ରୁହନ୍ତି । ଏମାନେ ସବୁ ବେଳେ ସାହାଜ୍ଯ କରି ଥାନ୍ତି ।

ଏହାଙ୍କୁ ସହଜରେ ଆକର୍ଷିତ କରା ଯାଇ ପାରାଇବେ ନି କେହି । ଏମାନେ ଦେଶ ବିଦେଶ ରେ ରହିବା ପାଇଁ ଭଲ ପାଇ ଥାନ୍ତି । ଏମାନେ ନିଜ ସ୍ଵଭାବ ପାଇଁ ସବୁ ଜାଗାରେ ଜଣା ଯାଇ ଥାନ୍ତି । ଏମାନେ ଯାହାଭି କରିବା ପାଇଁ କହି ଥାନ୍ତି ତାହା ଏମାନେ କରିକି ଛାଡି ଦେଇ ଥାନ୍ତି । ଏମାନେ କାହାକୁ ଅଧିକା ବିସବାଶ କରିବା ପାଇଁ ଅଧିକ ସମୟ ନେଇ ଥାନ୍ତି ।

ଏହାଙ୍କ ଶହ ସମ୍ପର୍କ ଖୁବ ଭଲ ହୋଇଥାଏ । ଏମାନେ ଭଲ ଜୀବନ ସାଥି ପାଇ ଥାନ୍ତି । ଏହା ପରେ ଧନୁ ରାଶି ଏହାର ସ୍ଵାମୀ ଗ୍ରହ ବୁଦ୍ଧ ଗ୍ରହ ଅଟନ୍ତି । ଏମାନେ ଧାର୍ମିକ କାମରେ ମନ ଦେବା ପାଇଁ ଅଧିକା ଭଲ ପାଇ ଥାନ୍ତି ଏମାନେ ସବୁ ବେଳେ ନିଜ କାମ ପାଇଁ ସବୁ ଆଡେ ଜଣା ଯାଇ ଥାନ୍ତି ।

ଏହାଙ୍କ ପ୍ରତୀକ ଧନୁ ଅଟେ ଯାହାର ପଛରେ ଏକ ଘୋଡା ଭଳି ଚିତ୍ର ଥାଏ ଏମାନେ ମଧ୍ୟ ଘୋଡା ଭଳି ତୀବ୍ର ଥାନ୍ତି । ଏମାନଙ୍କ ଲକ୍ଷ ସ୍ପଷ୍ଟ ହୋଇ ଥାଏ । ଏମାନେ ଥରେ ନିଜ ଲକ୍ଷ ନିର୍ଦ୍ଧାରିତ କରିବା ପରେ ଏମାନେ ସବୁ କିଛି କରିବା ପାଇଁ ଚେଷ୍ଟା କରି ଥାନ୍ତି ଏମାନେ ନିଜ ଲକ୍ଷ କୁ ସ୍ପଷ୍ଟ କରିବା ପାଇଁ ଚେଷ୍ଟା କରି ଥାନ୍ତି ।

ଧନୁ ରାଶିର ଜାତକ ଆଧ୍ୟାତ୍ମିକ, ସାହିତ୍ଯ, ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ପାଇ ଥାନ୍ତି । ଏମାନେ ଉଦାର ହୃଦୟ ର ହୋଇ ଥାନ୍ତି । ଏମାନେ ଶାରୀରିକ କାମ ଠାରୁ ମାନଶୀକ କାମ କରିବା ପାଇଆନ ଭଲ ପାଇ ଥାନ୍ତି ଏମାନେ ଅନୁସନଧାନ ପ୍ରିୟ ହୋଇ ଥାନ୍ତି । ଏମାନେ ଯଦି ରାଗି ଯାଇ ଥାନ୍ତି ତ ଏହାଙ୍କୁ ସାନ୍ତ କରିବା ଖୁବ କଷ୍ଟକର ହୋଇ ଯାଇ ଥାଏ ।

ଏମାନେ ସବୁ ବେଳେ ଜୀବନ କୁ ଜାଣିବା ପାଇଁ ଇଚ୍ଛା ରଖୀ ଥାନ୍ତି । ଏମାନେ ଏହି ଭଳି ଜୀବନ ସାଥି ଏହି ଭଳି ହେଉ ଯିଏ କି ତାଙ୍କୁ ବୁଝି ପାରିବ । ଏମାନେ ଅନ୍ୟକୁ ସାହାଜ୍ଯ କରୁ କରୁ ବେଳେ ବେଳେ ନିଜ ପାଇଁ କ୍ଷତି କରି ଦେଇ ଥାନ୍ତି ।

Leave a Reply

Your email address will not be published. Required fields are marked *