ନମସ୍କାର ବନ୍ଧୁଗଣ, ବୃଷ ରାଶିର ବ୍ୟକ୍ତି ଏହାକୁ ନିହାତି ଭାବରେ ଦେଖନ୍ତୁ । କାରଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଆପଣଙ୍କ ଜୀବନ ସହ ଜଡିତ ଏପରି କିଛି ସତ ବିଷୟରେ ଯାହା ଆପଣ ଜାଣିବା ନିହାତି ଜରୁରୀ । ବୃଷ ରାଶିର ବ୍ୟକ୍ତିଙ୍କ ଲକ୍ଷ, ସ୍ୱାସ୍ଥ୍ୟ, ଜୀବନସାଥି, ପ୍ରେମ ଏବଂ ଅର୍ଥନୈତିକ ସ୍ଥିତି ଏହି ସମସ୍ତ ସମ୍ପର୍କରେ ଆମର ଏହି ପୋଷ୍ଟ ମାଧ୍ୟମରେ ଆପଣ ମାନେ ଆଜି ଜାଣିବା ପାଇଁ ପାଇବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ବୃଷ ରାଶି: ଆପଣଙ୍କର ଦୃଢ ସ୍ଵାଭାବ ହୋଇଥାଏ । ଆପଣଙ୍କ ଠାରେ ସହିବା ଶକ୍ତି ବହୁତ ରହିଥାଏ । ସୁନ୍ଦର ନାରୀ କିମ୍ବା ପୁରୁଷଙ୍କୁ ଦେଖିଲେ ଆପଣଙ୍କ ଦୁର୍ବଳତା ସେହିଠାରେ ପ୍ରକାଶ ପାଇଥାଏ । ଆପଣ ପ୍ରେମ ସମ୍ପର୍କରେ ଆସିବା ପୂର୍ବରୁ କାହାର ଧନ, ଅଭଯାତ୍ୟ ଇତ୍ୟାଦି ପ୍ରତି ଧ୍ୟାନ ଦେଇନଥାନ୍ତି । କାରଣ ସର୍ବ ପ୍ରଥମେ ଆପଣ ସୁନ୍ଦର ଚେହେରା ପ୍ରତି ନିଜର ଦୃଷ୍ଟି ଆକର୍ଷଣ କରିଥାନ୍ତି ।
ତେଣୁ ଆପଣ ସୁନ୍ଦର ଝିଅ କିମ୍ବା ପୁଅ ପାଇଲେ ଆପଣ ନିଜର ଜାତିର ଜ୍ଞାନ ମଧ୍ୟ ଭୁଲିଯାଇଥାନ୍ତି । ଆପଣ ପ୍ରେମ ସମ୍ପର୍କରେ ସବୁବେଳେ ବିଶ୍ଵସନୀୟ ହୋଇ ରହିଥାନ୍ତି । ଜୀବନ ସାଥିଙ୍କ ସହ ଆପଣଙ୍କ ସମ୍ପର୍କ ବହୁତ ଭଲ ରହିଥାଏ । ବୈବାହିକ ଜୀବନରେ କୌଣସି ଅସୁବିଧାର ସାମ୍ନା ଆପଣ କରିନଥାନ୍ତି । ଆପଣଙ୍କର କନ୍ୟା ସନ୍ତାନ ହେବାର ଅଧିକ ଯୋଗ ରହିଛି ।
ଆପଣ ନିଜ ଘର ପରିବାର ଲୋକଙ୍କ ସହ ସମୟ ବିତାଇବା ପାଇଁ ଖୁବ ପସନ୍ଦ କରନ୍ତି । ତେଣୁ ଆପଣଙ୍କ ଘର ପରିବାର ମଧ୍ୟରେ ସବୁବେଳେ ଭଲ ପାଇବା ଏବଂ ହସ ଖୁସିର ମାହୋଲ ରହିଥାଏ । ବନ୍ଧୁତା ଉପରେ ସମ୍ପୂର୍ଣ ବିଶ୍ଵାସ ନ ଆସିବା ପର୍ଯ୍ୟନ୍ତ ଆପଣ ସମ୍ପର୍କକୁ ନିବିଡ କରନ୍ତି ନାହିଁ । ଆନନ୍ଦ ଉଲ୍ଲାସର ସହ ଜୀବନ ବିତାଇବା ଆପଣଙ୍କ ଜୀବନର ମୂଳ ଲକ୍ଷ ହୋଇଥାଏ ।
ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ କଠୋର ପରିଶ୍ରମ କରି ଶୀର୍ଷ ସ୍ଥାନରେ ପହଞ୍ଚିବା ପାଇଁ ସବୁବେଳେ ଲାଗି ପଡିଥାନ୍ତି ଏହି ଲକ୍ଷକୁ ଆପଣ ନିଜ ସାଥିରେ ନେଇ ଆଗକୁ ବଢିଥାନ୍ତି । ପାକସ୍ଥଳୀ ଏବଂ ହୃଦୟ ଜନିତ ରୋଗରେ ପୀଡିତ ହେବାର ସମ୍ଭାବନା ରହିଛି । ମୂତ୍ରାଶୟ ଜନିତ ରୋଗରେ ପୀଡିତ ମଧ୍ୟ ହୋଇପାରନ୍ତି ।
ଆପଣଙ୍କ ଶୁଭ ବାର ହେଉଛି ଶୁକ୍ରବାର । ଆପଣଙ୍କ ଶୁଭ ସଂଖ୍ୟା ହେଉଛି ୬ । ଆପଣଙ୍କ ପାଇଁ ହୀରା ରତ୍ନା ଶୁଭ ହୋଇଥାଏ । ଆପଣଙ୍କ ପାଇଁ ଶୁଭ ଧାତୁ ହେଉଛି ରୂପା । ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି, ଶ୍ଵେତ, ସବୁଜ ଏବଂ ନୀଳ । ଆପଣ ମା ଲକ୍ଷ୍ମୀଙ୍କ ଆରଧନା କରିବା ପାଇଁ ଅତ୍ୟନ୍ତ ଶୁଭ ରହିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।