24 ଘଣ୍ଟା ଭିତରେ ଏହି 1 ରାଶି ଉପରେ ମା ଲକ୍ଷ୍ମୀ କରିବେ କୃପା, ମିଳିବ ବଡ ସଫଳତା, ଡେକହନ୍ତୁ ସେହି ରାଶି ଆପଣଙ୍କର ତ ନୁହେଁ

ମା ଲକ୍ଷ୍ମୀ ଙ୍କ ଦୟାରୁ ଆପଣ ହେବାକୁ ଯାଉଛନ୍ତି ଖୁବ ଭାଗ୍ଯବାନ । ଦେଖନ୍ତୁ ଆମେ ସବୁ ଜାଣିଛେ କି ଭଗବାନ ହୁଅନ୍ତୁ କି ଦେବୀ ମା ହୁଅନ୍ତୁ । ତାଙ୍କୁ ପ୍ରସନ୍ନ କରିବା ଖୁବ କଷ୍ଟ ହୋଇଥାଏ । ଥରେ ଚିନ୍ତା କରି ଦେଖନ୍ତୁ ତ ଯଦି ଆମେ ଯେଉଁ ଘରେ ବଡ ହୋଇଛେ ଓ ସେମାନେ ଆମ କଥାକୁ ଶୁଣିବା ପାଇଁ ନାରାଜ ।

ତେବେ ଆପଣ କଣ ଚିନ୍ତା କରି ପାରୁଛନ୍ତି ଜଣେ  ଦିବ୍ୟ ଆତ୍ମା କିମ୍ବା ଦେବା ଦେବୀଙ୍କୁ ପ୍ରସନ୍ନ କରିବା କେତେ କଷ୍ଟ ହୋଇ ପାରେ । ଯଦି ଆପଣ ଜାଣିଥିବେ ତଥାପି ଆମେ କହି ରଖୁଚୁ କି ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ଏତେ ସହଜ ନୁହେଁ । କାରଣ ସେ ଖୁବ ପରିଷ୍କାର ଓ ପରିଛନ୍ନ ବ୍ୟକ୍ତି ଙ୍କ ଉପରେ ନିଜର ସନ୍ତୁଷ୍ଟି ଜାହିର କରନ୍ତି । ତେବେ ଆମେ କେବଳ  ଆମ ଭକ୍ତି ମାଧ୍ୟମରେ ତାଙ୍କୁ ପ୍ରସନ୍ନ କରିବା ସମ୍ଭବ ନୁହେଁ ବରଂ ଶରଧା ଓ କଷ୍ଟ ତପସ୍ୟା ଆବଶ୍ୟକ ।

ଯଦି ଆମେ ନିଜ ଶରୀର ଓ ଚିନ୍ତା କୁ ସଫା ରଖିବା ତେବେ ଆମେ ନିଶ୍ଚିତ ଭାବେ ନିଜ ଚିତ ସୁଦ୍ଧ ରଖୀ ପାରିବା । ଏହାର କାରଣ ହେଉଛି କି । ଏକ ସୁସ୍ଥ ଓ ଭଲ ସୁନ୍ଦର ଶରୀରରେ ଭଗବାନଙ୍କ ବାସ ଥାଏ । ତେବେ ଏହି ଗୋଟେ ରାଶି ଉପରେ ମା ଲକ୍ଷ୍ମୀଙ୍କ କରୁଣା ହେବା ପାଇଁ ଯାଉଛି । ଏହା ସହ ଜାଣନ୍ତୁ କି କିଭଳି ଭାବେ ଆପଣଙ୍କ ନିଜର ଜୀବନ କିଭଳି ଭାବେ ବଦଳିବା ପାଇଁ ଯାଉଛି ।

ସିଂହ ରାଶି ଉପରେ ମା ଲକ୍ଷ୍ମୀ ଙ୍କ ଦୟା ହେବାକୁ ଯାଉଛି । ଆପଣ ଚାକିରିରେ ଖୁବ ଆଗକୁ ଯିବେ । ଆପଣଙ୍କ ଚାକିରିରେ ପଦ ଉର୍ନତି ଯୋଗ ଅଛି । ତେବେ ଯେଉଁ ମାନେ ନିଜ କାମରେ ପଛରେ ରହୁଥିଲେ ସେମାନେ ଖୁବ ମନ ଲଗେଇକି କାମ କରିବେ । ଆପଣଙ୍କ ସ୍ଥାନାନ୍ତର ମଧ୍ୟ ହୋଇ ପାରନ୍ତି । ଆପଣ କୋର୍ଟ କଚେରୀ ପାଇଁ ବ୍ୟସ୍ତ ହୁଅନ୍ତୁ ନି ଆପଣଙ୍କ ବିଜୟ ସୁନିଶ୍ଚିତ । ଆପଣ ଏହି ସମୟ ମଧ୍ୟରେ କିଛି ଭଲ କାମ କରି ପାରିବେ ।

ଆପଣ କେବଳ ନିଜ ପାଇଁ ନୁହେଁ ବରଂ ପୁରା ସମାଜ ପାଇଁ କିଛି ନା କିଛି କରିବେ । ଜୀବନରେ ଆସିବାକୁ ଯାଉଥିବା ପରିବର୍ତ୍ତନ ଆସିବାକୁ ଯାଉଛି । ଜୀବନ ସାଥି ସହ ଆପଣନଙ୍କ ସମ୍ପର୍କ ଖୁବ ଭଲ ହେବାକୁ ଯାଉଛି । କିଛି ସରକାରୀ କାଗଜ ଆପଣଙ୍କ ଘରକୁ ଆସି ପାରେ ଆପଣ ତା ପାଇଁ ଚିନ୍ତା କରନ୍ତୁ ନି କାରଣ ଏହା ଶୁଭ ଖବର ହେବ ଆପଣଙ୍କ ପାଇଁ ନିଶ୍ଚିତ ଭାବେ ।

ଆପଣ କେବଳ ନିଜ ପାଇଁ ଏକ ଭଲ ଶରୀର ରଖନ୍ତୁ । ଖାଇବା ପିବାରେ ଧ୍ୟାନ ରଖନ୍ତୁ । ଯେଉଁ ମାନଙ୍କ ସନ୍ତାନ ମାନେ କିଛି ପଢିବା ପାଇଁ ଚାହୁଁଛନ୍ତି ସେମାନେ ଏବେ ନିଜର ନାମ ଲେଖାଇ ପାରିବେ । ଆପଣଙ୍କ ଜୀବନର ସୁପ୍ରଭାବ ଆପଣଙ୍କ ପରିବାର ଉପରେ ମଧ୍ୟ ପଡିବ । ଆପଣ ନିଜ କାମ ପାଇଁ ସବୁ ଲୋକଙ୍କ ପାଖେ ନିଜକୁ ପ୍ରସଂଶିତ ବ୍ୟକ୍ତି ଭାବେ ପାଇବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *