ମହିଳାଙ୍କ ଏହି ଗୋଟେ ଜିନିଷ କେବେବି ଦେଖନ୍ତୁ ନାହିଁ, ପୁରୁଷ ଏହାକୁ ଦେଖିବେ ତ ତୁରନ୍ତ ହେବ ମୃତ୍ୟୁ- Chanakya Niti

ଚାଣକ୍ୟ ନୀତି ହେଉଛି ଚାଣକ୍ୟ ଦ୍ଵାରା ବର୍ଣିତ ଏକ ପୁସ୍ତକ । ଏହି ନୀତି ବାଣୀ ପୁସ୍ତକ ରେ ସେ ଅନେକ କିଛି ଲେଖା ରଖିଛନ୍ତି ଜେଭଳି କି ମଣିଷ କିଭଳି ଭାବେ ନିଜର ସବୁ ପ୍ରକାର ଜ୍ଞାନକୁ ଲେଖି ଯାଇଛନ୍ତି । ଚାଣକ୍ୟ ନିଜେ ଏକ ମହାନ ବିଦ୍ଵାନ ଥିଲେ ଯେ ନିଜ ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରିଥିଲେ ।

ସେ ଜୀବନକୁ କିଭଳି ଭାବେ ସରଲ ଉପାୟରେ ବଞ୍ଚିବା ସେହି ବିଷୟରେ କହିଛନ୍ତି । ସେ ନିଜ କାମକୁ ମଧ୍ୟ ଖୁବ ଭଲ ଭାବରେ କରିବାର ଉପାୟ ମଧ୍ୟ କହିଛନ୍ତି । ସେ ନିଜର ଜ୍ଞାଙ୍କୁ ଲୋକମାନଙ୍କୁ ଏକ ଭେଟ ରୂପରେ ଦେଇଛନ୍ତି ଯାହାକୁ ବ୍ୟବହାର କରି ଆମେ ଆମ ଆଖ ପକାହରେ ଥିବା ଜିନିଷ କୁ ସୁଧାରୀ ପାରିବା । ତାଙ୍କ ମତ ଅନୁସାରେ ଏଭଳି କିଛି ପା-ପ ଅଛି ଯାହାକୁ କରିବା ଦ୍ଵାରା ଆମେ ନର୍କ ଭୋଗ କରିଥାଉ ।

ଚାଣକ୍ୟ କହି ଯାଇଥିବା ମତ ଅନୁସାରେ ଆମେ ଗୋଟେ ଜିନିଷ ମଧ୍ୟ ପରୀକ୍ଷା କରିକି ଦେଖି ପାରିବା । ଏହା ଆମକୁ ଜୀବନ ସାରା ସାହାଜ୍ଯ କରିଥାଏ । ଆପଣମାନଙ୍କୁ ଆଜି ଆମେ କହିବା ପାଇଁ ଯାଉଛୁ କି ସ୍ତ୍ରୀ ର କେଉଁ ଅଙ୍ଗ ଦର୍ଶନ କରିବା ଦ୍ଵାରା ପୁରୁଷର ଖ୍ଯାତି ହୋଇଥାଏ । ଆପଣ ମାନେ ଯଦି ଏହାକୁ ଜାଣିବେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । କୁହାଯାଏ ନାରୀର ଅନେକ ରୂପ ଅଛି କେବେ ମା ତ କେବେ ଭଉଣୀ ତ କେବେ ସ୍ତ୍ରୀ ହୋଇ ଆମ ଜୀବନରେ ଆସିଥାଏ ।

ଜଦି ଆମେ ନାରୀକୁ ସମ୍ମାନ କରିବା ତେବେ ନିଶ୍ଚିତ ଭାବେ ଆମେ ମଧ୍ୟ ସଫଳତା ରେ ଖୁବ ଜଲ୍ଦି ପହଞ୍ଚି ପାରିବା । ଚାଣକ୍ୟ କେବଳ ରାଜନୀତି ନୁହେଁ ବରଂ ସେ ସାମାଜିକ ଜୀବନ ବିଷୟରେ କହିଛନ୍ତି । ଆପଣ ଜଣାଇଥିବେ ନାରୀ ହେଉଛି ସମାଜର ଏକ ଅଭିନ୍ନ ଅଙ୍ଗ ଓ ସେ କେବେଭି ନିଜ ସ୍ଵାର୍ଥ ବିଷୟରେ ନ ଭାବି ସବୁବେଳେ ନିଜ ପରିବାର ଓ ନିଜ ସ୍ଵାମୀ କଥା ଚିନ୍ତା କରିଥାଏ ।

ସ୍ଵାମୀ ସ୍ତ୍ରୀ ର ସ-ମ୍ପ-ର୍କ ଏକ ମଧୁର ସ-ମ୍ପ-ର୍କ ଅଟେ ମାତ୍ର ଫିର ଭି ସ୍ଵାମୀ ମାନେ ଦେଖିବା କଥା ନୁହେଁ । ଯଦି ଏକ ସ୍ତ୍ରୀ ଗର୍ଭବର୍ତ୍ତୀ ଥାଏ ତେବେ ତାକୁ ଖରାପ ନଜର ରେ ଦେଖିବା ଅନୁଚ୍ଚିତ ଅଟେ । ଯେଉଁ ସ୍ତ୍ରୀ ଲୋକମାନେ ନିଜ ପିଲାକୁ ସ୍ଥନ୍ୟ ପାନ କରାଉଥିବା ବେଳେ କେହି ଦେଖି ମନରେ ଖରାପ ଧାରଣା ଆଣିଥାଏ ତାକୁ ପା-ପୀ ବୋଲି କୁହାଯାଏ । କାରଣ ହେଉଛି ନାରୀ ହେଉ କି ପୁରୁଷ ସବୁର ଜୀବନର ଆରମ୍ଭ ସେହିଠାରୁ ହୋଇଥାଏ ତେଣୁ ଆପଣ ଯଦି ଏଭଳି କାମ କରିବେ ନର୍କ ଯାତନା ପାଇବେ ।

ଯେଉଁ ମାନେ ନାରୀକୁ ଗାଧୋଇବା ସମୟରେ ଲୁଚିକି ଦେଖନ୍ତି ସେମାନେ ନିଜ ଅସମୟ କୁ ନିଜ ଆଡକୁ ଟାଣି ଆନତି କୁହା ଯାଏ କି ନାରୀ ଉପରେ ଖରାପ ନଜର ରଖୁଥିବା ଲୋକମାନେ ତାଙ୍କ ଜୀବନରେ ଖୁବ କଷ୍ଟ ଓ ମୃ-ତ୍ୟୁ ପରେ ଅନେକ ଯାତନା ପାଇ ଥାନ୍ତି ସେମାନେ କେବେ ହେଲେ ଭି ମଣିଷ ହୋଇ ଜନ୍ମ ନେଇ ନାଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *